ଶୋଇଥିବା ବେଳେ ମାରଣାସ୍ତ୍ରରେ ହାଣି ହତ୍ୟା

ପାଟଣା: ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ହାଣି ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ୫୫ବର୍ଷୀୟ ଭଦୃ ମହାକୁଡ । ଖବରରୁ ପ୍ରକାଶ ଯେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ

୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନ ନଷ୍ଟ କରିଛି ଭାରତ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ଏହାର ଦକ୍ଷତା ଏବଂ ଶକ୍ତି ପ୍ରଦର୍ଶନ କରିଛି। ଭାରତୀୟ ବାୟୁସେନା(ଆଇଏଏଫ) ଶତ୍ରୁ ରାଷ୍ଟ୍ରର ୩୦୦ କିଲୋମିଟର ଭିତର ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରିଛି। ଏହି ସମୟରେ ୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତ ନଷ୍ଟ କରିଛି ବୋଲି

କଫ୍‍ ସିରପ୍‍ ପିଇ ୧୨ପିଲାଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ଥଣ୍ଡା କାଶ ପାଇଁ ଖାଉଥିବା ଔଷଧ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ । ଏପରି ଜଣାପଡିଛି ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ । କଫ ସିରପ୍‍ ଖାଇବା ପରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ୨୦ଦିନରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲାଣି । ଯାହାକି ଏକ ଚିନ୍ତାର ବିଷୟ

ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତି ସହିବାକୁ ଦେବନାହିଁ ରୁଷ

ନୂଆଦିଲ୍ଲୀ: ଭାରତ ଉପରେ ଚାପ ପକାଇବା ପାଇଁ ଆମେରିକା ୫୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବିଥିଲେ ଯେ ଏହା ଭାରତ-ରୁଷ ବନ୍ଧୁତାକୁ ଭାଙ୍ଗିଦେବ । ଶୁଳ୍କ ଚାପରେ ଭାରତ ରୁଷଠାରୁ ଆଉ ତେଲ କିଣିବା ବନ୍ଦ କରିଦେବ । ଫଳରେ ଏହା ରୁଷକୁ

ପେଶାୱରରେ ବୋମା ବିସ୍ଫୋରଣ: ୯ମୃତ

ପାକିସ୍ତାନ: ପାକିସ୍ତାନର ପେଶାୱରରେ ବୋମା ବିସ୍ପୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ଆଇନ ପ୍ରବର୍ତ୍ତନ ଅଧିକାରୀ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରଣ ଘଟିଥିଲା । ଜଣେ ପୁଲିସ

NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଉଚ୍ଚମାନର ଡିଜିଟାଲ୍ ଶିକ୍ଷାର ଉପଲବ୍ଧତାକୁ ସାର୍ବଜନୀନ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ନଦୀକୁ ଖସିପଡ଼ିଲା ଟ୍ରାକ୍ଟର, ୧୧ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖଣ୍ଡୱାରେ ଅଘଟଣ । ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ନଦୀକୁ ଟ୍ରାକ୍ଟର ଖସି ୧୧ ମୃତ । ଟ୍ରାକ୍ଟର ଡାଲାରେ ମୂର୍ତ୍ତି ସମେତ ୧୪ରୁ ଅଧିକ ଲୋକ ଉପସ୍ଥିତ ରହି ବିସର୍ଜନ ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ଟ୍ରାକ୍ଟର ହଠାତ ଷ୍ଟାର୍ଟ ହୋଇ

ଗାଜା ଷ୍ଟ୍ରିପରେ ବିମାନ ଆକ୍ରମଣ କଲା ଇସ୍ରାଏଲ, ୪୦ ପାଲେଷ୍ଟାଇନୀ ମୃତ

ଇସ୍ରାଏଲ: ଇସ୍ରାଏଲ ଗୁରୁବାର ଗାଜା ଷ୍ଟ୍ରିପରେ ଆଉ ଏକ ବଡ଼ ବିମାନ ଆକ୍ରମଣ କରିଛି । ନାସେର ହସ୍ପିଟାଲ ଅଧିକାରୀଙ୍କ ଅନୁଯାୟୀ, ବୁଧବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ଗାଜାରେ ଇସ୍ରାଏଲୀ ଆକ୍ରମଣ ଏବଂ ଗୁଳିମାଡରେ ଅତି କମରେ ୪୦ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦକ୍ଷିଣ

ଭାରତ-ଚୀନ ମଧ୍ୟରେ ପୁଣି ଆରମ୍ଭ ହେବ ବିମାନ ସେବା

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଲମ୍ବା ସମୟ ଧରି ବିମାନ ସେବା ବନ୍ଦ ରହିଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବାରୁ ଏହି ପଦକ୍ଷେପ ନିଆଯାଇଛି । ଭାରତ ଏବଂ ଚୀନ ମଧ୍ୟରେ ସିଧାସଳକ ଭାବେ IndiGo ଏୟାରଲାଇନ୍ ସେବା ଅକ୍ଟୋବର ୨୬ରୁ

ଆମେରିକା ପରେ ଫ୍ରାନ୍ସ ସଟଡାଉନ, ୨୦୦ରୁ ଅଧିକ ସହରରେ ଷ୍ଟ୍ରାଇକ, ଆଇଫିଲ୍ ଟାୱର ବନ୍ଦ

ଫ୍ରାନ୍ସ : ଆମେରିକା ପରେ ଫ୍ରାନ୍ସରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକାରୀ ଖର୍ଚ୍ଚକାଟକୁ ବିରୋଧ କରି ଧନୀଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ଦାବି କରିଛନ୍ତି । ଫଳରେ ପ୍ରଦର୍ଶନ ଯୋଗୁଁ ପ୍ୟାରିସର ପ୍ରସିଦ୍ଧ ଆଇଫିଲ ଟାୱର ବନ୍ଦ ରହିଥିଲା । ଫ୍ରାନ୍ସର ୨୦୦ରୁ ଅଧିକ