Browsing Category

ଓଡିଶା

ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ: ନିର୍ବାଚନ କମିଶନ

ଭୁବେନଶ୍ବର: ବିହାର ବିଧାନସଭା ନିର୍ବାଚନ ସମୟରେ ହେବ ନୂଆପଡ଼ା ଉପନିର୍ବାଚନ । ନୂଆପଡ଼ା ଉପନିର୍ବାଚନ ବିଷୟରେ ନିର୍ବାଚନ କମିଶନଙ୍କ ସୂଚନା । ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ରହିଛି…

ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶରେ ବନ୍ୟାଜଳ, ସେବାୟତ ସଜାଗ

ନରସିଂହପୁର: ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିରକୁ ଛୁଇଁଛି ତଥାପି ମାଙ୍କ ଗର୍ଭଗୃହକୁ ପଶିନି । ଆଜି ସପ୍ତମୀ ପୂଜା ଥିବାରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଯାତ୍ରା କମିଟି । ଆଜି…

ଚିକିତ୍ସାରେ ଅବହେଳା ଯୋଗୁଁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପ୍ରଧାନ ଶିକ୍ଷକ ନିଲମ୍ବିତ

ଉମରକୋଟ: ଚିକିତ୍ସା ଅବହେଳାରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ହସ୍ପିଟାଲ ପରିସରରେ ଦେଖାଗଲା ଉତ୍ତେଜନା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିକତ୍ସାରେ ବିଳମ୍ବ ଓ ଅବହେଳା ପାଇଁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତୁରୁଡ଼ି ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସରେ…

ନଷ୍ଟ ହେଲା ଧାନ-କପା ଫସଲ, ୩୫ ଟିକିଆ ହାତୀପଲଙ୍କ ଉତ୍ପାତ

କଣ୍ଟାବାଞ୍ଜି: ସବୁ ଫସଲ ନଷ୍ଟ ହୋଇଯାଇଛି । ଏଥର ଋଣକୁ କେମିତି ସୁଝିବେ ଚାଷୀ । ଭଲ ଫସଲ ହୋଇଥିଲେ ଦୁଇ ପଇସା ରୋଜଗାର ହୋଇଥାନ୍ତା । କିନ୍ତୁ ସବୁ ଫସଲକୁ ତ ହାତୀ ନଷ୍ଟ କରିଦେଲେ । ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ହେଲେଣି ଚାଷୀ । ଗତ…

ବନ୍ଧୁକ କାରଖାନା ଧ୍ବଂସ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ପୋଲିସକୁ ମିଳିଛି ବଡ ସଫଳତା । ସୁକମା ଜିଲ୍ଲାର ମେଟାଗୁଡା ଜଙ୍ଗଲରେ ଏକ ବଡଧରଣର ହମଲାକୁ ବିଫଳ କଲେ ଯବାନ ମାନେ । ଜଂଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନା ଚାଲିଥିଲା । ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା…

ପୂଜା ପାଇଁ ଟ୍ବିନ୍ ସିଟିରେ ଲାଗୁ ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଶାରଦୀୟ ଦଶହରା ପାଇଁ ଟ୍ବିନ ସିଟିରେ ଆଜିଠୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି । କଟକ ସହରରେ ଦିନ ୨ଟାରୁ ରାତି ଦୁଇଟା ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୨ ତାରିଖ ଦଶହରା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସେହିପରି ରାଜଧାନୀ ଭୁବନେଶ୍ବରରେ…

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ପଲଙ୍କ ବିଜେ ପୂର୍ବରୁ ହେଲା ଆଳତି

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଥିବା ସୂଚନା ରହିଛି । ଆଳତି ସରିବା ପରେ ପଲଙ୍କ ବିଜେ ହୋଇଛି । ବଡ଼ସିଂହାର ଭୋଗ ପରେ ପରେ ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା କଥା । ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ…

ଆସନ୍ତା ୧ରେ ଆଉ ଏକ ଲଘୁଚାପ !

ଭୁବନେଶ୍ଵର :​‌  ପାର୍ବଣକୁ ଫିକା କରିପାରେ ଲଘୁଚାପ ଜନିତ ବର୍ଷା। ଆସନ୍ତା ୧ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ଆଣ୍ତାମାନ୍ ସାଗରରେ ନୂଆ ଘୂର୍ଣ୍ଣିବଳୟ ପ୍ରବେଶ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ସେପଟେ…

ନଦୀରେ ଜଳସ୍ତର ବଢୁଛି: ବନ୍ୟା ଆଶଙ୍କା ନ ଥିବା କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବେନଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀର ଶାଖା ନଦୀ ଗୁଡିକରେ ଜଳସ୍ତର…

ଦବିଲା ତେଲ ନଦୀ ପୋଲ: ଭବାନୀପାଟଣାରୁ ଖଡ଼ିଆଳ ଗାଡି ଚଳାଚଳ ବନ୍ଦ

ଭବାନୀପାଟଣା: ଭବାନୀପାଟଣାରୁ ଖଡ଼ିଆଳ ଦେଇ ରାୟପୁରକୁ ସଂଯୋଗ କରୁଥିବା ତେଲ ନଦୀ ପୋଲ ଦବି ଯାଇଥିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ପୋଲ ମଝିରେ ଥିବା ଏକ ସ୍ଲାବରୁ ସିମେଣ୍ଟ ଖସିବା ସହିତ ସେହି ସ୍ଥାନରେ ଖୁଣ୍ଟ ଦବିଥିବା ଦେଖିବାକୁ ମିଳିଥିଲା।…