Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ପ୍ରତିଷ୍ଠା ହେବ ୫୫ଟି ନୂଆ ବସ୍ଷ୍ଟାଣ୍ଡ
ଭୁବନେଶ୍ବର : ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ରାଜ୍ୟରେ ୫୫ଟି ନୂଆ ବସ୍ଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ।
ଏ ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ମାସ ୨୫ ତାରିଖ ସୁଦ୍ଧା ଠିକା ପ୍ରସ୍ତାବ ପ୍ରକ୍ରିୟା ଶେଷ କରାଯିବ । ଓଡ଼ିଶା ରାଜ୍ୟ ପୁଲିସ୍ ହାଉସିଂ ଓ!-->!-->!-->…
ରାଜ୍ୟପାଳଙ୍କୁ ଭେଟିଲେ ନବନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର: ଓଡିଶା ରାଜ୍ୟ ବିଧାନସଭାର ୧୬ତମ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ସୂଚନା । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଏହା ଉଭୟ ସର୍ବୋଚ୍ଚ!-->…
ଅନୁଗୁଳ ଇଏସ୍ଆଇ ଡାକ୍ତରଖାନା ଲୋକାର୍ପଣ
ଅନୁଗୁଳ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଅନୁଗୁଳ ଜିଲ୍ଲା ବଳରାମପ୍ରସାଦରେ ନୂତନ କର୍ମଚାରୀ ରାଜ୍ୟ ବୀମା (ଇଏସ୍ଆଇ) ଡାକ୍ତରଖାନାକୁ ଲୋକାର୍ପିତ କରିଛନ୍ତି ।
ଏହାସହ ଭର୍ଚୁଆଲ୍ ମାଧ୍ୟମରେ ଝାରସୁଗୁଡ଼ା!-->!-->!-->…
ପିଲା ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼
ଭଦ୍ରକ : ଲୋକମାନେ ଜଣେ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ତାଙ୍କ ହାତ ଗୋଡ଼କୁ ବାନ୍ଧି ନିସ୍ତୁକ ପିଟିଛନ୍ତି। ଲୋକମାନେ ସହର ମଧ୍ୟରେ ଥିବା ଟ୍ରାଫିକ୍ ପୋଷ୍ଟରେ ଯୁବକଙ୍କୁ ବାନ୍ଧିଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ଯୁବକ ଜଣକୁ ଉଦ୍ଧାର କରିବା ସହ ଜଣେ ଛୋଟ!-->…
ଘର ଭିତରେ ବିସ୍ଫୋରଣ : ଗୋଟିଏ ପରିବାରର ୬ ଜଣ ଗୁରୁତର
ଗଞ୍ଜାମ: ଘର ଭିତରେ ବିସ୍ଫୋରଣ, ଗୋଟିଏ ପରିବାରର ୬ ଜଣ ଗୁରୁତର । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ସମସ୍ତ ଗୁରୁତରଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
!-->!-->!-->…
କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ମହିଳା ବିଶ୍ୱକପ୍
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ବିଶ୍ୱକପ୍ ମ୍ୟାଚ । କଳିଙ୍ଗରେ ଖେଳାଯିବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ମ୍ୟାଚ । ଭାରତର ମ୍ୟାଚଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ । ଆସନ୍ତା ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।!-->…
ରଥଖଳାରେ ଅଘଟଣ, ୨ ଜଣ ସେବକ ଆହତ
ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅଘଟଣ ଘଟିଛି । ରଥ କାମ କରୁଥିବା ସମୟରେ ପୃଥକ ପୃଥକ ଦୁର୍ଘଟଣାରେ ୨ ସେବକ ଆହତ ହୋଇଛନ୍ତି । ରଥ ନିର୍ମାଣରେ ନିୟୋଜିତ ଦୁଇ ସେବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠା ଯାଇଛି । ସକାଳୁ ଭୋଇ ସେବକ ବିଷ୍ଣୁ ଭୋଇ ଛ କାଠ!-->…
ପୁଅକୁ ପିଟି ପିଟି ମାରିଦେଲେ ସାବତ ମା’ ଓ ବାପା
ପାରାଦୀପ: ପାରାଦୀପ ଉପକଣ୍ଠ ତ୍ରିଲୋଚନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସନ୍ଦେହଜନକ ଭାବରେ ୧୫ ବର୍ଷର ଭଣଜାର ମୃତ୍ୟୁ ଘଟିଥିବା ନେଇ ତା ମାମୁ ଘର ଲୋକ ଅଭିଯୋଗ କରିଛନ୍ତି। ମାମୁ ଘର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭଣଜାକୁ ତା ବାପା ଓ ସାବତ ମା ବାଡେଇ ବାଡେଇ ମାରି!-->…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ!-->…
୪୮ ଘଣ୍ଟା ଭିତରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା
ଭୁୁବନେଶ୍ୱର: ଆଉ ୪୮ ଘଣ୍ଟା ଭିତରେ ମୌସୁମୀ ଛୁଇଁବ ଓଡିଶା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଟ୍ୱିଟ କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏବେ ନାଲଗୋଣ୍ଡା, ମଛଲିପାଟନମ ଆଦି ଅଞ୍ଚଳକୁ ମୌସୁମୀ ଛୁଇଁନି । ତେବେ ପରିସ୍ଥିତି ଅନୁକୂଳ!-->…