Sign in
Sign in
Recover your password.
A password will be e-mailed to you.
ନବାଗତ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଉତ୍ସବ
ବଣାଇ : ବଣାଇ ଗଡ଼ ମହା ବିଦ୍ୟାଳୟ ସଭାଗୃହ ଠାରେ ଯୁକ୍ତଦୁଇ ନବାଗତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରବେଶ କାର୍ଯ୍ୟକ୍ରମ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ଲିପିକା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ପରବର୍ତ୍ତୀ ପର୍ଯ୍ୟାୟରେ ଦର୍ଶନ ବିଭାଗର ମୁଖ୍ୟ ଗୀତାଞ୍ଜଳି!-->…
କଳାକାର ସମାଜ ପ୍ରତି ସରକାରଙ୍କ ଶୁଭଦୃଷ୍ଟି ପଡ଼ୁ : ବ୍ଲକ କଳାକାର ସଂଘ
ବେଲଗୁଣ୍ଠା (ନେଟଗାଁ) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ"ର ଏକ ସାଙ୍ଗଠନିକ ବୈଠକ ସଂଘ ଉପଦେଷ୍ଟା ବାଲ୍ମୀକି ମହାନ୍ତିଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶାଖା ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ!-->…
ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଣିକି ମିଳିବ ୧୦ ଲକ୍ଷ ଟଙ୍କାର ଜୀବନବୀମା
ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଣିକି ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ଦେବେ ସରକାର । ଏନେଇ ଲୋକସେବା ଭବନରେ ଗରିମା!-->…
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ବୃଦ୍ଧି ହେଲା ଜେଲ୍ ଅବଧି
ବାଲେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା । ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ବୃଦ୍ଧି ହେଲା ଜେଲ ଅବଧି। ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହୋଇଥିବା ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି ହୋଇଛି। ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି!-->…
ଦୁଇ ଘଣ୍ଟାର ଆକ୍ଲାନ୍ତ ପରିଶ୍ରମ ପରେ ତିନି ବର୍ଷର ଶିଶୁଙ୍କ ମୁଣ୍ଡରୁ ଗରା ବାହାର କଲେ ଅଗ୍ନିଶମ ବିଭାଗ…
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ପ୍ରଦୀପ ବିସ୍ଵାସଙ୍କ ତିନି ବର୍ଷର ପୁଅ ତନ୍ମୟଙ୍କ ମୁଣ୍ଡ ଅଚାନକ ଭାବରେ ଏକ ଷ୍ଟିଲ ଗରା ଭିତରେ ଫସିଯାଇଥିଲା। ଏହି ଘଟଣାରେ ଶିଶୁଟି ବହୁତ କଷ୍ଟ ଅନୁଭବ କରୁଥିଲା। ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଗରାଟି!-->…
ପୂର୍ବତନ ସରପଞ୍ଚଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଆଗକୁ ପଞ୍ଚାୟତ ନିର୍ବାଚନ।କଥା କଥାରେ ଫୁଟୁଛି ଗୁଳି ଓ ବୋମା ମାଡ଼।ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଥାନା ସୁନାଥର ଗ୍ରାମର ପୂର୍ବତନ ସରପଞ୍ଚଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ପୂର୍ବତନ!-->…
ତିନି ମାସ ଭିତରେ ଭୁଶୁଡ଼ିଲା ନବନିର୍ମିତ ପିଚୁ ରାସ୍ତା, ପୋଲ ନିକଟରେ ଦବିଯାଇ ଭାଙ୍ଗିବାକୁ ବସିଲାଣି
ଉମରକୋଟ : ନିର୍ମାଣର ମାତ୍ର ତିନି ମାସ ପରେ ହିଁ ଏକ ନୂଆ ରାସ୍ତା ଏଭଳି ଶୋଚନୀୟ ଭାବେ ଭାଙ୍ଗିଯିବ ବୋଲି ଗ୍ରାମବାସୀ କେବେ କଳ୍ପନା ମଧ୍ୟ କରିନଥିଲେ। ଚଳାଚଳ ଆରମ୍ଭ ହେବାର କିଛି ଦିନ ପରେ ହିଁ ରାସ୍ତାର ପିଚୁ ଅଂଶ ଦବିଯାଇଛି ଏବଂ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇ ଭାଙ୍ଗିବା ଆରମ୍ଭ!-->!-->!-->…
ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ
ସିଏସ୍ଆର୍ ଅଧୀନରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର : ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଶୁକ୍ରବାର ଦିନ ନାଲକୋ (ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିଃ) ପରିଦର୍ଶନ କରିଛନ୍ତି । ଏହି ଅବସରରେ ନାଲକୋର!-->!-->!-->…
ଜୁଲାଇ ୨୮ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଜଣଙ୍କ ଅନଲାଇନ୍ ପଞ୍ଜୀକରଣ ଶେଷ
ଭୁବନେଶ୍ୱର : ଆସନ୍ତା ସୋମବାର ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ୧୦୦୦ ଜଣ ଆବେଦନକାରୀ ସେମାନଙ୍କର ନାମ ଅନ୍ ଲାଇନ୍ ଯୋଗେ ପଞ୍ଜୀକରଣ କରିସାରିଛନ୍ତି । ଏହି ଅନଲାଇନ ପଞ୍ଜୀକରଣ ଆଜି ଜୁଲାଇ ୨୫ ତାରିଖ ସକାଳ ୧୦.୦୦ ଠାରୁ!-->…
ଦଶପଲ୍ଲା ଵନ ବିଭାଗ ତରଫରୁ ମୁଲ୍ୟବାନ ଶାଗୁଆନ ପଟ୍ଟା ଜଵତ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଵନାଞ୍ଚଳ କାର୍ଯ୍ୟାଳୟରେ ନୂତନ ଅଧିକାରୀ ଯୋଗଦାନ କରିବା ପରେ ଏନଏସି ଅନ୍ତର୍ଗତ ଖଣ୍ଡପଡ଼ା ଗ୍ରାମ ରେ ଦଶପଲ୍ଲା ଵନ ବିଭାଗ ତରଫରୁ ଚଢ଼ାଉ କରାଯାଇ ୩୦ ଖଣ୍ଡ ଶାଗୁଆନ ପଟ୍ଟାକୁ ଜଵତ କରାଯାଇଛି,ଜଵତ ପଟ୍ଟା ର ମୁଲ୍ୟ ପ୍ରାୟ ୧୦ ହଜାର ଟଙ୍କା ହେବ , ଏଥି ସହ!-->…