Browsing Category

ଓଡିଶା

ନାବାଳକକୁ ସାବାଳକ ସଜାଇ ଗିରଫ କଲା ପୋଲିସ, ଭୁଲ ଧରିଲେ ଆଇନସେବା ପ୍ରାଧିକରଣର ସଚିବ

ନୟାଗଡ : ନାବାଳକକୁ ପୋଲିସ ୧୯ ବର୍ଷ ଦର୍ଶାଇ କରିଛି ଗିରଫ । ଏଭଳି ପୋଲିସର ତ୍ରୁଟିକୁ ଧରିଛିନ୍ତି ଆଇନସେବା ପ୍ରାଧିକରଣର ସଚିବ । ଗତମାସ ୧୯ତାରିଖ ସନ୍ଧ୍ୟା ସମୟରେ ଇଟାମାଟି ପୋଲିସ ସଂଖେଇ, ନୋତାର ଓ ଖଇରପଟି ଅଞ୍ଚଳକୁ ପାଟ୍ରୋଲିଙ୍ଗ କରିବା ପାଇଁ ଯାଇଥିଲା । ପୋଲିସ ଖବର

ଏଣିକି ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ, ମେଡିକାଲ କଲେଜକୁ ଏନ୍‌ଏମ୍‌ସିର ନୋଟିସ୍‌

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ। ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ ଖସି ପାରିବେ ନାହିଁ କୌଣସି ଅଧ୍ୟାପକ। ମେଡିକାଲ କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବେ। ସରକାରୀ ହେଉ ବା ଘରୋଇ ମେଡିକାଲ କଲେଜରେ

ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଲା ଅଭିଯୋଗ

ଆଳି: ପିଛା ଛାଡ଼ୁନି ବିବାଦ । ଯାତ୍ରା ବିବାଦକୁ ନେଇ ପୁଣି ଆସିଲା ବଡ଼ ଖବର । ସତରେ ଯାତ୍ରା ପାର୍ଟି ପିଛା ଛାଡ଼ୁନି ବିବାଦ । ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ । ଚୁକ୍ତି ଖିଲାପକରି ଯାତ୍ରା ପରିବେଷଣ କରିନଥିବା ବେଳେ ଅଗ୍ରୀମ ୩ଲକ୍ଷ ଟଙ୍କା ଫେରସ୍ତ

ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ, ୭ ଦିନ ଧରି ନିଖୋଜ ଥିଲା ନାବାଳକ

ପୁରୀ: ଡେଲାଙ୍ଗ ଥାନା ସୂଜନପୁର ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମର ନିଖୋଜ ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁର ମିଳିଲା ମୃତଦେହ। ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଗଲା ୭ ଦିନ ଧରି ନିଖୋଜ ଥିଲା ରତନପୁର ଗାଁର

ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଗର୍ଭପାତ ନକରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ

ମାଲକାନଗିରି : ଗର୍ଭପାତ ନ କରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ । ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ହୋଇଛି ପର୍ଦ୍ଦାଫାସ୍ । ଅଭିଯୁକ୍ତକୁ ଗିରଫ ପରେ କ୍ରାଇମ ସିନ ରିକ୍ରିୟେସନ କରିଛି ପୋଲିସ । ସୂଚନା ଅନୁସାରେ ଅଭିଯୁକ୍ତ

ନୂଆ ରାସନ କାର୍ଡ ବଣ୍ଟନ ପାଇଁ ଜୋରଦାର ପ୍ରସ୍ତୁତି: ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି ବାଧ୍ୟତାମୂଳକ

କଟକ: ପିଡିଏସ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର। କଟକ ଜିଲ୍ଲା ପ୍ରଶାସନ ରବିବାର ଜଣାଇଛି ଯେ, ଆବେଦନକାରୀଙ୍କ ଯାଞ୍ଚ ଓ ସ୍ଥାନୀୟ ଅଞ୍ଚଳରେ ଭେରିଫିକେସନ ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ମହାସ୍ନାନ

ପୁରୀ: ଆଜି ପୁରୀରେ ଶ୍ରୀମନ୍ଦିରରେ ଘଟିଛି ଅଘଟଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଛି । ମନ୍ଦିର ଭିତରେ ଜଣେ କର୍ମଚାରୀଙ୍କ ପାଦରେ କାଚ ପଶି ଯିବାରୁ ରକ୍ତ ପଡ଼ି ମହାସ୍ନାନ ହୋଇଛି । ସୂଚନା ଅନୁସାରେ, ଆଜି ଶ୍ରୀମନ୍ଦିରର ଜଣେ କର୍ମଚାରୀଙ୍କ

ଅବ୍ୟବସ୍ଥାଘେରରେ ହିଞ୍ଜିଳିକାଟୁ ଇନ୍‌ଡୋର୍ ଷ୍ଟାଡିୟମ୍ : ବାହାରେ ସୁନ୍ଦର, ଭିତର ଫମ୍ପା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ୍ ୫ ବର୍ଷ ପୂରଣ ହୋଇନାହିଁ. ତଥାପି ଷ୍ଟାଡିଅମ ବହୁ ଅବ୍ଯବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି | ଉକ୍ତ ଷ୍ଟାଡିୟମ୍ ଉଦଘାଟନ ହୋଇ ୫ ବର୍ଷ ପୂରଣ ହୋଇନାହିଁ. କିନ୍ତୁ

ଆସନ୍ତାକାଲି ସମ୍ବଲପୁରରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ସମ୍ବଲପୁର :  ଆସନ୍ତାକାଲି ସମ୍ବଲପୁରରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଏହା ପୂର୍ବରୁ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ  l ଏହି ଜନ ଅଭିଯୋଗ ଶୁଣାଣି ଶିବିର ସମ୍ବଲପୁର ଦୁର୍ଗାପାଲିଠାରେ ହେବ । ଆସନ୍ତାକାଲିର

୨ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଦୁଇ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିବା ସହ ସିଗାରେଟ ଚେଙ୍କ ଦେଇଛନ୍ତି ଦୁର୍ବୃତ୍ତମାନେ । ଖାଲି ସେତିକି ନୁହଁ, ଦୁଇ ନାବାଳକଙ୍କୁ ପରିସ୍ରା ପିଆଇଥିବା ମଧ୍ୟ ଅଭିଯୋଗ ହୋଇଛି ।