Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଏକଦିବସୀୟ ରାଜ୍ୟ ସ୍ତରୀୟ ବ୍ଯାଡମିନ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ, ଗଷ୍ଟ ୩୧ ତାରିଖ ଦିନ ଜିଲ୍ଲା କ୍ରୀଡା ଅନୁଷ୍ଠାନ ପକ୍ଷରୁ ସମସ୍ତ ବର୍ଗର ଏକ ଦିବସୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି!-->!-->!-->…
ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍ରୁ ଅବସର ଘୋଷଣା କଲେ ଧୱନ
ନୂଆଦିଲ୍ଲୀ: ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍ ଶିଖର ଧାୱନ୍। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍ ମିଡିଆ ପୋଷ୍ଟ୍ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍ରୁ ଅବସର ଘୋଷଣା!-->…
୭୮ ତମ ସ୍ବାଧୀନତା ଦିବସ ଅଵସର ରେ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ…
ଛତ୍ରପୁର : ୭୮ ତମ ସ୍ବାଧୀନତା ଦିବସ ପାଳନ ଅଵସର ରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୫ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ!-->…
ଖୁଟୁଗୁଡ଼ାରେ ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ଦୁଇ ଦିନ ବ୍ୟାପି ଫୁଟବଲ ପ୍ରତିଯୋଗିତା…
ଉମରକୋଟ (୧୬/୦୮/୨୦୨୪) ଭାରତ ବର୍ଷରେ ପବିତ୍ର ୭୮ ତମ ସ୍ୱାଧୀନତା ଦିବସ ମହାଉଲ୍ଲାସର ସହ ସବୁ ଆଡ଼େ ପାଳନ କରି ଆମେ ସ୍ୱାଧୀନ ଭାରତର ନାଗରିକ ଓ ଭାରତ ବାସୀ ଗର୍ଭ କରୁଥିବା ବେଳେ ଉମରକୋଟ ବ୍ଲକର ଝରୀଗାଁ ନିର୍ବାଚନ ମଣ୍ଡଲିର ୮ ନମ୍ବର ଖୁଟୁଗୁଡ଼ା ଗ୍ରାମରେ ମଧ୍ୟ ମହାଉଲ୍ଲସର ସହିତ ପବିତ୍ର!-->!-->!-->…
ଭାରତ ହାତରେ ପଞ୍ଚମ କାଂସ୍ୟ: କୁସ୍ତିରେ ଅମନଙ୍କୁ ପ୍ରଥମ ପଦକ
ପ୍ୟାରିସ୍: ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତକୁ ଶୁକ୍ରବାର ଷଷ୍ଠ ପଦକ ଆସିଯାଇଛି ପଞ୍ଚମ କାଂସ୍ୟ ରୂପରେ। ୫୭ କେଜି ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିରେ ୨୧ ବର୍ଷୀୟ ଅମନ ସେରାୱତ ଭାରତକୁ ଚଳିତ ସଂସ୍କରଣରେ ପ୍ରଥମ ଏବଂ ଅଲିମ୍ପିକ୍ସ ଇତିହାସରେ ଅଷ୍ଟମ କୁସ୍ତି ପଦକ ଭେଟି ଦେଇଛନ୍ତି।!-->…
ପଦକ ବିଜେତା ହକି ଟିମ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଟିମ ଆଜି ସ୍ପେନକୁ ୨-୧ରେ ହରାଇବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ଏକ୍ସ ଯୋଗେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ ଫୋନରେ ମଧ୍ୟ!-->…
ସିରିଜ୍ ହାରିଲା ଭାରତ: ଶେଷ ମ୍ୟାଚ୍ ୧୧୦ ରନ୍ରେ ଜିତିଲା ଶ୍ରୀଲଙ୍କା
କଲମ୍ବୋ: କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚରେ ପରାଜୟ ସହିତ ଟିମ୍ ଇଣ୍ଡିଆ ଏକଦିବସୀୟ ହାରିଛି। ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ଜିତି ନେଇଛି। ୩ ଟିକିଆ ସିରିଜ୍!-->…
ଭିନେଶ ଡିସ୍କ୍ୱାଲିଫାଏଡ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା ପରିବାର
ପ୍ୟାରିସ ଅଲିମ୍ପକ୍ସରେ ଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତୀୟ ରେସଲର ଭିନେଶ ଫୋଗାଟ୍ ଲାଗିଛି ବଡ଼ ଝଟ୍କା। ସେ ଡିସ୍କ୍ୱାଲିଫାଏଡ୍ ଘୋଷିତ ହୋଇଛନ୍ତି। ଭାରତ ପାଇଁ ଗୋଲ୍ଡ ଆଶା ମଉଳି ଯାଇଛି। ତେବେ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା ନେଇ ତାଙ୍କ ପରିବାର ଲୋକେ ବଡ଼ ଅଭିଯୋଗ ଆଣିଛନ୍ତି। ଫେଡେରେଶନ!-->…
ଭିନେଶ ଫୋଗାଟ୍ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଭିନେଶ ଫୋଗାଟ୍ ଅସୁସ୍ଥ। ଡିସ୍କ୍ୱାଲିଫାଏଡ୍ ଘୋଷଣା ହେବା ପରେ ସେ ଚେତାଶୂନ୍ୟ ହୋଇପଡିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ସୂତ୍ରରୁ ସୂଚନା ମିଳିଛି।
ପ୍ୟାରିସର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭିନେଶ!-->!-->!-->…
ଜାଭେଲିନ୍ ଥ୍ରୋ: ଫାଇନାଲରେ ନୀରଜ ଚୋପ୍ରା
ପ୍ୟାରିସ୍: ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି। ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ।
ଏହା କ୍ଲାଲିଫାଏ!-->!-->!-->…