Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୫ ଲ୍ୟାଣ୍ଡମାଇନ ଉଦ୍ଧାର, ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଯବାନ ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି। ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ଏହି!-->…
୧୮ ଜିଲାକୁ ମିଳିଲା ବିଜେଡି ସଭାପତି
ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ତେବେ!-->…
ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଖୁସି ଖବର; ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିଁ-…
ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ଋଣ ବ୍ୟବସ୍ଥା ଜାରି ରହିବ। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିିଁ। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର!-->…
ବାପା ଛେଉଣ୍ଡ ଓଡ଼ିଆ ଝିଅଙ୍କ ସଫଳତା, ଆନ୍ଧ୍ର ଯୁକ୍ତ ୨ ପରୀକ୍ଷାରେ ମଣ୍ଡଳ ସ୍ତରରେ ରଖିଲେ ସର୍ବୋଚ୍ଚ ନମ୍ବର
ପାତ୍ରପୁର : ପାତ୍ରପୁର ବ୍ଳକ ସୀମାନ୍ତ ଜୟନ୍ତୀପୁର ପଞ୍ଚାୟତ ବୁରିବାଡ ଗ୍ରାମର ଜଣେ ବାପ ଛେଉଣ୍ଡ ଝିଅ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ମଣ୍ଡଳ ସାରିଆପଲ୍ଲୀ ସ୍ଥିତ ଏପି ମଡେଲ ସ୍କୁଲ ନାମକ ମହାବିଦ୍ୟାଳୟ +୨ ପରୀକ୍ଷାରେ ମଣ୍ଡଳ ସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ!-->…
ବିଜୁବାବୁଙ୍କ ପ୍ରତିମୂତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ!-->…
ଆସିକା ରାଜସ୍ୱ ବିଭାଗ ଦ୍ୱାରା ୧୪୪ ଧାରା ଲାଗିବା ସତ୍ତ୍ୱେ ବେଆଇନ ବାଲି ଘାଟ ରୁ ବାଲି ଚାଲାଣ ଜାରି ….!
ପ୍ରଶାସନ ଦ୍ଵାରା ୧୪୪ ଧାରା ଧର୍ମକୁ ଆଖିଠାର...
ବିଦେଶରେ ଉତ୍କଳ ଦିବସ, ପ୍ରଶାନ୍ତ ନନ୍ଦ ପାଇଲେ ‘ଉତ୍କଳ ବିଶ୍ୱ ଗୌରବ ସମ୍ମାନ’
ଭୁବନେଶ୍ବର : ଲଣ୍ଡନରେ ଉତ୍କଳ ଦିବସ ପାଳିଲେ ଓଡ଼ିଆ। ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍ କିଙ୍ଗଡମ୍(ଓଏସୟୁକେ) ପକ୍ଷରୁ ଶନିବାର ଲଣ୍ଡନର ହାରୋଲ୍ଡ ହିଲ୍ସ୍ଥିତ ଡ୍ରାପର୍ସ ଏକାଡେମୀରେ ୯୦ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି। ଦିନ ଗୋଟାଏରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି!-->…
ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା, ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ
ଭୁବନେଶ୍ୱର : ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା । କମିଶନରେଟ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସିସିଟିଭି ଫୁଟେଜ, ହ୍ୟୁମାନ ଇଣ୍ଟେଲିଜେନସକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଅପହରଙ୍କରୀଙ୍କୁ ଧରିବେ କହିଛନ୍ତି ଭୁବନେଶ୍ୱର ଡିସିପି । ରାମମନ୍ଦିର ଆଗରୁ!-->…
କୋଇଲା ପରେ ମାଙ୍ଗାନିଜ୍ ଖଣିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ
ସୁନ୍ଦରଗଡ଼: ପ୍ରଥମେ କୋଇଲା ଖଣି ପରେ ଏବେ ସୁନ୍ଦରଗଡରେ ମାଙ୍ଗାନିଜ ଲୁହାପଥର ଖଣିରେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ର ଚଢାଉ । ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଏହି ଚଢାଉରେ ଏନଫୋର୍ସମେଣ୍ଟ ଟିମ୍ ସହ ଡିଡିଏମ୍ ଓ ରେଞ୍ଜର!-->…
ନବୀନ ୭ ଦିନ ମଧ୍ୟରେ କ୍ଷମା ମାଗନ୍ତୁ : ଭକ୍ତ ଦାସ
ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବାର ପ୍ରସଙ୍ଗ ନେଇ କଂଗ୍ରେସ ବିଜେଡିକୁ କଡ଼ା ଜବାବ ଦେଇଛି। ବିଜେଡିକୁ କଡ଼ା ଚେତାବନୀ ଦେଇ ପିସିସି ସଭାପତି ଭକ୍ତ ଦାସ କରିଛନ୍ତି ନବୀନ ପଟ୍ଟନାୟକ ଏନେଇ କଂଗ୍ରେସକୁ କ୍ଷମା ମାଗନ୍ତୁ।!-->…