Sign in
Sign in
Recover your password.
A password will be e-mailed to you.
ଜୁଲାଇ ୨୮ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଜଣଙ୍କ ଅନଲାଇନ୍ ପଞ୍ଜୀକରଣ ଶେଷ
ଭୁବନେଶ୍ୱର : ଆସନ୍ତା ସୋମବାର ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ୧୦୦୦ ଜଣ ଆବେଦନକାରୀ ସେମାନଙ୍କର ନାମ ଅନ୍ ଲାଇନ୍ ଯୋଗେ ପଞ୍ଜୀକରଣ କରିସାରିଛନ୍ତି । ଏହି ଅନଲାଇନ ପଞ୍ଜୀକରଣ ଆଜି ଜୁଲାଇ ୨୫ ତାରିଖ ସକାଳ ୧୦.୦୦ ଠାରୁ!-->…
ଦଶପଲ୍ଲା ଵନ ବିଭାଗ ତରଫରୁ ମୁଲ୍ୟବାନ ଶାଗୁଆନ ପଟ୍ଟା ଜଵତ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଵନାଞ୍ଚଳ କାର୍ଯ୍ୟାଳୟରେ ନୂତନ ଅଧିକାରୀ ଯୋଗଦାନ କରିବା ପରେ ଏନଏସି ଅନ୍ତର୍ଗତ ଖଣ୍ଡପଡ଼ା ଗ୍ରାମ ରେ ଦଶପଲ୍ଲା ଵନ ବିଭାଗ ତରଫରୁ ଚଢ଼ାଉ କରାଯାଇ ୩୦ ଖଣ୍ଡ ଶାଗୁଆନ ପଟ୍ଟାକୁ ଜଵତ କରାଯାଇଛି,ଜଵତ ପଟ୍ଟା ର ମୁଲ୍ୟ ପ୍ରାୟ ୧୦ ହଜାର ଟଙ୍କା ହେବ , ଏଥି ସହ!-->…
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିଆର୍ପି. ସିଏମ୍. ଆସୋସିଏସନ୍ ପକ୍ଷରୁ୍ ଦାବି ପତ୍ର ପ୍ରଦାନ…
ରାୟଗଡ଼ା : ତା : ୨୫/୦୭ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିଆର୍ପି. ସିଏମ୍. ଆସୋସି ଏସନ୍ ସଭାନେତ୍ରୀ ହୀରା ଦେବୀ ପ୍ରଧାନ ଏବଂ ସବିତା ପରିଚ୍ଛାଙ୍କ ନେତୃତ୍ବରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ!-->…
୭୯ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ…
ବ୍ରହ୍ମପୁର,୨୫/୭ - ଚଳିତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ୪ଘଣ୍ଟା ୩୦ମିନିଟ୍ ରେ ଅତିରିକ୍ତ ଉପଜିଲ୍ଲାପାଳ ଛତ୍ରପୁର ତଥା ଭାରପ୍ରାପ୍ତ ବ୍ରହ୍ମପୁର ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର!-->…
ଆଦିବାସୀ ଅଞ୍ଚଳରେ ଶିକ୍ଷା ବ୍ୟବସ୍ତା ଠପ :ନାଙ୍ଗାଗୁଡ଼ାରେ ଶିକ୍ଷକଙ୍କ ମନମାନି…
ଉମରକୋଟ :- ( ୨୫/୦୭/୨୦୨୫) ଆଦିବାସୀ ଅଧୁଷିତ ଜଙ୍ଗଳ ବେଷ୍ଠିତ ବେହେଡ଼ା ପଞ୍ଚାୟତର ନାଙ୍ଗାଗୁଡ଼ା ଗାଁର ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ମନମାନି ଚରିତ୍ର ହାଟରୁ ଯାଇ ବାଟରେ ଗଡୁଛି। ଶିକ୍ଷକ ସ୍କୁଲରେ ତାଳା ଲଗାଇ ଦିନ ଦୁଇଟା ରେ ଗାଁ ଦାଣ୍ଡରେ ବୁଲୁଥିବାରୁ!-->…
ଆଶ୍ରମ ବିଦ୍ୟାଳୟରୁ ଆସିଲା ଲଜ୍ଜ୍ୟା ଖବର : ଦୁଇ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ :
ବାଲିଗୁଡା, ତା, ୨୫/୦୭ : କନ୍ଧମାଳରେ ପୁଣି ଲଜ୍ୟା।ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା। ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ସରକାରୀ ଆବାସିକ ବାଳିକା ଉଚ୍ଚ!-->…
୨୦୨୫ରେ ସରିବ ପାନୀୟ ଜଳ ପ୍ରକଳ୍ପ, ଜଳଯୋଗାଣରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ: ମନ୍ତ୍ରୀ
ଭୁବନେଶ୍ୱର: ଆଜି ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ୧୮ଟି ପ୍ରକଳ୍ପରେ ସବୁ ଘରକୁ ଘର ଜଳ!-->…
୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ
କଟକ : ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ । ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଡ ସୌରଭ ତ୍ରିପାଠୀ। ଏକ ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସାର୍ଟିଫିକେଟ ଦେଉ ନଥିଲେ ସୌରଭ!-->…
ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ପାଖକୁ କୌଣସି ପ୍ରସ୍ତାବ ଯାଇନାହିଁ
ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଗଡ଼ିବା ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଛି ତାହା ସତ ବୋଲି ପ୍ରମାଣିତ ହୋଇଛି | ବାସ୍ତବରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ!-->…
ବୁଣାକାର ଶ୍ରମିକଙ୍କ ପାଇଁ ଖୁସି ଖବର; ଭତ୍ତା ବଢାଇଲେ ରାଜ୍ୟ ସରକାର
ଭୁବନେଶ୍ୱର: ବଢ଼ିଲା ବୁଣାକାର ଶ୍ରମିକଙ୍କ ଭତ୍ତା । ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର । ତେବେ ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ, ମହିଳା ବୁଣାକାର ଶ୍ରମିକଙ୍କ ଭତ୍ତା ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
!-->!-->!-->…