Browsing Category

ଆଞ୍ଚଳିକ

ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ

ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ସରକାରୀ ଆଇ ଟି ଇ ଠାରେ ଆନ୍ତର୍ଜାତିକ ଯୋଗ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବରେ ସରକାରୀ ଆଇ ଟି ଇ ର ଅଧକ୍ଷ ଇ. ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି

୧୮ ଓ ୧୯ ଦୁଇଦିନବ୍ୟାପୀ ବନାନୀ କଳାସଙ୍ଗମର ୧୯ ତମ ସାମାଜିକ ନାଟକ “ସୂର୍ଯ୍ୟୋଦୟ ପୂର୍ବେ”

"ସୂର୍ଯ୍ୟୋଦୟ ପୂର୍ବେ" ନାଟକ ଭଞ୍ଜ କଳା ମଣ୍ଡପ, ଭୁବନେଶ୍ବର ଠାରେ ମଧ୍ୟ ମଞ୍ଚସ୍ଥ ହେବ ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ କଳା, ସଂସ୍କୃତି ଓ ନାଟକର ସର୍ବପୁରାତନ ଅନୁଷ୍ଠାନ ବନାନୀ କଳା ସଙ୍ଗମ ଫୁଲବାଣୀ ପକ୍ଷରୁ ରେଡକ୍ରସ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ୧୮ ଓ ୧୯ ତାରିଖ ଦୁଇ ଦିନ

ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପୁରୁଣା ନୂଆଗାଁ ଦଳକୁ ହରାଇ ଗୁଞ୍ଜିଗାଁ ଦଳ ବିଜୟୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଗହିଙ୍ଗିଆ ଖେଳ ପଡିଆ ଠାରେ ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନ ମ୍ୟାଚରେ ଗୁଞ୍ଜିଗାଁ ଦଳ ପୁରୁଣା ନୂଆଗାଁ ଦଳକୁ ୧୯ ରନ୍ ରେ ପରାସ୍ତ କରିଥିଲା। ଟସ୍ ଜିତି ଗୁଞ୍ଜିଗାଁ ଦଳ

ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଯୁବକ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି ୩ ପଞ୍ଚାୟତ ଅଧୀନସ୍ତ ସିତାଗନ୍ଧୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି । ଗତ୧୯ତାରିଖ ସୋମବାର ଦିନ ସନ୍ଧ୍ୟା ପ୍ରାୟ ୮ଘଟିକା ସମୟରେ ସୀତାଗନ୍ଧି ଗ୍ରାମରେ ରହୁଥିବା ଲଇଖନ ଖରା ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ

ଲକ୍ଷ୍ମୀନୃସିଂହ କଳାମନ୍ଦିରରେ ଯୋଗଦିବସ ପାଳିତ

ହିଞ୍ଜିଳିକାଟୁ (୨୧।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିଷରରେ ଜାଗୁଆର ଏକାଡେମୀ ଅଫ ମାର୍ଶଲ ଆର୍ଟ୍ସ( ଜେଏଏମ ଏସ) ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ। ବୁଧବାର ନବମ ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ହିଞ୍ଜିଳିକାଟୁ ଜାଗୁଆର ଏକାଡେମୀ

ବଜାର ରାସ୍ତା ପ୍ରଶସ୍ତକରଣର କାର୍ଯ୍ୟ ଦେଢ଼ମାସ ବିତିଗଲାଣି ହେଲେ ଅଧ ପନ୍ତରିଆ ଭାବେ ପଡି ରହିଛି ଡ୍ରେନ କାମ

ଦାରିଙ୍ଗବାଡ଼ି, ୨୧/୦୬ : ଦାରିଙ୍ଗବାଡ଼ି ବ୍ଲକର ଦ୍ୱିତୀୟ ବୃହତ୍ତମ ବଜାର ଭାବେ ବ୍ରାହ୍ମଣୀଗାଁ ପରିଚିତ। ଗମନା ଗମନର ସୁବ୍ୟବସ୍ଥା କରିବାକୁ ଯାଇ ରାଜ୍ୟ ସରକାର ୩ କୋଟିରୁ ଉର୍ଦ୍ଧ ଟଙ୍କା ପୂର୍ତ୍ତ ବିଭାଗ ମାଧ୍ୟମରେ ବ୍ୟୟ ବରାଦ କରିଛନ୍ତି। ଏହି ପରି ପ୍ରେକ୍ଷୀର ଏକ ଠିକା ସଂସ୍ଥା ମାଧ୍ୟମରେ

ସୁସ୍ଥ ଜୀବନ ପାଇଁ ଯୋଗ ଏକ କଳା ଓ ବିଜ୍ଞାନ ଅଟେ

ଫୁଲବାଣୀ : ବିଶ୍ଵ ଯୋଗ ଦିବସ ଅବସରରେ କନ୍ଧମାଳ ଯୋଗ ସମିତି ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀ ପରିସରରେ ଯୋଗ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଆରଏସଏସ ର ଜିଲ୍ଲା ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ

ଜୟପୁର ମାଲକାନଗିରି ମୂଖ୍ୟ ରାସ୍ତା ଗାଡ଼ି ମୁହାଁ ମୁହିଁ ଧକ୍କା ଅଳ୍ପ କେ ବର୍ତୀଲେ ଯାତ୍ରୀ…

ମାଲକାନଗିରି,:ଆଜି ସକାଳୁ ଜୟପୁର ଠାରୁ ମାଲକାନଗିରି ମୂଖ୍ୟ ରାସ୍ତା ରେ ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ସୂଚନା ମୁତାବକ ଜୟପୁର ପଟୁ ଆସୁଥିବା ଏକ OD30B7080ERTIGA ଗାଡ଼ି ମାଲକାନଗିରି ଠାରୁ ଜୟପୁର ଅଭିମୁଖେ ଯାଉଥିବା OD30C5115 Mahindra XUV ଗାଡ଼ି ସହ ମୁହାମୁହି ଧକ୍କା

ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ ; ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିନ ତମାମ ପ୍ରବଳ ଖରା ଓ ଗରମରେ ପବିତ୍ର ରଥଯାତ୍ରା ବହୁ ଆଡ଼ମ୍ବର ସହ ପାଳିତ ହୋଇ ଯାଇଛି। ପୂର୍ବ ନିର୍ଘଣ୍ଟ ପ୍ରକାରେ ସକାଳ ୬ଟାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ ଅନୁଷ୍ଠିତ ହୋଇଥିଲା । ଏହାପରେ ସୂର୍ଯ୍ୟପୂଜା,

ରଥଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ପଣା ବଣ୍ଟନ

ବାଲିଗୁଡା : ରଥଯାତ୍ରା ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡାର "ଫ୍ରେଣ୍ଡସ ଗ୍ରୁପ" ତରଫରୁ ମା 'ପାଟଖଣ୍ଡାଙ୍କ ମନ୍ଦିର ସମ୍ମୁଖରେ ଦହି ଚହ୍ଲା ପଣା ବଣ୍ଟନ କରାଯାଇଛି l ପ୍ରବଳ ଖରା ଓ ଗରମ ଯୋଗୁଁ ତୃଷାର୍ତ୍ତ ଭକ୍ତ ମାନଙ୍କ ପାଇଁ ଗ୍ରୁପ ତରଫରୁ ଏକ ଭିନ୍ନ ପ୍ରୟାସକୁ ସବୁ ମହଲରୁ ପ୍ରଶଂସା