ସାଙ୍ଗକୁ ଲୁଟିବାକୁ ଡକାୟତ ଲଗାଇଲା ସାଙ୍ଗ, ୨୦ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ…
ମୁଖ୍ୟ ଷଡ଼ଯନ୍ତ୍ରକାରୀ ସରୋଜ ଓ ସହଯୋଗୀ ଗିରଫ
ଭୁବନେଶ୍ୱର/ପାହାଳ : ବିଶ୍ୱାସରେ ବିଷ ଦେଲା ସାଙ୍ଗ। ଏକାଠି ବସି ହୋଟେଲରେ ଖାଇଲେ, ଗପସପ ହେଲେ, କିନ୍ତୁ ତଳେ ତଳେ ସାଙ୍ଗକୁ ଲୁଟିବା ପାଇଁ ଡକାୟତଙ୍କୁ ଖବର ଦେଲେ। ପାହାଳ ଥାନା ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ୨୦ ଲକ୍ଷ ଟଙ୍କା ଲୁଟ୍!-->!-->!-->…