Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସେପ୍ଟେମ୍ବର ୧୨ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୧୨ ତାରିଖ ଶନିବାର ଦିନ ତୃତୀୟ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି!-->…
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂଚନା ଆଧାରରେ ବାଲିଗୁଡା ଥାନା ଅଞ୍ଚଳରେ ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ କରିବା ସହ ତିନି କୁଖ୍ୟାତ ଡକାୟତ ଙ୍କୁ ଗିରଫ କରିଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ!-->…
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ
ବାଲିଗୁଡା, ତା, ୦୭/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡର ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ଝୁଲନ୍ତା ମୃତଦେହ ରବିବାର ବାଲିଗୁଡା ପୋଲିସ ଠାବ କରିଥିଲା l ପୋଲିସ ତଦନ୍ତ ପରେ ମୃତକଙ୍କ ପରିଚୟ ଚିହ୍ନଟ ହୋଇଛି। ମୃତକ ହେଲେ ରବୀନ୍ଦ୍ର ବେହେରା (୪୩)। ତାଙ୍କ ଘର!-->…
ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଉଦଘାଟିତ
ନୟାଗଡ଼ (ନିସର୍ତ୍ତ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ରଣପୁର ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୋମବାର ଦିନ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି କlର୍ଯ୍ୟକ୍ରମରେ ରଣପୁର ତହସିଲ ଦାର!-->…
ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ : ଶିକ୍ଷା ଓ ଜ୍ଞାନ ମାଧ୍ୟମରେ ଉପଭୋକ୍ତା ସଂପ୍ରଦାୟକୁ ସଶକ୍ତ କରୁଛି…
• ଡିଜିଟାଲ ସାକ୍ଷରତା ମାଧ୍ୟମରେ ୫,୦୦୦ ହିତାଧିକାରୀ ଉପକୃତ• ସରକାରୀ ଯୋଜନା, ସାଇବର ସୁରକ୍ଷା, ଡିଜିଟାଲ ପେମେଣ୍ଟ ଓ ସୌର ଶକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ଡିଜିଟାଲ ସାକ୍ଷରତାକୁ ବଢ଼ାଇବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍!-->!-->!-->…
କୋଟପାଡ଼ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର: ୬୪ଟି ଅଭିଯୋଗ ମଧ୍ୟରୁ ୯ଟିର ତତ୍କାଳ ସମାଧାନ
କୋଟପାଡ଼ (କୋରାପୁଟ), : କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୬୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା!-->!-->!-->…
‘ସ୍ୱଚ୍ଛ କୋରାପୁଟ’ ପାଇଁ ସାମୂହିକ ସଫେଇ ଅଭିଯାନ ଓ ସଚେତନତା ରାଲି ଅନୁଷ୍ଠିତ
କୋରାପୁଟ : ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି କୋରାପୁଟ ସହରରେ ଏକ ବିଶାଳ ସାମୂହିକ ସ୍ୱଚ୍ଛତା ଅଭିଯାନ ଓ ରାଲି ଅନୁଷ୍ଠିତ ହୋଇଯାଇଛି। ‘ପରିବେଶ ସଚେତନତା ଅଭିଯାନ-୨୦୨୬’ ଅଧୀନରେ ରାଜ୍ୟ!-->!-->!-->…
ପିଲିଅନ୍ ରାଇଡର ହେଲମେଟ୍ ଜୋରିମାନା ପ୍ରତ୍ୟାହାର ଓ ବ୍ୟାପକ ସଚେତନତା ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର : ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବା ସହ ବାଇକ୍ ପଛରେ ବସୁଥିବା ବ୍ୟକ୍ତି (ପିଲିଅନ୍ ରାଇଡର) ହେଲମେଟ୍ ନ ପିନ୍ଧିବା କାରଣରୁ ଆଇଇଏମ୍ଏସ୍ (IEMS) କ୍ୟାମେରା ଜରିଆରେ କଟାଯାଉଥିବା ୧୦୦୦ ଟଙ୍କା ଜୋରିମାନା ତୁରନ୍ତ ବାତିଲ କରିବାକୁ ମାନବ ଅଧିକାର!-->!-->!-->…
ସକ୍ଷମର ‘ସଙ୍କଳ୍ପ’ ସମାବେଶ ଅନୁଷ୍ଠିତ
ସୁନ୍ଦରଗଡ଼ : ସଦର ଥାନା ନିକଟସ୍ଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସକ୍ଷମ’ ପକ୍ଷରୁ ‘ସଙ୍କଳ୍ପ’ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗତ ଅଗଷ୍ଟ ୨୩ ତାରିଖରେ ୧୯ଟି ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଇଟି କୃଷକ ସଂଗଠନ ଏବଂ ଓରାମ ସାଂସ୍କୃତିକ ସମାଜର ପ୍ରତିନିଧିମାନଙ୍କୁ ନେଇ ପାରସ୍ପରିକ ସମନ୍ୱୟ ଓ ସହଯୋଗ!-->!-->!-->…
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡର ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ଝୁଲନ୍ତା ମୃତଦେହ ରବିବାର ଠାବ କରିଛି ବାଲିଗୁଡା ପୋଲିସ । ଘଟଣା ରୁ ପ୍ରକାଶ ଯେ, ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ଗଛ ଉପରୁ!-->…