Browsing Category

ଓଡିଶା

ଭବିଷ୍ୟତରେ ପଥଭ୍ରଷ୍ଟ ହେବେନି ଛାତ୍ର, ହାଇକୋର୍ଟ ଦେଲେ ଦୃଷ୍ଟାନ୍ତମୂଳକ ନିର୍ଦ୍ଦେଶ

କଟକ ୨୨/୦୧: ୫ ଜଣ କଲେଜ ଛାତ୍ର ଭବିଷ୍ୟତରେ କିପରି ପଥଭ୍ରଷ୍ଟ ନହେବେ । ସେଥିଲାଗି ଚେତାବନୀ ସ୍ୱରୂପ ଏକ ଦୃଷ୍ଟାନ୍ତମୂଳକ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକ ସହରର ଏକ କଲେଜରେ ପଢ଼ୁଥିବା ୫ ଜଣ ଯୁକ୍ତ ୩ ଶେଷ ବର୍ଷର ଛାତ୍ର, ଚୌଦ୍ୱାର ଜେଲ ପରିଦର୍ଶନରେ ଯିବେ। ସେଠାକାର ସ୍ୱଛତା ସମ୍ପର୍କରେ

ବାହାଘର ପ୍ରସେସନ ବେଳେ ଅଘଟଣ, ବାଣ ବିସ୍ଫୋରଣରେ ଜଣେ ମୃତ

ଅନୁଗୋଳ: ବାହାଘର ପାଇଁ ବାହାରିଥିଲା ବର ଯାତ୍ରୀ । ସମସ୍ତେ ହସ ଖୁସିରେ ନାଚି ନାଚି କନ୍ୟାଘରକୁ ଆଡ଼କୁ ଯାଉଥିଲେ । କିନ୍ତୁ ଏହି ସମୟରେ ଘଟିଗଲା ଅଘଟଣ, ଆଉ ଖୁସିର ପରିବେଶରେ ଖେଳିଗଲା ଦୁଃଖର କଳା ବାଦଲ । ବାହାଘର ପ୍ରସେସନରେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ଘଟି ଜଣଙ୍କ ଜୀବନ ଚାଲିଯାଇଛି ।

ଏସ୍‌ସିବି ମେଡିକାଲରୁ ମହିଳା କଏଦୀ ଫେରାର୍

କଟକ: ଜେଲ୍ ଗାର୍ଡକୁ ଚକମା ଦେଇ ମହିଳା କଏଦୀ ଫେରାର । କଟକ ଏସସିବି ମେଡିକାଲରୁ ମହିଳା କଏଦୀ ଫେରାର ହୋଇଥିବା ଖବର ସାମନାକୁ ଆସିଛି । ମେଡିକାଲର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ବଳେ ଗାର୍ଡକୁ ଚକମା ଦେଇ କଏଦୀ ଫେରାର ହୋଇଥିବା ଜଣାପଡ଼ିଛି । ଚିକିତ୍ସା ପାଇଁ ଚୌଦ୍ଵାର ଜେଲରୁ

ଅରୁଣ ପଣ୍ଡା ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ, ୬ମାସ ସୁଦ୍ଧା ଦେବେ ରିପୋର୍ଟ

ରାଜ୍ୟ ସରକାର ମଙ୍ଗଳବାର ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି । ଏହି ୫ଜଣ ସଦସ୍ୟ ବିଶିଷ୍ଟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି । ଆୟୋଗଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠୁ ଅର୍ଥାତ୍ ଆଜିଠୁ ୬ମାସ ପାଇଁ ବୈଧ

ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଲାଗି ସରକାର ପ୍ରତିଶ୍ରୁତିବଦ୍ଧ | ଏହି କ୍ରମରେ ଉତ୍ପାଦିତ ଫସଲ, ପନିପରିବା ସାଇତି ରଖବା ଦିଗେର ଶୀତଳଭଣ୍ଡାର ସ୍ଥାପନ ଲାଗି ବ୍ୟାପକ ପଦେକ୍ଷପ ନଇଛନ୍ତି ବିଜପି ସରକାର | ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା

ଶୀତ କମିବ: ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ସୂଚନା ପ୍ରଦାନ କରାଯାଇଛି। ଫଳରେ ଶୀତ କମିବ, କିନ୍ତୁ ଘନ କୁହୁଡ଼ି ଜାରି ରହିବ ବୋଲି ପାଣିପାରଗ

ଅଯୋଗ୍ୟ ରାସନ୍ କାର୍ଡଧାରୀ ସରେଣ୍ଡର୍‌ କରନ୍ତୁ, ନଚେତ୍ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।  ସେ କହିଛନ୍ତି  ଯଦି କେହି ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ତେବେ ତୁରନ୍ତ ସରେଣ୍ଡର କରିଯାଆନ୍ତୁ। ଯଦି ସରେଣ୍ଡର ନକରିବେ , ତାହାଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି

ଭୁବନେଶ୍ବର: ସୁଭଦ୍ରାକୁ ନେଇ ଆସିଲା ବଡ଼ ଖୁଲାସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା

ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସହ ଅନ୍ୟ ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ