Browsing Category

ଓଡିଶା

ସପ୍ତାହକୁ ଥରେ ହସ୍ତତନ୍ତ୍ର ଲୁଗା ପିନ୍ଧିବା ପାଇଁ ଅରବିନ୍ଦଙ୍କ ଅନୁରୋଧ

ଭୁବନେଶ୍ୱର:ବିନମ୍ର ଅନୁରୋଧ କରିଲେ କୃଷି ବିଭାଗ ସଚୀବ ଅରବିନ୍ଦ ପାଢ଼ୀ । ଅନ୍ତତଃ ସପ୍ତାହକୁ ଗୋଟିଏ ଦିନ (ଶୁକ୍ରବାର) କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ ଅଧିକାରୀ ମାନଙ୍କୁ ହସ୍ତତନ୍ତ୍ର ଲୁଗା ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶାର ଐତିହ ଆଉ ପରମ୍ପରା କୁ ପ୍ରୋତ୍ସାହନ…

ପରଲୋକରେ ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ ପଟ୍ଟନାୟକ

କଟକ: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ । ବୁଧବାର ଦିନ କଟକ ସ୍ଥିତ ସିଡିଏ-୯ ନଂ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ଚିକିତ୍ସା ଜାରି…

ରାଜ୍ୟରେ ଆଉ ୬୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ କମୁଛି । ଆଜି ବି ଦୈନିକ କରୋନା ସଂକ୍ରମଣ ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟାଇନ୍ ରୁ…

ଲଗାଣ ବର୍ଷା ଯୋଗୁ ବ୍ୟାପିପାରେ ହଇଜା: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ପୁଣି ହଇଜା, ଝାଡାବାନ୍ତି ବ୍ୟାପିପାରେ। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମଶ୍ର ସତର୍କ କରାଇଛନ୍ତି। ସେ କହିଛନ୍ତି, ସବୁ ଜିଲା ସିଡିଏମ୍‌ଓଙ୍କୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଝାଡାବାନ୍ତି…

ଭିଜିଲାନ୍ସ ଜାଲରେ ଅଚ୍ୟୁତପୁର ଆର୍‌ଆଇ

ନିରାକାରପୁର: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଆର୍‌ଆଇ ଗୌରାଙ୍ଗ ଶବର ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଦେଉଳି ଗ୍ରାମର ଜଣେ ଯୁବକଙ୍କଠାରୁ ପଟ୍ଟା କରାଇ ଦେବାକୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୁବକ ଜଣକ ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।…

ନିଶା ନିବାରଣ କେନ୍ଦ୍ରରେ ଭିନ୍ନକ୍ଷମ ଯୁବକଙ୍କୁ ନିର୍ଘାତ ପିଟିଲେ, ପାଦ ଚଟାଇଲେ

ବାରିପଦା: ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ। କେବଳ ସେତିକି ନୁହେଁ ତାଙ୍କୁ…

୭୯ ବର୍ଷରେ ପାଦ ଦେଲେ ଜଟଣୀ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ଆଜି ଜନ୍ମଦିନ। ୭୯ ବର୍ଷରେ ଆଜି ସେ ପାଦ ଥାପିଛନ୍ତି। ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ପ୍ରଂଶସକ ଓ କଂଗ୍ରେସ କର୍ମୀ। ନିଜ ବିନ୍ଦାସ ଅନ୍ଦାଜ ଓ କୌତୁକିଆ କଥାବାର୍ତ୍ତା…

ମୁଁ ମଦ ପିଏନି ,ମଦ ପିଇବା ଛାଡ଼ି ଦେଇଛି; ଗାଡ଼ି ମଡ଼ାଇବା ଘଟଣାରେ ଅନୁତପ୍ତ ନୁହେଁ: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଆଜି ଜାମିନ୍ ପାଇ ଜେଲ୍ ରୁ ମୁକୁଳିବା ପରେ ବିଧାୟକ କହିଛନ୍ତି 'ମୁଁ ଏହି ଘଟଣା ପାଇଁ ଆଦୌ ଅନୁତପ୍ତ ନୁହେଁ , ଏହି ଘଟଣାରେ ମୋର କିଛି ଭୁଲ ନାହିଁ । ବାଣପୁର ବ୍ଲକ୍ ଅଫିସ୍…

ଅଗ୍ନିଶମ ବାହିନୀ ହେବ ଅଗ୍ନିଶମ ଏମର୍ଜେନ୍ସି

ଭୁବନେଶ୍ୱର ୧୦।୦୮: ବଦଳିବ ଅଗ୍ନିଶମ ବାହିନୀ ନାଁ I ଅଗ୍ନିଶମ ନାଁ ପରିବର୍ତ୍ତେ ଅଗ୍ନିଶମ ଏମର୍ଜେନ୍ସି ବିଭାଗ ରଖାଯିବ I ରାଜ୍ୟ ସରକାର ଅଗ୍ନିଶମ ବିଭାଗ ପାଇଁ ୪୦୦ କୋଟିର ଖର୍ଚ୍ଚ ଖର୍ଚ ପାଇଁ ଆକଳନ କରିଛନ୍ତି I ତେବେ କେନ୍ଦ୍ର ଅଗ୍ନିଶମ ବିଭାଗକୁ ରାଜ୍ୟ ଅଗ୍ନିଶମ ବିଭାଗର ଉନ୍ନତିକରଣ…

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ 5 ଟି ସଚିବ

ଭୁବନେଶ୍ୱର (୧୦/୦୮) : ଭୁବନେଶ୍ୱର ର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି | ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି | ଏହା ଦ୍ୱାରା Traffic ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି | ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…