Browsing Category

ଆଞ୍ଚଳିକ

ଗଛକୁ ପିଟିହୋଇ ବାଇକ ଆରୋହୀ ମୃତ

କୁଆଁରମୁଣ୍ଡା(୧୨/୦୫) : ଆଜି ସନ୍ଧ୍ୟାରେ କୁଆଁରମୁଣ୍ଡା ବ୍ଳକ ଉସରା ପଂଚାୟତ ଅର୍ନ୍ତଗତ ବ୍ରାହ୍ମଣ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବସ୍ତିରେ ରହୁଥିବା ଚନ୍ଦୁ ଗୌଡ ଙ୍କ ପୁଅ ବିକାଶ ଗୌଡ (୩୦) ଏକ ହଣ୍ଡାସାଇନି ବାଇକ ରେ ଘରୁ ବାହାରି କୁଆଁରମୁଣ୍ଡା ଯିବା ବାଟରେ ଏକ ଗଛକୁ ପିଟିଦେଇ…

ବିଜେପି ମଣ୍ଡଳ ସଭାପତି ପରିବର୍ତ୍ତନ…

ଛତ୍ରପୁର : ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ନେତୃତ୍ଵରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଗଞ୍ଜାମ ଏନଏସି, ଟାଙ୍ଗଣାପଲ୍ଲୀ ଓ କଣମଣା ମଣ୍ଡଳ ର ସଭାପତି ପରିବର୍ତ୍ତନ କରିଛନ୍ତି l…

ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା ବୈଠକ

ଛତ୍ରପୁର (୧୧.୦୫) : ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମୀକ୍ଷା ବୈଠକ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲ ଠାରେ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସହରାଞ୍ଚଳ…

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ କମିଟି ବୈଠକ

ଛତ୍ରପୁର (୧୨.୦୫) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ କମିଟି ବୈଠକ ଆଭାସୀ ମାଧ୍ୟମରେ ଗୁରୁବାର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ସଦାସର୍ବଦା ସଜାଗ ରହିଛି ।…

ବିଏମସି ର ଟଙ୍କାରେ କର୍ପୋରେଟର ଘର ପାଲଟିଲା ପାର୍କ : ପ୍ରଶାସନ ଜାଣି ବି ଅଜଣା…

ବ୍ରହ୍ମପୁର : ବିଏମସି ଟଙ୍କାରେ କର୍ପୋରେଟରଙ୍କ ଘର ପାଲଟିଲା ପାର୍କ । ସୂଚନା ଥାଉକି ବିଏମସିର ୩୮ ନଂ ୱାର୍ଡ ଅନ୍ତର୍ଗତ ଲାଞ୍ଜିପଲ୍ଲି ଗାଇ ପଡ଼ିଆ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅଞ୍ଚଳର କର୍ପୋରେଟର ନିଜ ସୁବିଧା ପାଇଁ ବିଏମସି ଟଙ୍କାରେ ନିଜ ଘର ପାଖରେ ହିଁ ବ୍ୟାୟାମ…

ବଜ୍ରାଘାତରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ

ଗୁଣପୁର (୧୧/୫) : ପୂଟାସିଂ ଥାନା ଅନ୍ତର୍ଗତ ଲିମାଲିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସନ୍ଧ୍ୟା ୪ ଟା ସମୟରେ ଘଡ଼ଘଡ଼ି ସହ ପବନ ବର୍ଷା ହୋଇଥିଲା । ୪୭ ବର୍ଷ ବୟସ୍କ ପୀତବାସ ପାଲ ନାମକ ଏକ ବ୍ୟକ୍ତି ନିଜ ଘର ବାରିପଟେ ପବନରେ ପଡ଼ିଥିବା ଆମ୍ବ ଗୋଟାଇ ବାକୁ ଯାଇଥିବା ବେଳେ…

ଜିଲ୍ଲା ଓକିଲସଙ୍ଘର ଅସମ୍ପୂର୍ଣ୍ଣ କାର୍ଯ୍ୟାଳୟ ଗୃହ ନିର୍ମାଣ କରିବା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ

ନବରଙ୍ଗପୁର (୧୧/୫) : ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ଶ୍ରୀ ନରସିଂହ ତ୍ରିପାଠୀଙ୍କ ନେତୃତ୍ୱ ରେ ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କୁ ଭେଟି ଏକ ପତ୍ର ମାଧ୍ୟମରେ ଜିଲ୍ଲା ଓକିଲ ସଙ୍ଘ ର କାର୍ଯ୍ୟାଳୟ କୁ ସମ୍ପୂର୍ଣ୍ଣ କରିବା…

୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା : ସମାଜସେବୀଙ୍କ ସହାୟତାରେ ଘରକୁ ଗଲେ

ଛତ୍ରପୁର : ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ…

ହିଞ୍ଜିଳିକାଟୁରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଘରୋଇ ବସ୍ ଜବତ

ହିଞ୍ଜିଳିକାଟୁ ୧୧। ୫ : ହିଞ୍ଜିଳିକାଟୁ ରେ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଜୋର । ଗୁରୁବାର ଛତ୍ରପୁର ଆଞ୍ଚଳିକ ପରିବହନ ଵିଭାଗ ପକ୍ଷରୁ ମୋଟର ଭେଇକିଲ ନିୟମ ଅନୁସାରେ ଭାରିଯାନ ଯାଞ୍ଚ କରି ହିଞ୍ଜିଳିକାଟୁ ଆସୁଥିବା ସମୟରେ ହିଞ୍ଜିଳିକାଟୁ ଆର ଏମସି ଛକ ରେ ଆସିକା ଠାରୁ ଵ୍ରହ୍ମପୁର ଯାଉଥିବା…

କାଶିପୁର ବ୍ଲକ ବିଭିନ୍ନ ମୌଳିକ ସୁବିଧା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ରାୟଗଡା : ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ସ୍କୁଲ, ଅଙ୍ଗନବାଡି ଭିତ୍ତିଭୂମି, ପ୍ରତି ପରିବାର କୁ ପନିପରିବା ବିହନ ପୋଷଣ ଯୋଜନା ଲାଗୁ କରିବା,ରାସ୍ତା ଘାଟ, ପ୍ରଧାନମନ୍ତ୍ରୀ ଆବାସ, ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ,…