Sign in
Sign in
Recover your password.
A password will be e-mailed to you.
ଏସ୍ଆଇ ଚାକିରି କେଳେଙ୍କାରୀ: ଅରିଜିନାଲ ସାର୍ଟିଫିକେଟ ନେଇ ହେଉଥିଲା ଡିଲ୍, ବ୍ଳାଙ୍କ ଚେକରେ ଟଙ୍କା କାରବାର
ଭୁବନେଶ୍ୱର : ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼!-->…
କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୬ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ
କଟକ: କଟକରେ ଦୁର୍ଗାପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଗିରଫ । ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ । ଡ୍ରୋନ୍ ଭିଜୁଆଲ ଫୁଟେଜରୁ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ଶାନ୍ତି ବାତାବରଣ ଅଛି । ଆଗକୁ ମଧ୍ୟ ଶାନ୍ତି ବଜାୟ!-->…
ବିପର୍ଯ୍ୟୟ ମୁକାବିଲା ପାଇଁ ନିର୍ମାଣ ହେବ ବିପର୍ଯ୍ୟୟ ଭବନ
ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ପାଇଁ ଭୁବନେଶ୍ବରରେ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର ଏଥିପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ!-->…
ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସାଙ୍ଗଠନିକ ବିଷୟ ଉପରେ ହେଲା ଆଲୋଚନା
ଭୁବନେଶ୍ବର: ଦିଲ୍ଲୀରେ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହାସହିତ!-->…
ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ
ସୁନ୍ଦରଗଡ଼: ଦୁଇ ଭାଇଙ୍କ ସଲିଳସମାଧି । ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଝୁପୁରୁଙ୍ଗା ଗାଁର ଦୁଃଖଦ ଘଟଣା । ଗାଁର ଛିଟକେନଢିପାରେ ପୋଖରୀରେ ଗାଧୋଇବାକୁ ଯାଇ ଦୁଇ ଭାଇ ଦେବାଶିଷ ମାକର ଓ ଚିତ୍ତ ମାକର ବୁଡ଼ିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ!-->…
ଅଳିଆ ଆବର୍ଜନା ରେ ଟିପିସର ନାଳ : କୁତ୍ରିମ ବନ୍ୟା ଆଶଙ୍କା, ଆତଙ୍କିତ ଅବସ୍ଥାରେ ଅଞ୍ଚଳ ବାସୀ…!
ବ୍ରହ୍ମପୁର: ଆସିକା ସହର ର ଏକ ମାତ୍ର ଟିପିସର ନାଳ ଦେଇ ବର୍ଷା ଜଳ ନିଷ୍କାସନ ହୁଏ। ଲଗାଣ ବର୍ଷା ଯୋଗୁଁ ଆସିକା ଋଷିକୂଲ୍ୟା ନଦୀ ଗତ ଗୁରୁବାର ଦିନ ବିପଦ ସଙ୍କୁଳ ଅତିକ୍ରମ କରିଥିଲା।ଯାହା ଫଳରେ ଆସିକା ବାସୀଙ୍କ ହାର୍ଟବିଟ ବଢ଼ି ଯାଇଥିଲା। ଅଧିକାଂଶ କରି କଳିଙ୍ଗା ରୋଡ଼, ଲକ୍ଷ୍ମୀ ବଜାର ଓ!-->…
ଆସିକା ରେ କାଗଜ କଲମ ରେ ବନ୍ୟ ପ୍ରାଣୀ ସୁରକ୍ଷା ଚାଲିଛି.!ଶିକାରୀଙ୍କ କ୍ରୁର ଦୃଷ୍ଟିରେ ବନ୍ୟା ପ୍ରାଣୀ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବନାଞ୍ଚଳ ଏକ ପ୍ରମୁଖ ବନାଞ୍ଚଳ ରୂପେ ମାନ୍ୟତା ରହିଛି।ଶେରଗଡ଼,ବଡ଼qଗଡ଼, ସୋରଡ଼ା, ଗାଙ୍ଗପୁର, ବାଲିପଦର, ବୁଗୁଡ଼ା ହିଞ୍ଜିଳି ର ଚୋରା କାଠ ଆସିକା ଦେଇ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।ପୂର୍ବରୁ ଆସିକା ସହରର କେନ୍ଦ୍ର ସ୍ଥଳୀରେ ଆସିକା ବନାଞ୍ଚଳ!-->…
ତୁଟୁନି ସାର ସମସ୍ୟା କୁକୁଡ଼ାଖଣ୍ଡି କୃଷି ସମବାୟ ସମିତିରେ ପିଡିଆ ସାର ପାଇଁ କୃଷକ ମାନଙ୍କ ମଧ୍ୟରେ ଠେଲାପେଲା….!
ଚାଷୀଙ୍କୁ ସାର ଯୋଗାଇବା ରେ ସରକାର ବିଫଳ….!ବ୍ରହ୍ମପୁର:ସାରା ଗଞ୍ଜାମ ଜିଲ୍ଲାରେ ସାର ର ଅଭାବ ଦେଖା ଦେଇଛି। ଯେଉଁ ସମୟରେ ଚାଷୀମାନଙ୍କୁ ଚାଷ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ରହିବା କଥା ସେହି ସମୟରେ ସାର ପାଇଁ ଘଣ୍ଟା ଘଣ୍ଟା ଲାଇନ ରେ ଛିଡା ହେଲେବି ସାର ମିଳୁନାହିଁ। ଆଜି!-->!-->!-->…
ଆସନ୍ତା ୯ ରେ ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
ଭୁବନେଶ୍ୱର : ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା!-->…
ଏସଆଇ ପରୀକ୍ଷା ଜାଲିଆତି: ସିଲିକନ ସିଇଓଙ୍କୁ କ୍ରାଇମବ୍ରାଞ୍ଚର ଜେରା
ଭୁବନେଶ୍ବର: ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ସଂସ୍ଥା ସିଲିକନ ଟେକ୍ ପ୍ରାଇଭେଟ ଲିମିଟେଡର ସିଇଓଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ସିଇଓ ସୁରେଶ ନାୟକଙ୍କୁ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଘଟଣାରେ ପୁଲିସ ୧୧୭ ଜଣଙ୍କୁ ଗିରଫ!-->…