Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବ୍ରହ୍ମପୁର ଏସ ପି ଡ଼.ସର୍ବଣା ବିବେକ ଙ୍କ ଅପରେସନ ଦଲାଲ : ଏମକେସିଜି ରୁ ଗିରଫ ହେଲେ ୬ ଦଲାଲ…
୬ ଦଲାଲଙ୍କୁ ରୋଗୀ ବେଶରେ ଧରିଲା ବ୍ରହ୍ମପୁର ପୁଲିସ
ଦଲାଲମାନେ ଗିରଫ ହେବା ପରେ ଡାକ୍ତର ,ଔଷଧ ଦୋକାନୀ ଓ କିଛି କ୍ଲିନିକ ମୁଣ୍ଡ ରେ ଚଡକ..!
ବ୍ରହ୍ମପୁର,:ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଦଲାଲ କବ୍ଜଜାରେ ରହିଥିଲା ପ୍ରତ୍ୟେକ ଦିନ ରୀତିମତ ଗଣମାଧ୍ୟମ ରେ ଏହାକୁ ନେଇ!-->!-->!-->!-->!-->!-->!-->!-->!-->…
ରାଜଧାନୀରେ ବିଭିନ୍ନ ସାମଗ୍ରୀ ସହ ୪ ଡକାୟତ ଗିରଫ
ଭୁବନେଶ୍ୱର, ୧୮/୧୦: ରାଜଧାନୀରେ ଡକାୟତି ଉଦ୍ୟମ ପଣ୍ଡ । ଡାକାୟତି କରୁଥିବା ବେଳେ ଚାରି ଡକାୟତଙ୍କୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି । ଘଟଣା ସ୍ଥଳରୁ ଜଣେ ଡକାୟତ ଫେରାର ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି ।
ଡକାୟତ ମାନଙ୍କ ନିକଟରୁ ଦୁଇଟି ପଲସର, ଭୁଜାଲି, ରଡ୍, ଲଙ୍କା ଗୁଣ୍ଡ!-->!-->!-->…
ଗଜଲକ୍ଷ୍ମୀ ପୂଜା ଭଷାଣୀ ଉତ୍ସବରେ ଅଘଟଣ, ୩୩ କେଭି ତାର ଲାଗି ଜଣଙ୍କର ମୃତ୍ୟୁ, ୪ ଗୁରୁତର
ମାର୍ଶାଘାଇ, ୧୮/୧୦: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାର ଗଜଲକ୍ଷ୍ମୀ ପୂଜା ଭଷାଣୀ ଉତ୍ସବରେ ଅଘଟଣ । କଣ କଷୋଟୀ ଗାଁରେ ଭଷାଣୀ ପ୍ରୋଶେସନ ସମୟରେ ୩୩ କେଭି ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତରମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି!-->!-->!-->…
ନବମ ଓ ଦଶମରେ ନୂଆ ପାଠ୍ୟକ୍ରମ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା, ‘ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ…
ଭୁବନେଶ୍ୱର, ୧୮/୧୦: ନବମ ଓ ଦଶମରେ ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତ କରାଗଲେ ଆଗକୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ!-->…
ଅବପାତର ରୂପ ନେବ ଘୁର୍ଣ୍ଣିବଳୟ, ରାଜ୍ୟରେ ୨୨ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର ୧୮/୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି ।
ଏହି ଘୁର୍ଣ୍ଣିବଳୟ ପ୍ରଭାବରେ!-->!-->!-->…
ଭୁବନେଶ୍ୱରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର ୧୮।୧୦ : ଗଛରେ ଝୁଲୁଛି ଯୁବକଙ୍କୁ ମୃତଦେହ । ଭୁବନେଶ୍ୱର ମେ ଫେୟାର ଛକ ନିକଟରେ ଥିବା କୋଠାଘରର ପଣସ ଗଛ ଡାଳରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବାର!-->!-->!-->…
ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ
ସମ୍ବଲପୁର ୧୮।୧୦ : ଟ୍ରେନ୍ ଲାଇନ୍କୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ନିକଟସ୍ଥ ଭାଲୁଡୁଙ୍ଗୁରୀ ରେଳ ଲାଇନ୍ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତଦେହ ନିକଟରୁ ଏକ ସୁଇସାଇଡ଼୍ ନୋଟ୍ ମିଳିଥିବା!-->…
ହୋଟେଲ୍ରେ ବିଷ ପିଇଲେ ପ୍ରେମୀଯୁଗଳ, ପ୍ରେମିକ କଟକ ସ୍ଥାନାନ୍ତର
ପୁରୀ ୧୮।୧୦ : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ପୁରୀର ଏକ ହୋଟେଲରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ପୁରୀ ସିଟି ରୋଡ଼ ସ୍ଥିତ ଏକ ଘରୋଇ ହୋଟେଲରେ ଘଟିଛି ଏଭଳି ଘଟଣା। ଉଭୟ ବିଷ ପାନ କରି ଆତ୍ମହତ୍ୟା!-->!-->!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୮।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ!-->…
ଆଜିଠାରୁ ପୁଣି କଡାକଡି ହେଲା ଯାନବାହନ ଚେକିଂ
ଭୁବନେଶ୍ୱର ୧୮/୧୦: ଟ୍ରାଫିକ ନିୟମ ଉଲ୍ଲଘଂନକାରୀ ସାବଧାନ । ଆଜିଠାରୁ ପୁଣି କଡାକଡି ହେଲା ଯାନବାହନ ଚେକିଂ । କୌଣସି ପ୍ରକାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡିବ ଫାଇନ୍ ।
ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆଜିଠୁ ସ୍ପେଶାଲ୍ ଡ୍ରାଇଭକୁ!-->!-->!-->…