Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ମାଲକାନଗିରି (୨୮.୦୬) : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ!-->…
ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ଯୁବକ ନିଖୋଜ ,ପ୍ରଶାସନ ନୀରବ ଦ୍ରଷ୍ଟା
ଫାଣ୍ଡି ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ମା ଆଖିରୁ ଶୁଖୁନି ଲୁହ....!
କୁଆଁରମୁଣ୍ଡା- ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଳକ ଅଂଚଳ ରେ ଛୋଟ ବଡ ମିଶି ପାଖାପାଖି ୪୦ରୁ ଉର୍ଧ କଳକାରଖାନା ଗଢି ଉଠିଥିବା ବେଳେ ଏହି ଅଂଚଳ ର ଯୁବକ ଯୁବତୀ ମାନେ କାମ ନପାଇ ବାହାର ରାଜ୍ୟକୁ!-->!-->!-->…
ଜିଲ୍ଲା ଯୋଜନା ବୋର୍ଡ ନୂତନ ଅଧ୍ୟକ୍ଷ ହେଲେ ବିଧାୟକ ଚକ୍ରମଣି କହଁର
ଫୁଲବାଣୀ: ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଯୁବ ବିଧାୟକ ଚକ୍ରମଣିଙ୍କୁ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ସେ ମୂଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିକାଶ ଦିଗରେ!-->…
ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ
ଫୁଲବାଣୀ : ଅସୁବିଧା ମଧ୍ୟରେ ରହିଥିବା ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଗଠିତ ଜିଲ୍ଲା ଟାସ୍କଫୋର୍ସ କମିଟି କାର୍ଯ୍ୟ ଯୋଜନା ଗୁଡ଼ିକର ସମୀକ୍ଷା ଓ ଆସନ୍ତା ତିନି ମାସ ପାଇଁ ହେବାକୁ ଯାଉଥିବା କାର୍ଯ୍ୟ ଯୋଜନା ପାଇଁ ଆଲୋଚନା ଏବଂ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ!-->…
ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ପ୍ରହଲ୍ଲାଦ ଖୋସ୍ଲା ଯୋଗ ଦେଇଛନ୍ତି । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଏକ ଛୋଟ ଆଦିବାସୀ ଗାଁ ଡୋଲିଆମ୍ବର ପୁଅ ଶ୍ରୀ ଖୋସ୍ଲା ପ୍ରାଥମିକ ଶିକ୍ଷକ ଭାବରେ ମାଲକାନଗିରି ଜିଲ୍ଲା!-->…
ବ୍ଳକସ୍ତରୀୟ ଅଭିଯୋଗ ଶୁଣାଣିରେ ବେକାର ଯୁବକଯୁବତୀଙ୍କ ପ୍ରତି ବିଡିଓଙ୍କ ଭୁଲ ମନ୍ତବ୍ୟ
କୁଆଁରମୁଣ୍ଡା : ଗତକାଲି ତା.୨୬/୬/୨୩ ରିଖ ଦିନ କୁଆଁରମୁଣ୍ଡା ପଂଚାୟତ ସମିତି ପ୍ରକୋଷ୍ଠ ରେ ଜନଅଭିଯୋଗ ଶୁଣାଣି ଶିବିିର ସୁନ୍ଦରଗଡ ପ୍ରକଳ୍ପ ଅଧିକାରୀ ଶ୍ରୀ ମନୋଜ ସତବୟନ ମହାଜନ ଙ୍କ ତତାବଧାନରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିର ରେ ସୁନ୍ଦରଗଡ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ!-->…
ଭାରତୀୟ ଜନତା ପାର୍ଟି ପକ୍ଷରୁ “ମୋ ବୁଥ୍ ସବୁଠୁ ମଜବୁତ୍” କାର୍ଯ୍ୟକ୍ରମ
ବ୍ରହ୍ମପୁର : ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସଭାପତିତ୍ବରେ ଦେଶରୁ ମନୋନୀତ କରାଯାଇଥିବା ତିନି ହଜାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ "ମୋ ବୁଥ୍ ସବୁଠୁ ମଜବୁତ୍" କାର୍ଯ୍ୟକ୍ରମରେ ଭାରତ!-->…
ଅଧିକାରୀଙ୍କ ହମବଡା ନୀତି ଯୋଗୁଁ ଭଞ୍ଜନଗର ଜଳସମ୍ପଦ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଛି
ବ୍ରହ୍ମପୁର : ଦୁର୍ନୀତିର ଗନ୍ତାଘର ସାଜିଛି ଭଞ୍ଜନଗର ଜଳସମ୍ପଦ ବିଭଗ ଡିଭିଜନ । ଏହି ଡିଭିଜନରେ କାର୍ଯ୍ୟରତ ଥିବା ଅଧିକ୍ଷଣ ଯନ୍ତ୍ରୀ ଚଳିତବର୍ଷ ଖରିଫ ଋତୁରେ ଚାଷଜମି କୁ ପାଣି ନ ଯୋଗାଇବା ଫଳରେ କେନାଲ ଗୁଡିକ ରକ୍ଷଣାବେକ୍ଷଣ ହୋଇନାହିଁ। ବର୍ତ୍ତମାନ ଓଡ଼ିଶା ରେ ମୌସୁମୀ ପ୍ରବେଶ କରିବା ପରେ!-->…
ଏସୟୁଜେ କନ୍ଧମାଳ ଶାଖା ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ
ଫୁଲବାଣୀ : ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ)ଓଡ଼ିଶା" କନ୍ଧମାଳ ଜିଲ୍ଲା ଶାଖାର ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ଵରେ ସାମ୍ବାଦିକ ମାନଙ୍କ ନିମନ୍ତେ ୧୧ ଦଫା ସମ୍ମିଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କୁ!-->…
ସିଆରପିଏଫ -୨ ବାଟାଲିୟନ ପକ୍ଷରୁ ବିଶ୍ବ ରକ୍ତଦାନ ଦିବସରେ ରକ୍ତଦାନ ଶିବିର ଆୟୋଜିତ
ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକୁମା ଠାରେ ବିଶ୍ବ ରକ୍ତଦାନ ଦିବସରେ , ସିଆରପିଏଫ -୨ ର ସୈନିକମାନେ ଏକ ମହାନ ଦାନ ଭାବରେ ନିଜ ରକ୍ତ ଦେଇ ରକ୍ତଦାନକୁ ସଫଳ କରିଥିଲେ | ବିଶ୍ବ ରକ୍ତ ଦାନ ଦିବସ ଅବସରେ କମାଣ୍ଡେଣ୍ଟ ଶ୍ରୀ ରତିକାନ୍ତ ବେହେରା ଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ!-->…