Browsing Category

ଓଡିଶା

ଗୁରୁବାରଠାରୁ ବଡ ବର୍ଷା !

ଭୁବନେଶ୍ଵର : ଗୁରୁବାର ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୬ ତାରିଖ ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୭ ତାରିଖ ସୁଦ୍ଧା ଏହା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଅତିକ୍ରମ କରିବ। ଗୁରୁବାର ପାଇଁ କୋରାପୁଟ, ନବରଙ୍ଗପୁର

ଲଘୁଚାପ ଜନିତ ଲଗାଣ ବର୍ଷା, ଉମରକୋଟ ସହର ଜଳବନ୍ଦୀ

ଉମରକୋଟ: କାହାର ଘର ଆଗରେ ପାଣି ଜମି ରହିଛି ତ ପୁଣି କାହା ଘର ଭିତରେ ଲହଡି ମାରୁଛି ବନ୍ୟା ପାଣି । କିଏ ଘର ଭିତରେ ଜମିଥିବା ପାଣିକୁ ସଫା କରିବାରେ ବ୍ୟସ୍ତ ତ ପୁଣି କିଏ ନିଜର ମାଟି ଘରକୁ ସଜାଡୁଛି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବା ପରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଘରେ

ହାତୀ-ମଣିଷ ଲଢେଇ: ୪ମାସରେ ଯାଇଛି ୪୫ଜଣଙ୍କ ଜୀବନ

ଭୁବନେଶ୍ୱର: ସାଢେ ୪ମାସରେ ହାତୀ-ମଣିଷ ଲଢେଇରେ ଯାଇଛି ୪୫ଜଣଙ୍କ ଜୀବନ । ଏହି ସମୟ ଭିତରେ ଭିନ୍ନ ଭିନ୍ନ କାରଣରୁ ୯ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଆଜି ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ବିଦ୍ୟୁତ୍‍ ଆଘାତରେ ୭ଟି ହାତୀ ମୃତ୍ୟୁ ବରଣ କରିଥିବା

ଆସନ୍ତା ୩୦ତାରିଖ ଯାଏଁ କଳିଙ୍ଗା ଘାଟି ରାସ୍ତା ବନ୍ଦ

ଫୁଲବାଣୀ: ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ସୋମବାର ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି । ଘଟଣା ସ୍ଥଳକୁ ଭଞ୍ଜନଗର ଓ ସୁବର୍ଣ୍ଣପୁରରୁ ୨ଟି ଏକ୍ସପର୍ଟ ଟିମ୍‍ ଯିବ ବୋଲି କହିଛନ୍ତି ଜିଲାପାଳ । ସପ୍ତାହକ ପରେ ପୁଣିଥରେ କନ୍ଧମାଳ

ଶୁଭମିତ୍ରା ଦୀପକଙ୍କଠାରୁ ଦାବି କରୁଥିଲେ ୨୦ ଲକ୍ଷ

ଭୁବନେଶ୍ୱର: କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ସ୍ଵାମୀ ତଥା ଅଭିଯୁକ୍ତ ଦୀପକଙ୍କଠାରୁ ଶୁଭମିତ୍ରା ୨୦ ଲକ୍ଷ ଟଙ୍କା ଦାବି କରୁଥିବା ପୁଲିସକୁ ତଥ୍ୟ ହସ୍ତଗତ ହୋଇଛି। ଉଭୟଙ୍କ ହ୍ବାଟ୍ସଆପ ଚାଟ୍‌ରୁ ଏହି ତଥ୍ୟ ଜଣାପଡ଼ିବା କୁହାଯାଉଛି। ହତ୍ୟାକାଣ୍ଡ ପରେ

କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ କରାଯାଇନାହିଁ , ପରୀକ୍ଷାଧୀନ -ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ବର୍ତ୍ତମାନ ରାଜ୍ୟ ସରକାର ପରୀକ୍ଷାଧୀନ ରଖିଛନ୍ତି । କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ କରାଯାଇନାହିଁ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ପ୍ରକଳ୍ପକୁ

ରାଜ୍ୟରେ ବିଗତ ୩ବର୍ଷରେ ଉଦ୍ଧାର ହେଲେଣି ୧୦୧ ଶିଶୁ ଶ୍ରମିକ

ଭୁବନେଶ୍ୱର: ରାଜ୍ୟରେ ବିଗତ ତିନି ବର୍ଷରେ ଉଦ୍ଧାର ହୋଇଛନ୍ତି ୧୦୧ ଶିଶୁ ଶ୍ରମିକ । ୨୦୨୨-୨୩ ରେ ୫ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ୨୦୨୩-୨୪ରେ ୪୫ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ସେହିପରି ୨୦୨୪-୨୫ରେ ୫୧ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି  । ଆଜି ଏନେଇ ବିଧାନସଭାରେ ଲିଖିତ ଉତ୍ତର

ଭିଜିଲାନ୍ସ ଜାଲରେ ମହାକାଳପଡା ତହସିଲଦାର

କେନ୍ଦ୍ରାପଡା: ମହାକାଳପଡା ତହସିଲଦାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ମହାକାଳପଡା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅର୍ଡର ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତହସିଲଦାରଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି।

ମୟୂରଭଞ୍ଜରେ ହେବ ଆୟୁର୍ବେଦିକ କଲେଜ, ଖର୍ଚ୍ଚ ହେବ ୮୫ କୋଟି ଟଙ୍କା

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେ ହେବ ନୂଆ ଆୟୁର୍ବେଦିକ କଲେଜ। ଖର୍ଚ୍ଚ ହେବ ୮୫ କୋଟି ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି ।