Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପରେଡ ରିହର୍ସାଲ ଆରମ୍ଭ
ଭୁବନେଶ୍ୱର: 75ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ପରେଡ ରିହର୍ସାଲ । ୩ଦିନ ଧରି ଚାଲିବ ଏହି ରିହର୍ସାଲ । ପରେଡ ପାଇଁ ଫୁଲଡ୍ରେସ୍ ରିହର୍ସାଲ ୧୩ତାରିଖରେ ଅନୁଷ୍ଠିତ ହେବ । ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୪ଟି ଟ୍ରୁପ ଏହି ପରେଡରେ ଅଂଶଗ୍ରହଣ କରିବେ!-->…
କୋର୍ଟରେ ଜେରା ପାଇଁ ଆସିଲେନି ଅଭିନେତ୍ରୀ ବର୍ଷା
କଟକ: ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । କୋର୍ଟରେ ହାଜର ହେଲେ ନାହିଁ ବର୍ଷା । ଆଜି ବର୍ଷାଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଥିଲା । ମାତ୍ର ଜେରା ସମୟରେ କୋର୍ଟରେ ହାଜର ହୋଇନଥିଲେ ଅଭିନେତ୍ରୀ ବର୍ଷା ।
ବର୍ଷାଙ୍କ ପକ୍ଷରୁ!-->!-->!-->…
ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଲେ ଅଭିନେତ୍ରୀ ରାଣୀ ପଣ୍ଡା
ଭୁବନେଶ୍ବର: ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ରାଣୀଙ୍କୁ ପରାମର୍ଶ ଦେଇଛନ୍ତି ସୁର ରାଉତରାୟ । ବିଚଳିତ ହୁଅ ନାହିଁ ସ୍ଥିର ଚିତ୍ତରେ ସବୁ କାମ କର ବୋଲି ଭାଇ ହିସାବରେ ରାଣୀଙ୍କୁ ଶୁଭ କାମନା କରିଛନ୍ତି ।
!-->!-->…
କାଶୀପୁରରେ ଆଦାନି ଗ୍ରୁପ ବସାଇବ ଆଲୁମିନା ରିଫାଇନାରି, ଖର୍ଚ୍ଚ ହେବ ୪୧ ହଜାର କୋଟି
ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ପରେ ଏନେଇ ସୂଚନା ମିଳିଛି । ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୦୪୭ ଜଣ । ରାୟଗଡ଼ା କାଶୀପୁରରେ!-->…
ଆଜି ରାଜ୍ୟରେ ୫୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । ଆଜି ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୧ ଜଣ କ୍ୱାରେଣ୍ଟାଇନ୍ ରୁ!-->…
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ: ୨ଟି ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ । ୨ଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ । କରଞ୍ଜିଆ ହାତୀବାରିରେ ଦେଓ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଦେଓ ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ, ଏସପି । ଦେଓ ପ୍ରକଳ୍ପର ଭିତ୍ତିପ୍ରସ୍ତର!-->…
କଟକ ବଡ଼ ଡାକ୍ତରଖାନାରୁ ଦଲାଲ୍ ଗିରଫ
କଟକ: ଏସିବି ବ୍ଲଡ୍ ବ୍ୟାଙ୍କରେ ରକ୍ତ ଯୋଗାଇ ଦେବା ନାଁରେ ୧୪ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଏସିବି ମେଡିକାଲ ସିକ୍ୟୁରିଟି ସୁପରଭାଇଜର। ଗତକାଲି ରାତରେ ବାଲେଶ୍ୱର ଅଞ୍ଚଳର ଜଣେ ରୋଗୀ ନେଫ୍ରୋଲୋଜି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରକ୍ତ ଆବଶ୍ୟକ ପଡ଼ିଥିଲା ।!-->…
ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଘର ଦେବି-ଗିରିରାଜ
ଭୁବନେଶ୍ୱର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟ ମିତତା ନେଇ କଡା ଶବ୍ଦ କହିଲେ କେନ୍ଦ୍ରମନ୍ତ୍ରୀ । ବ୍ୟାପକ ଅନିୟମିତତା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଓ ପଂଚାୟତିରାଜ ମନ୍ତ୍ରୀ ଅମାତ ଙ୍କ ଉପସ୍ଥିତିରେ କହିଲେ ।!-->…
ଜମିବାଡି ବିବାଦକୁ କେନ୍ଦ୍ରକରି ବାପା-ପୁଅ ମିଶି ବଡ ବାପାଙ୍କୁ ହତ୍ୟା
ଜମିବାଡି ବାବଦରୁ ହତ୍ୟାକାଣ୍ଡ । ରାସ୍ତାକଡରେ ପଡିଛି ମୃତଦେହ । ବାପା ଓ ପୁଅ ମିଶି ବଡ ବାପାଙ୍କୁ ହତ୍ୟା କରିଛନ୍ତି । ବୈାଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଲୁଣିବାହାଲରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବାପାପୁଅ ମିଶି ବଡ଼ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଜାର ଉପରେ!-->…
ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ହୀରାକୁଦ:ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବଢ଼ିଛି।ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ ଖୋଲିଲା। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗେଟ ଖୋଲିଲା। ଏବେ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୩, ୨୩, ୫୧୩ କ୍ୟୁସେକ ଜଳ!-->…