Browsing Category

ଓଡିଶା

ବାବା ଧବଳେଶ୍ଵରଙ୍କ ପୀଠ ଆଗରେ ପୂଜକମାନଙ୍କ ଧାରଣା…

ଆଠଗଡ଼: ମନ୍ଦିର ଛାଡି ରାସ୍ତାରେ ଧାରଣା ଦେଲେ ପୂଜକ ସମାଜ। କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ ଆଗରେ ଏଠାକାର ପୂଜକମାନେ ଧାରଣା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ନିମନ୍ତେ ଛଡ଼ା ଯାଉ ନ ଥିବାରୁ ଏହାର ପ୍ରତିବାଦରେ ପୂଜକମାନେ ଧାରଣାକୁ ଓହ୍ଲାଇଥିବା

କରୋନା ପରିସ୍ଥିତି ନେଇ ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ଘାରିଲାଣି ଚିନ୍ତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି

ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ…

ଭୁବନେଶ୍ୱର:କରୋନାର ନୂଆ ଭାରିଆଣ୍ଟ ପୁଣି ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ସବୁଠି ଚିନ୍ତା ବଢ଼ୁଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବାବେଳେ ସବୁଠି ଭୟଭୀତ ପରିବେଶ ଦେଖିବାକୁ ମିଳିଲାଣି। ପୁଣି ଥରେ ଯେପରି ଲକଡାଉନର ଓ ସଟଡାଉନର ସମସ୍ୟା ନଉପୁଜେ ତାହା ଉପରେ ଦୃଷ୍ଟି ଦେବା

ଘନ କୁହୁଡି ଯୋଗୁ କାର୍‌କୁ ଧକ୍କା ଦେଲା କାର୍‌…

ଭଦ୍ରକ: ଘନ କୁହୁଡି ଯୋଗୁ କିଛି ବାଟଘାଟ ଦେଖାଯାଉ ନଥିବାରୁ ଜାତୀୟ ରାଜପଥର ସଂପ୍ରସାରଣ କାମ ଚାଲିଥିବା ଜାଣିପାରିଲାନି କାର୍ ଡ୍ରାଇଭର। ଫଳରେ ଦୁଇଟି କାର୍‌ ମଧ୍ୟରେ ଧକ୍କା ହେବାରୁ ୩ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି।

ଶ୍ରୀମନ୍ଦିର ସ୍ନାନବେଦୀ ନିକଟ ବ୍ଯାରିକେଡ୍ରେ ପଶିଲା ୭ ବର୍ଷ ଝିଅର ମୁଣ୍ଡ, ଅଧ ଘଣ୍ଟା ପରେ ହେଲା ସୁରକ୍ଷିତ…

ପୁରୀ: ପୁଣି ବ୍ଯାରିକେଡ୍‌ରେ ପଶିଲା ୭ ବର୍ଷୀୟା ଝିଅର ମୁଣ୍ଡ। ସ୍ନାନବେଦୀ ନିକଟରେ ଥିବା ବ୍ଯାରିକେଡ୍‌ରେ ପଶିଲା ମୁଣ୍ଡ। ଖେଳୁଥିବା ସମୟରେ ପଶିଗଲା ନାବାଳିକାର ମୁଣ୍ଡ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା କଟର୍‌ ମେସିନ୍‌ ସହାୟତରେ ପ୍ରାୟ ଅଧଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର ହେଲା

ମାଆମାନେ ଚାହିଁଲେ ୨୫ କି ୫୦ ବର୍ଷ ନୁହେଁ ଆଗାମୀ ୧୦୦ ବର୍ଷ ଶାସନ କରିବ ବିଜେଡି: ମୁଖ୍ୟମନ୍ତ୍ରୀ

ପୁରୀ: ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସନ୍ଦେଶ । ଦଳୀୟ ନେତା, କର୍ମୀଙ୍କ ସମେତ ରାଜ୍ୟବାସୀଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି । ନବୀନ କହିଛନ୍ତି, ବିଜେଡି ୨୫ କି ୫୦ ବର୍ଷ ନୁହେଁ । ଶହେ ବର୍ଷ ଲୋକଙ୍କ ସେବା କରିବ । ଦଳ ଜଣେ କି ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ

ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ଓଡ଼ିଶାରୁ ୟୁପି ନିଆଯାଇ ନିର୍ଯାତନା…

ଭୁବନେଶ୍ୱର: ଓଡ଼ିଶାରୁ ୟୁପି । ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ୟୁପି ନିଆଯାଇ ନିର୍ଯାତନା ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଦିନକୁ ୨ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲେ ଦଲାଲ । ଅକ୍ଟୋବର ୩୦ରେ ଉତ୍ତରପ୍ରଦେଶକୁ ନିଆଯିବା ପରେ ଦିଆଯାଇଥିଲା ମାନସିକ ନିର୍ଯାତନା । ଖୋଲା ପେଣ୍ଡାଲରେ

ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ…

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ । ଇଡିକୁ ଭୂଆଁ ବୁଲାଉଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଜେରାରେ ଇଡିକୁ କୌଣସି ବି ତଥ୍ୟ ଦେଉନି । ଏପରିକି ବଡବଡିଆଙ୍କ ସହ ତାର ଫୋଟୋକୁ ମଧ୍ୟ ଜାଣିନି ବୋଲି କହୁଛି । ଜଗବନ୍ଧୁର କୁଆଡେ କିଛି ମନେ ପଡୁନି । ଗତକାଲି

ରାଜଧାନୀର ଏକ ଜୋତା ସୋ-ରୁମ୍‌ ଉପରକୁ ବୋମା ମାଡ଼

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଛାତି ଉପରେ ବୋମା ମାଡ଼ । ସହିଦନଗରର ଏକ ଜୋତା ସୋ-ରୁମ୍‌ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳକୁ ବୋମା ଫିଙ୍ଗି ଆତଙ୍କ ଖେଳାଇ ଦେଇଥିଲେ । ସୋ-ରୁମ୍‌ ଉପରକୁ ବୋମା ପକାଇବା ସହ ଏହାର

ରାଜ୍ୟରେ ଜାରି ପ୍ରବଳ ଶୀତ ପ୍ରବାହ…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଜାରି ରହିଥିବା ବେଳେ ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ । ଫଳରେ