Browsing Category

ଆଞ୍ଚଳିକ

ସୁଦୃଢ଼ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା କଲା ଟିପିଏସ୍ଓଡିଏଲ୍ ; ଉପକୃତ ହେବେ ଗଞ୍ଜାମର ୪୦ ହଜାର ଉପଭୋକ୍ତା

ଶେରଗଡ଼ ବ୍ଲକ୍ ରେ ୧୮ କିଲୋମିଟର ଲମ୍ୱା ୩୩ କେଭି ଲାଇନ କାର୍ଯ୍ୟକ୍ଷମ  ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ହିଞ୍ଜିଳି ଗ୍ରୀଡ୍ ସବଷ୍ଟେସନରୁ ଶେରଗଡ ପ୍ରାଇମେରୀ ସବଷ୍ଟେସନ ପର୍ଯ୍ୟନ୍ତ ଏକ ନୂତନ ୩୩ କେଭି ଲାଇନ କାର୍ଯ୍ୟକ୍ଷମ

ନୟାଗଡ଼ରେ ଅନେକ ନକଲି ସାର୍ଟିଫିକେଟଧାରୀ ଶିକ୍ଷକ : ଯାଞ୍ଚର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ୭୫୦ ରୁ ଉର୍ଦ୍ଧ୍ବ ନକଲି ସାର୍ଟିଫିକେଟ ଧାରି ଶିକ୍ଷକ ବା ନକଲି ଶିକ୍ଷକ ଅବାଧରେ ପାଠ ପଢ଼ାଉଛନ୍ତି । ଧର ପଗଡ ପାଇଁ ଶିକ୍ଷ୍ୟା ବିଭାଗ ତରଫରୁ ସାର୍ଟଫିକେଟ ଯାଞ୍ଚ କରାଯାଉଛି ହେଲେ ନକଲି ସାର୍ଟିଫିକେଟ ଦେଇ ଜିଲ୍ଲାରେ ନିଯୁକ୍ତି ପାଇଥିବା ଅନେକ ଶିକ୍ଷକ

ନୂଆଗାଁ ରେ ପ୍ରଧାନଶିକ୍ଷକଙ୍କ ପ୍ରଶିକ୍ଷଣ ଶିଵିର ଉଦଯାପିତ

ନୟାଗଡ : ନୟାଗଡ ଜିଲ୍ଲା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୩ଗୋଟି ବ୍ଲକ ର ପ୍ରଧାନ ଶିକ୍ଷକଙ୍କୁ ନେଇ ସମ୍ଭବ ପ୍ରଶିକ୍ଷଣ ଶିଵିର ହୋଇଯାଇଛି,ନୂତନ ଶିକ୍ଷା କୁ ସଠିକ ଭାବେ ପ୍ରୟୋଗ ପାଇଁ ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନେତୃତ୍ୱ ଏବଂ ଆ ସି ଟି ର ପ୍ରୟୋଗ ସମେତ

ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ବିନୟ ରଂଜନ ପରିଡା ଯୋଗଦାନ କରିଛନ୍ତି,ସେ ପୂର୍ଵ ରୁ ଵାଣିଗୋଛା ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ, ଦଶପଲ୍ଲା ଥାନା ରେ ଥିବା ଭାରପ୍ରାପ୍ତ ଅଧିକାରୀ ଅନୀତା ସାହୁଙ୍କର ନୟାଗଡ଼ ବଦଳି

ବଶିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଶୁଭାରମ୍ଭ

ବ୍ରହ୍ମପୁର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଆଯ୍ୟୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଦ୍ୱିତୀୟ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ

ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଡିଜିଟାଲ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସହାୟକ ହୋଇଛି ଆଦାନୀ…

ଛତ୍ରପୁର : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାଇତ୍ଵବୋଧ କାର୍ଯକ୍ରମ ପ୍ରୟାସରେ ଆଦାନୀ ଫାଉଣ୍ଡେସନ ଜରିଆରେ ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ର ବିଭିନ୍ନ ଶ୍ରେଣୀଗୃହରେ ୭୫ ଇଞ୍ଚ୍ ବିଶିଷ୍ଟ ବୃହତ ଏଲ୍ଇଡି ସ୍କ୍ରିନ୍ (ଇନ୍ଟରାକ୍ଟିଭ ପ୍ୟାନେଲ୍) ଅବସ୍ଥାପନା କରାଯାଇଛି

ମାଗଣା ପୋଷାକ ବିତରଣ ମେଳା

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ସରକାରୀ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟର ମାଗଣା ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାକୁ ଡାଲପଲଙ୍କ ଗ୍ରାମର ୱାର୍ଡସଭ୍ୟ କହ୍ନେଇ ବେହେରା, ବିଦ୍ୟାଳୟ ପରିଚାଳନା ସଭାପତି ଏମ ସୁନିତା, ବିଦ୍ୟାଳୟ ଏବଂ କ୍ରୟ କମିଟିର ସମସ୍ତ ସଦସ୍ୟ ସଦସ୍ୟା,

ଚିକିଟୀରେ ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ଵକର୍ମାଙ୍କ ପୂଜା ପାଳିତ

ଚିକିଟୀ : ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ବିଶ୍ୱକର୍ମା ଙ୍କୁ ନିର୍ମାଣ ଓ ସୃଜନର ଦେବତା ରୂପେ ପୂଜା କରାଯାଇଥାଏ।ବିଶେଷ କରି ଶିଳ୍ପ ଓ ଏହା ସହିତ ଜଡିତ ସାମଗ୍ରୀ କୁ ଏହି ଦିନ ପୂଜା କରାଯାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଚିକିଟୀ ଓ ଆଖ ପାଖ ଅଞ୍ଚଳରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ

ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଆଡମିଶନ ନେଇ ସ୍ୱତନ୍ତ୍ର ଶିବିର

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କର୍ଯ୍ୟାଳୟ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଂଚାୟତ ର ତଳସାହି ପ୍ରାଥମିକ ବିଦ୍ୟାଳୟ ରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ର ଏକ ସ୍ତ୍ୱତନ୍ତ୍ର ଶିବିର କରାଯାଇଥିଲା । ଏଥିରେ ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ

ରେଞ୍ଜରଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ

ବାଲିଗୁଡା : ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଶୁକ୍ରବାର ପ୍ରାତଃ ୪ ଘଣ୍ଟ ଠାରୁ ଚାଲିଛି ଭିଜିଲାନ୍ସ ଟିମ ର ମାରାଥନ ଚଢ଼ାଉ। ଏହି ଟିମରେ କୋରାପୁଟ ଜିଲା ଜୟପୁର, ନବରଙ୍ଗପୁର ଓ କଳାହାଣ୍ଡିର ସରକାରୀ ସାକ୍ଷୀ