Browsing Category

ଓଡିଶା

ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ସହିଦନଗର ଥାନା ଅନ୍ତର୍ଗତ ଆଚାର୍ୟ୍ୟବିହାରସ୍ଥିତ ଏକ ଭଡ଼ା ଘରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀଙ୍କ ନାଁ ଆଶ୍ରିତା ପଟ୍ଟନାୟକ। ଭଦ୍ରକ ଅଂଚଳରେ ତାଙ୍କ ଘର । ସେ ଭୁବନେଶ୍ୱରରେ ରହି ଏକ ଘରୋଇ…

ମୋବାଇଲ୍‌ ଗେମ୍‌ରେ ବୁଡ଼ିଗଲା ୧୦ହଜାର ଟଙ୍କା; ଆତ୍ମହତ୍ୟା କଲେ ଯୁବକ

ପଟ୍ଟାମୁଣ୍ଡାଇ : ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହରେଇବାରୁ ଯୁବକଙ୍କ ଆତ୍ମହତ୍ୟାl ଆଳି ଥାନା ଅନ୍ତର୍ଗତ ମାନପୁର ଗାଁରେ ଏମିତି ଘଟଣା ଘଟିଛିl ମୃତ ଯୁବକ ହେଲେ ଆଶିଷ କୁମାର ଦାସl ଆଶିଷ ଅନଲାଇନରେ ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହାରିଯିବାରୁ ଦୁଃଖିତ ହୋଇ ପଙ୍ଖାରେ ଗାମୁଛା…

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଥିବା ଲଘୁଚାପ ଆନ୍ଧ୍ର ମୁହାଁ ହେଉଥିବାରୁ ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ ବୋଲି ପୂର୍ବାନୁମାନ କରିଛି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)। ଆରବସାଗର…

ଅଧିକାରୀଙ୍କର ଅହଂକାର ବଢ଼ିଯାଇଛି, ଅଙ୍କୁଶ ଲାଗିବା ଦରକାର: ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ସରକାରୀ ଅଧିକାରୀଙ୍କର ଅହଂକାର ବଢ଼ିଯାଇଛି। ଏହା ଉପରେ ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ବିପଦରେ ପଡ଼ିବ। ଆଜି ବିଧାନସଭାର ଶୂନ୍ୟକାଳରେ ବିଜେଡି ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି । ଶୂନ୍ୟକାଳରେ ବିବୃତ୍ତି ରଖି ସୌମ୍ଯ କହିଛନ୍ତି,…

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

ଭଦ୍ରକ: ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ପିଟିପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଭୋଜିରେ ମାଂସ ଖାଇବା ଓ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଜେଗଙ୍ଗାଧରପୁର ଅଞ୍ଚଳରେ ଗତକାଲି ସାଙ୍ଗ…

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମ ପାଖରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ସମ୍ମୁଖ କାଜୁ ଗଛରେ ଏହି ଅଚିହ୍ନା ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଛି । ଯୁବକଙ୍କ ପକେଟରେ…

ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବୀରେ ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ପ୍ରତିବାଦ

ଭୁବନେଶ୍ବର: ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବୀରେ ମଙ୍ଗଳବାର ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତ ୩ ଛାତ୍ରୀଙ୍କୁ ଅବିଳମ୍ବେ ଗିରଫ,…

ଆମ ଝିଅ ତୁମ ଝିଅ ଭଳି ନୁହଁନ୍ତି – IIC ବିଶ୍ଵାଳ

ଭୁବନେଶ୍ୱର (୦୪/୦୭) : ବି.ଜେ.ବି. ହଷ୍ଟେଲ ପରିସରରେ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକାଙ୍କ ଫାଶୀ ଘଟଣାରେ ପରିବାର ଲୋକଙ୍କ ତରଫରୁ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଆଜି ବିଳମ୍ବିତ ରାତ୍ରି ପ୍ରାୟ ୧୦.୩୦ ସମୟରେ ଏସିପି,ଡିସିପି ଏବଂ ଅତିରିକ୍ତ ଡିସିପି ତଥା ସ୍ଥାନୀୟ IIC ଙ୍କ ସହ ଏକ…

ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣା, ନିଜ ଆଡୁ ମାମଲା ରୁଜୁ କଲେ OHRC

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ମାମଲା ରୁଜୁ କରି ଟୁଇନ ସିଟି ପୋଲିସ କମିଶନରଙ୍କୁ ନୋଟିସ କରିଛନ୍ତି । ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ଡେଡଲାଇନ ଦେଇଛନ୍ତି କମିଶନ । …

ବର୍ଷାଙ୍କ ନିକଟକୁ ଭାଗବତ ପଠାଇଲେ ଅନୁଭବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନି। କୋର୍ଟର ଶୁଣାଣି ପରେ ସୋମବାର ଅନୁଭବ ବର୍ଷାଙ୍କ ଓକିଲଙ୍କ ମାଧ୍ୟମରେ ବର୍ଷାଙ୍କ ପାଇଁ ଶୀମଦ ଭାଗବତ ପଠାଇଥିବା ଜଣାପଡ଼ିଛି।…