Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତବିଂଶ ଖେଳ କୁଦ ଉତ୍ସବ ପାଳିତ…
ଚିକିଟି :-- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତବିଂଶ ବାର୍ଷିକ ଖେଳ କୁଦ ସମାରୋହ ଉଦଯାପନୀ ଉତ୍ସବ ବିଦ୍ୟାଳୟ ପରିସରରେ ବୁଧବାର ଦିନ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଙ୍କ ପୌରହିତରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିକିଟୀ ପ୍ରେସକ୍ଲୁବ ସମ୍ପାଦକ!-->…
ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତା ଉଦଘାଟିତ…
କୋରାପୁଟ --02/12/25--ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ 2025 ପାଳନ ଉପଲକ୍ଷେ ସ୍ଥାନୀୟ ପୌରପାଳିକା ଜିମ ଠାରେ ଜିଲ୍ଲାସ୍ତରୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l!-->!-->!-->!-->!-->…
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ବାରବାଟି ମ୍ୟାଚ୍: ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି
କଟକ : ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ଡିସେମ୍ବର ୧ ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ । ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଅଫଲାଇନ୍ ଜରିଆରେ ଟିକେଟ!-->…
ନୟାଗଡ଼ ଜିଲ୍ଲାସ୍ତରୀୟ ୧୩ତମ ଓଡଗାଁ ଓପନ ରାପିଡ଼ ଚେସ୍ ଟୁର୍ଣ୍ଣାମେଣ୍ଟ : ଜିତେନ୍ଦ୍ର କୁମାର ଦାସ ବିଜେତା….
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଓଡ଼ଗାଁ ସରକାରୀ କଲ୍ୟାଣମଣ୍ଡପ ପରିସରରେ ବୁଧବାର ଏକଦିବସୀୟ ଜିଲ୍ଲାସ୍ତରୀୟ ୧୩ତମ ଓଡ଼ଗାଁ ଓପନ ରାପିଡ଼ ଚେସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ!-->…
ମେରା ଯୁବା ଭରତ ଓ ବନ ବିଭାଗ ତରଫରୁବ୍ଲକ୍ ସ୍ତରୀୟ ଖେଳ ପ୍ରତିଯୋଗିତା…
ମାଲକାନଗିରି ୦୫/୧୧ ନେହେରୁ ଯୁବ କେନ୍ଦ୍ର ଏବଂ ବନ ବିଭାଗ ସହିତ ମିଳିତ ଉଦ୍ୟମ ରେ କାଲିମେଳା ବ୍ଲକ ର ବିଭିନ୍ନ ଯୁବ କ୍ଲବ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ପ୍ରତିଯୋଗୀତା ସହ ବିଭିନ୍ନ କ୍ରୀଡ଼ା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ!-->…
ସ୍କୋଏ ମାର୍ଶଲାର୍ଟ ଚମ୍ପିୟାନସିପ : ବର୍ଷା – ମିନତୀଙ୍କୁ ସ୍ଵର୍ଣ୍ଣ ପଦକ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁର ବର୍ଷା ଓ ନନ୍ଦିଘୋରର ମିନତୀ ଝାରସୁଗୁଡ଼ା ଠାରେ ଆୟୋଜିତ ସ୍କୋଏ ମାର୍ଶଲାର୍ଟ ଚମ୍ପିୟାନସିପ( ଯୁଦ୍ଧ କଳା) ଚମ୍ପିୟାନସିପ- ୨୦୨୫ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ ପଦକ ଜିତିବା ସହିତ ଉଭୟ ଜାତୀୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇ ଓଡ଼ଗାଁ ତଥା!-->…
ଟ୍ରଫି ନ ଫେରାଇଲେ ପରିଣାମ ଭୋଗିବେ ନକ୍ଭି:ବିସିସିଆଇ
ନୂଆଦିଲ୍ଲୀ: ୟୁଏଇରେ ଗତ ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ଏସିଆ କପ୍ କ୍ରିକେଟ ଖେଳାଯାଇଥିଲା। ଟି୨୦ ଫର୍ମାଟରେ ଖେଳାଯାଇଥିବା ଉକ୍ତ ପ୍ରତିଯୋଗିତାର ଫାଇନାଲ ସେପ୍ଟେମ୍ବର ୨୮ରେ ଦୁବାଇରେ ଖେଳାଯାଇଥିଲା। ଫାଇନାଲରେ ଭାରତ ୫ ୱିକେଟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି!-->…
ଭାରତ-ପାକିସ୍ତାନ ସୁପର-୪ ମୁକାବିଲା ଆଜି
ଦୁବାଇ : ଚଳିତ ଏସିଆ କପ୍ରେ ଠିକ୍ ସପ୍ତାହକ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମୁକାବିଲା ହେବ। ଆଜି ଉଭୟ ଦଳ ସେମାନଙ୍କ ପ୍ରଥମ ସୁପର-୪ ମ୍ୟାଚ୍ ଖେଳିବେ। ସ୍ବାଭାବିକ ଭାବେ ଉଭୟ ଦଳ ପ୍ରଥମ ମ୍ୟାଚ୍ ଜିତି ଫାଇନାଲ ଆଡ଼କୁ ପାଦ ବଢ଼ାଇବାକୁ!-->…
ଗଞ୍ଜାମ ଜିଲ୍ଲାସ୍ତରୀୟ ବ୍ୟାଟମିଣ୍ଟନ ପ୍ରତିଯୋଗିତାର ଉଦଯାପନୀ ଦିବସରେ ଚମକିଲେ ଅଭିନାଶ….
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ବ୍ୟାଟମିଣ୍ଟନ ପ୍ରତିଯୋଗିତାର ଆଜି ଉଦଯାପନୀ ଉତ୍ସବ ପାଳିତ ହୋଇ ଯାଇଛି l ମେନସ ସିଙ୍ଗଲ, ମେନସ ଡବଲ, ମାଷ୍ଟର ୪୦ ପ୍ଲସ ପରି ବିଭିନ୍ନ କ୍ରେଟୋ କେରିର ୬୦ ଟିମ କୁ ନେଇ!-->…
ଫିଟ୍ନେସ ପରୀକ୍ଷା ଦେବେ ଗିଲ୍, ବୁମ୍ରା, ରୋହିତ, ସିରାଜ
ନୂଆଦିଲ୍ଲୀ:ଏସିଆ କପ କ୍ରିକେଟ-୨୦୨୫ ଆସନ୍ତା ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଭାରତୀୟ ଦଳ ୟୁଏଇ ଗସ୍ତ ପୂର୍ବରୁ କିଛି ଖେଳାଳିଙ୍କ ଫିଟ୍ନେସ ପରୀକ୍ଷା କରାଯିବ। ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ଫିଟ୍ନେସ ପରୀକ୍ଷା!-->…