Sign in
Sign in
Recover your password.
A password will be e-mailed to you.
ଖୁବଶୀଘ୍ର ଶେଷ ହେବ ଗାଜା ଯୁଦ୍ଧ: ଶାନ୍ତି ପ୍ରସ୍ତାବରେ ହମାସର ସହମତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ । ବନ୍ଧକ ରଖିଥିବା ଇସ୍ରାଏଲି ନାଗରିକଙ୍କୁ ଛଡାଯିବ ଏବଂ ଗାଜା ଷ୍ଟ୍ରିପର ଶାସନ ଡୋରକୁ ଏକ ସ୍ୱାଧୀନ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ନେଇ ସକାରାକ୍ରମ ଭାବନା ପ୍ରକାଶ!-->…
ବିହାର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ୨ଟି ନୂଆ ଯୋଜନାର କଲେ ଶୁଭାରମ୍ଭ
ବିହାର : ବିହାର ଯୁବକ ଓ ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଉପହାର ଦେଇଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହି ଦୁଇ ଯୋଜନାର ଶୁଭାରମ୍ଭ କରିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ବଂୟ ସହାୟତା ଭତ୍ତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା!-->…
ଶିଶୁଙ୍କ ଜୀବନ ଯିବା ପରେ ମଧ୍ୟପ୍ରଦେଶରେ କଫ ସିରପ ବିକ୍ରି ବ୍ୟାନ୍ କଲେ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ୯ ଜଣ ଶିଶୁଙ୍କ ଜୀବନ ଯିବା ପରେ କଫ୍ ସିରପକୁ ବ୍ୟାନ କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା କାର୍ଯ୍ୟାନୁଷ୍ଠାନ କରି କଫ୍ ସିରପକୁ ସମଗ୍ର ରାଜ୍ୟରେ ବ୍ୟାନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା!-->…
ରାଇଘର ଅଞ୍ଚଳ ଏବେ ଚୋରଙ୍କ ଚରାଭୂଇଁ : ନିଘୋଡ଼ ନିଦରେ ପୋଲିସ..!
ଚୋରକୁ ଧରିବାକୁ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ..
ରାଇଘର ପୋଲିସ ର ଆଦାୟ ପ୍ରବଳ କାମ ଦୁର୍ବଳ..!
ଉମରକୋଟ,( ୦୪ ଅକ୍ଟୋବର ୨୦୨୫) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୋଦଭାଟା ସାହି ପରିସରରେ ଦିନକୁ ଦିନ ଚୋରି ଓ ଡକାୟିତି ଘଟଣା ଦିନକୁ ଦିନ ବୃଦ୍ଧି ପାଇବା ରେ!-->!-->!-->!-->!-->!-->!-->…
ବନ୍ଦ ହେଲା NASA, ଟ୍ରମ୍ପଙ୍କୁ ଝଟକା
ୱାଶିଂଟନ୍ : ଟ୍ରମ୍ପଙ୍କୁ ବଡ଼ ଝଟକା । ବନ୍ଦ ହେଲା ନାସା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି । NASAଏହାର ସୂଚନା ୱେବସାଇଟରେ ଦେଇଛି ।ଏହାର ୱେବସାଇଟରେ କୁହାଯାଇଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିଛି । ସରକାରୀ ପାଣ୍ଠିର ଅଭାବ ଯୋଗୁ!-->…
ବାସୁଦେବପୁରରେ ୫ ଦିନର କନ୍ୟା ସନ୍ତାନକୁ ବିକ୍ରି ଅଭିଯୋଗ
ବାସୁଦେବପୁର: ୫ଦିନର ଶିଶୁକୁ ବିକ୍ରି ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ବଡ଼ ମଳିକ ସାହିରେ ଶିଶୁ ବିକ୍ରି ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ହୋଇଥିବରୁ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ସେପ୍ଟେମ୍ବର!-->!-->!-->…
ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବଂଶଧାରା । ଏବେ କାଶୀନଗରରେ ୫୪.୧୬ ମିଟରରେ ପ୍ରବାହିତ ହେଉଛି । ବଂଶଧାରାକୁ ବାଦ୍ ଦେଲେ ଅନ୍ୟ ନଦୀ ଗୁଡିକ ମଧ୍ୟ ବିପଦ ସଙ୍କେତ ତଳେ ରହିଛି । ଏବେ ବର୍ଷା କମିଥିବାରୁ ନଦୀର!-->…
ଦିନକ ପରେ ଗଜଲକ୍ଷ୍ମୀ ପୂଜା, କେନ୍ଦ୍ରାପଡ଼ାରେ ୬୮ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଧନଦାତ୍ରୀ
କେନ୍ଦ୍ରାପଡ଼ା : ଦିନକ ପରେ ଗଜ ଲକ୍ଷ୍ମୀ ପୂଜା । ଆସନ୍ତା ୬ ତାରିଖ ଦିନ ମା’ ମହାଲକ୍ଷ୍ମୀ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ । ଏଥିପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା । ୬୮ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପୂଜା ପାଇବେ ଧନଦାତ୍ରୀ ମା ମହାଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ପୂଜା!-->…
ବେଆଇନ ଚାଲାଣ ବେଳେ ୫୫ ଦାଦନ ଶ୍ରମିକ ଉଦ୍ଧାର
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଧୂବାପଡାରୁ ରାଜ୍ୟ ବାହାରକୁ ଯିବାକୁ ଥିବା ୫୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ। ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ଦାଦନ ସର୍ଦ୍ଦାର ଘର ଭିତରୁ ସେମାନଙ୍କୁ ପୁଲିସ ଉଦ୍ଧାର କରିଛି। ଶ୍ରମିକମାନଙ୍କ ମଧ୍ୟରୁ ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆର!-->…
ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ
ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନା ଜବତ । ୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ । ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ଏୟାରପୋର୍ଟରୁ ଜଣକୁ ଉଠାଇ ନେଇଛି । ୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଯୁବକ ଗିରଫ । ବ୍ୟାଙ୍କକରୁ ଚାଲାଣ!-->…