Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ସହାୟତା ନେଇ କର୍ମଶାଳା…
ଫୁଲବାଣୀ : ଆଜିର ଦିନରେ ମାନସିକ ସ୍ଵାସ୍ଥ୍ୟ ଏକ ବିଶ୍ବସ୍ତରର ସମସ୍ୟା ହୋଇଥିବାବେଳେ ଆମ ଦେଶରେ ମଧ୍ୟ ମାନସିକ ଭାବରେ ଦୁର୍ବଳ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ‘ବେସିକ ନିଡ୍ ଇଂଡିଆ’ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସ୍ପାତୀ’ର ମିଳିତ ସହଯୋଗରେ ୨୭ ଅପ୍ରେଲ ୨୦୨୩!-->…
ଟିମ କ୍ଲିନ ସିଟି ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ…
ବ୍ରହ୍ମପୁର : ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟରରେ ହୋଇଥିବା ଆତଙ୍କି ହାମଲାରେ 5ଜଣ ଯବାନ ସହୀଦ ହୋଇଥିଲେ। ସେଥି ମଧ୍ୟରୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କ ଦେଶ ମାତୃକା ପାଇଁ ବଳିଦାନକୁ ନେଇ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ। ସେହିଭଳି ଗତକାଲି!-->…
କାଲିଠୁ ଉତ୍କଳରେ ଆରମ୍ଭ ହେବ ‘ଉତ୍ସବ ଓଡ଼ିଶା’, ସମୀକ୍ଷା କଲେ କୁଳପତି
ଆଜାଦି କା ଅମୃତ ମହୋତ୍ସବ ଏବଂ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି ଓ ଜାତୀୟ ସଂହତି ପର୍ଯ୍ୟବସିତ ‘ଉତ୍ସବ ଓଡ଼ିଶା’ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିସ ପକ୍ଷରୁ ଜାତୀୟ ସଂହତି ଓ ସଂସ୍କୃତି ଉତ୍ସବ ‘ଉତ୍ସବ ଓଡ଼ିଶା’ ଅପ୍ରେଲ ୨୮-୨୯, ୨୦୨୩ରେ!-->…
ଅଶ୍ଳୀଳ ଭିଡିଓ ଭାଇରାଲ : ଜଣେ ଗିରଫ
ହିଞ୍ଜିଳିକାଟୁ (୨୭।୪) : ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ କୋଦଳା ଥାନା ଅନ୍ତର୍ଗତ ସଚିନା ଗାଁ ର ନରେଶ ପ୍ରଧାନ ଓରଫ ସିଲୁ ଙ୍କୁ ଗୁରୁବାର ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ହିଞ୍ଜିଳି ଥାନା!-->…
ଅପହୃତା ନାବାଳିକା ଉଦ୍ଧାର
ହିଞ୍ଜିଳିକାଟୁ ୨୭।୪ : ହିଞ୍ଜିଳି ଥାନା ଅଞ୍ଚଳରୁ ଏପ୍ରିଲ ୨୪ତାରିଖରେ ଅପହୃତା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ କାବୁ କରିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଉକ୍ତ ନାବାଳିକାଙ୍କ ସନ୍ଧାନ ଲାଗି ତାଙ୍କ ପିତାମାତା ଥାନାରେ ଅଭିଯୋଗ କରିଥିଲେ। ହିଞ୍ଜିଳି ଥାନା!-->…
ଗ୍ୟାସ ମରାମତି ବେଳେ ଅଗ୍ନିକାଣ୍ଡ, ୪ ଆହତ ଜଣେ ଗୁରୁତର
ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ଫାଣ୍ଡି ଅଧିନସ୍ତ ଚିକିଟୀ ଗଡର କୁମ୍ଭାର ସାହିରେ ଗ୍ୟାସ ଅଘଟଣରେ ଚାରିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର I ସୂଚନା ପ୍ରକାରେ ଆଜି ଅର୍ଥାତ ଗୁରୁବାର ସନ୍ଧ୍ୟାରେ ଚିକିଟୀ ଗଡର କୁମ୍ଭାର ସାହିର ବିଶ୍ୱନାଥ ବେହେରା ଙ୍କ ଘରେ ଦେବେନ୍ଦ୍ର ମହାନ୍ତି!-->…
ଟିକିରି ଉଚ୍ଚ ବିଦ୍ୟାଳୟ ରେ +୨କଲେଜ ଉଦଘାଟନ
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଉଚ୍ଚବିଦ୍ୟାଳୟ ରେ +୨କଲେଜ ଉଦ୍ଘାଟିତ ହୋଇଯାଇଛି ।ରାୟଗଡା ବିଧାୟକ ମକରନ୍ଦ ମୂଦୁଲି ଆଜି ସକାଳ ୧୦ଘଣ୍ଟା ସମୟରେ ଉଦଘାଟନ କଲେ।ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣି ଗୃହକୁ ମହାବିଦ୍ୟାଳୟ ରୂପେ ବ୍ୟବହାର କରାଯିବ କାଶିପୁର ମାମାଣିକେଶ୍ଵରୀ!-->…
ସହଦେଵ ଟିକରପଡା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ
ଚିକିଟୀ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧିନରେ ସହଦେଵ ଟିକର ପଡ଼ାରେ ତା ୨୫.୦୩.୨୦୨୩ ରିଖରେ ହୋଇଥିବା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖୁଲାମ ଖୁଲା ବୁଲୁଥିବା ବେଳେ ମଧ୍ୟ ବର୍ତ୍ତମାନ ସୁଧା ପୋଲିସ ଗିରଫ କରିବାକୁ ଡରୁଥିବା ଅଭିଯୋଗ ଆଣିଛନ୍ତି ଭାଜପାର ଦିଗପହଣ୍ଡି!-->…
ପାନୀୟ ଜଳ ସଙ୍କଟକୁ ନେଇ ସରକାରଙ୍କ ୨୪ ଘଣ୍ଟିଆ ପାଣି ଯୋଗାଣ ପ୍ରହସନ
ହିଞ୍ଜିଳିକାଟୁ ୨୭।୪ : ହିଞ୍ଜିଳିକାଟୁ ପାଟଣା ସାହି ରେ ଖରାଦିନେ ଉତ୍କଟ ହେଉଛି ପିଇବା ପାଣି ସମସ୍ୟା । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପାଟଣା!-->…
ସେବାଶ୍ରମର ପାଚିକା ଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ସହ ଜୋରିମାନା ଆଦେଶ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ କୋଟଗଡ ଦେୱାନୀ ଓ ଫୌଜଦାରି ଅଦାଲତ କୋର୍ଟରେ ବିଚାରଣ କରି କୋଟଗଡ ଦେୱାନୀ ଓ ଫୌଜଦାରୀ ଅଦାଲତର ପ୍ରଥମ ବିଚାର ବିଭାଗୀୟ ବିଚାରପତି!-->…