Browsing Category

ଆଞ୍ଚଳିକ

ଫୁଲବାଣୀଠାରେ ଆକାଶବାଣୀ ଏଫ୍ଏମ୍ କେନ୍ଦ୍ର ଉଦ୍‌ଘାଟିତ

ଫୁଲବାଣୀ: କେନ୍ଦ୍ର ସରକାରଙ୍କ ପ୍ରସାର ଭାରତୀ ଆନୁକୂଲ୍ୟରେ ଫୁଲବାଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଭର୍ଚୁଆଲ ମୋଡ଼ରେ ଏଫ୍ଏମ୍ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ୧୦୦.୧ ଫ୍ରିକ୍ୟୁଏନ୍ସୀରେ ଏହି କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।…

ପ୍ରାଣୀ ଚିକିତ୍ସକମାନେ ପଶୁମାନଙ୍କର ରୋଗ ସହିତ ସମାଜକୁ ମଧ୍ୟ ଦେଖୁଛନ୍ତି : ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

ଫୁଲବାଣୀ ( ୨୯/୦୪) : ବର୍ଷସାରା ପ୍ରାଣୀସମ୍ପଦର ବିକାଶ ତଥା ମଙ୍ଗଳ ନିମନ୍ତେ ବିଭିନ୍ନ କାର୍ଯ୍ୟ କରାଯାଉଛି । କିନ୍ତୁ ପ୍ରତି ବର୍ଷ ଅପ୍ରେଲ ମାସ ୨୯ତାରିଖ ଦିନ ପ୍ରାଣୀ ଚିକିତ୍ସକ ମାନଙ୍କର ସମାଜ ପ୍ରତି ଅବଦାନ, ପ୍ରାଣୀ ଚିକିତ୍ସା ସେବା ନିମନ୍ତେ ବିଶ୍ବସ୍ତରରେ ନେତୃତ୍ବ ପ୍ରଦାନ ଏବଂ…

ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର…

ହିଞ୍ଜିଳିକାଟୁ (୨୯।୪) : ନିଖୋଜ ଥିବା ମହିଳା ଙ୍କ ମୃତଦେହ ଶନିବାର କବିସୂର୍ଯ୍ୟନଗର ଅଧିନସ୍ଥ ଜଗତି ପାହାଡ଼ରୁ ଉଦ୍ଧାର ହୋଇଛି।ଗତ ୨୩ ତାରିଖରୁ ହିଞ୍ଜିଳି ଥାନା ଶିକିରି ଗ୍ରାମର ଅମୂଲୀ ନାହାକ ନିଖୋଜ ରହିଥିବା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିଵାର ଲୋକେ । ଘଟଣାରୁ…

ଦିବ୍ୟାଙ୍ଗ ଦେବକୀ ପାଇଁ ସରକାରୀ ଯୋଜନା ସାତସପନ : ୧୮ ବର୍ଷ ପରେ ବି ମିଳିନି ସରକାରୀ ସୁବିଧା

ନବରଂଗପୁର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଝରିଗାଁ ବ୍ଲକର ଜଣେ ବୃଦ୍ଧା ଚାଲିପାରୁ ନ ଥିବା ବେଳେ ଏକ ଚୌକିର ସାହାରାରେ ଭତ୍ତା ପାଇଁ ଦୀର୍ଘ କିଲୋମିଟର ଯିବାକୁ ପଡୁଥିବାରୁ ସ୍ଥାନୀୟ ପ୍ରଶାସନ ଓ ବ୍ୟାଙ୍କକୁ ଟ୍ବିଟ କରି ପ୍ରଶ୍ନ କରିଥିଲେ। ଜିଲ୍ଲା ଭିନ୍ନକ୍ଷମ ସଂଘ…

୧୧ଟି ବ୍ୟବସାୟ ପ୍ରତିଷ୍ଠାନରେ ଚଢାଉ, ବିପୁଳ ପରିମାଣର ପଲିଥିନ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ

ମାଲକାନଗିରି,(୨୯।୪) : ମାଲକାନଗିରି ପୌର ପରିଷଦ ଓ ପୋଲିସ ମିଳିତ ଭାବେ ଆଜି ସହରର ୧୧ଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଡାଉ କରିଥିଲୋ ଏହି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସରକାରଙ୍କ ଦ୍ୱାରା ନିଶିଦ୍ଧ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଗଛିତ ଥିବା ଏବଂ ଏହି ବ୍ୟବସାୟୀ ମାନେ ଏହାକୁ ବିକ୍ରି…

ନାରାୟଣପୁର ଗ୍ରାମରେ ୨୪ ପ୍ରହର ନାମଯଜ୍ଞ ଆରମ୍ଭ     

ଗୋପାଳପୁର (୨୯/୪) : ଗୋପାଳପୁର ନିକଟସ୍ଥ ନାରାୟଣପୁର ଗ୍ରାମରେ ଆଜି ୨୪ ପହର ନାମ ଯଜ୍ଞ ଆରମ୍ଭ ହୋଇଛି। ଗ୍ରାମର ପୋଖରୀ ରୁ ଗ୍ରାମର ବହୁ ପୁରୁଷ ଓ ମହିଳା ନୂତନ ବସ୍ତ୍ର ପରିଧାନ କରି ୧୦୮ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରି  ଶ୍ରୀ ଶ୍ରୀ ଶ୍ରୀ ଚୈତନ୍ୟ ମହା ପ୍ରଭୁଙ୍କ ଅସ୍ଥାୟୀ ପୂଜା…

ଉତ୍କଳରେ ‘ଉତ୍ସବ ଓଡ଼ିଶା’ ଆରମ୍ଭ : ରାଷ୍ଟ୍ର ଗଠନରେ ଓଡ଼ିଶାର ଅବଦାନ ଅନନ୍ୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ପକ୍ଷରୁ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ‘ଉତ୍ସବ ଓଡ଼ିଶା’ ଆଜିଠାରୁ ଆରମ୍ଭ ହୋଇଛି। ବାଣୀବିହାର ଏମକେସିଜି ଅଡିଟୋରିଅମରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ…

ରାୟଗଡ଼ା ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କାଶିପୁର : ଆଜି ସମଗ୍ର ଭାରତରେ ଜି-୨୦ ଆଧାରିତ ଏଲ୍‍-୨୦ ଗୋଟିଏ ବିଭାଗ ପର୍ଯ୍ୟାବରଣର ସଚେତନ ପାଇଁ କେନ୍ଦ୍ର ନିଷ୍ପତ୍ତି କ୍ରମେ ସମଗ୍ର ସମାଜକୁ ଜାଗ୍ରତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେପର୍ଯ୍ୟାବରଣ ମଞ୍ଚ ଓଡିଶା ପ୍ରାନ୍ତର ରାୟଗଡ଼ା ଜିଲ୍ଲା…

ବାଲିଗୁଡ଼ାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ପାଳିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଡିଡିୟୁ-ଜିକେୱାଇ ଅନୁଷ୍ଠାନ ଓ ଉତ୍କଳ ସମ୍ମିଳନୀର ମିଳିତ ଉଦ୍ୟମରେ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଭରତବାସୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉତ୍କଳ ସମ୍ମିଳନୀର…

କାଳବୈଶାଖି ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସିଟ ପ୍ରଦାନ କଲେ ବିଧାୟକ

କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବାସଙ୍ଗମାଳି,କଜାଂକଣା,ସିରିପାଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ କାଳବୈଶାଖି ପ୍ରଭାବରେ ଅନେକ ପରିବାର ଲୋକଙ୍କ ଟିଣ, ଛପର, ସିଟ ଉଡେଇ ଦେଇଥିବା ଫଳରେ ପରିବାର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ । ଏନେଇ ରାୟଗଡା ବିଧାୟକ…