Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଧାୟକଙ୍କ ଦ୍ୱାରା ଗୋଷ୍ଠୀ କେନ୍ଦ୍ର ଉଦଘାଟିତ
ଦାରିଙ୍ଗବାଡ଼ି(୨୫/୪) : ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତର ପରପାଙ୍ଗା ଗ୍ରାମର ଗୋଷ୍ଠୀ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ପରପାଙ୍ଗା ଗୋଷ୍ଠୀ କେନ୍ଦ୍ର ଉଦଘାଟନ!-->!-->!-->…
ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ ରୂପାନ୍ତରଣ
ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ
ଛାତ୍ର ମାନଙ୍କ ସଫଳତା ଓଡିଶାର ସଫଳତା – ମୁଖ୍ୟମନ୍ତ୍ରୀ
ଆମେ ଭାବିଥିଲୁ କେବଳ ସ୍ବଚ୍ଛଳ ବର୍ଗର ପିଲାମାନେ ଉନ୍ନତ ଶିକ୍ଷା ସୁବିଧା ପାଇପାରିବେ, କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଆମର ଧାରଣା ଦୂର!-->!-->!-->!-->!-->…
ଅବ୍ୟବସ୍ଥା ଘେରରେ ଉମରକୋଟ ଜୋନାଲ ହସ୍ପିଟାଲ
ଉମରକୋଟ (୨୫/୦୪) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ମୁଖ୍ୟ ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ର ରାଇଘର ଓ ଉମରକୋଟର ପ୍ରାଣ କେନ୍ଦ୍ର କହିଲେ ଭୁଲ ହେବ ନାହିଁ ଏହି ଜୋନାଲ ହସ୍ପିଟାଲ ଉପରେ କେବଳ ଉମରକୋଟ ନୁହଁ ରାଇଘର, ଝରୀଗାଁ, ଚନ୍ଦାହାଣ୍ଡି ବ୍ଲକ ଏବଂ ପଡୋଶୀ ଛତିଶଗଡ ଅଞ୍ଚଳ ର ଅନେକ ରୋଗୀ ନିର୍ଭର!-->…
” ଦୋଛକିରେ ଆଦିବାସୀ ଭାଷା” : ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଷା ସଂରକ୍ଷଣ ପାଇଁ ଆୟୋଜିତ ହେଲା କର୍ମଶାଳା
ଭୁବନେଶ୍ବର(୨୫/୦୪) : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ (STIR) ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। "ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ!-->…
ଇତିହାସ ବିଭାଗର ଜନସଚେତନତା
ହିଞ୍ଜିଳିକାଟୁ (୨୫/୦୪) : ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ(ସ୍ଵୟଂଶାସିତ), ପରିସରରେ ମଙ୍ଗଳବାର ପ୍ରାତଃ ୭ ଘଣ୍ଟା ସମୟରେ ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଲପୁର ଠାରେ ଇତିହାସ ବିଭାଗ ତରଫରୁ "'ମୋବାଇଲର ଅପବ୍ୟବହାର " ଶୀର୍ଷକ ଏକ ସମ୍ପ୍ରସାରଣ ତଥା ଜନସଚେତନତା କାର୍ଯକ୍ରମ ହୋଇଥିଲା ।!-->…
ମୋବାଇଲ ଚଳାଉଥିବା ବେଳେ ମୁହଁରେ ହେଲା ବିସ୍ଫୋରଣ, ଚାଲିଗଲା ଛାତ୍ରୀଙ୍କ ଜୀବନ
ତ୍ରିଭେନ୍ଦ୍ରମ : ପୁଣିଥରେ ମୋବାଇଲରୁ ଘଟିଛି ଅଘଟଣ । ମୋବାଇଲ ବିସ୍ଫୋରଣରେ ଯାଇଛି ଛାତ୍ରୀଙ୍କ ଜୀବନ। ଛାତ୍ରୀ ଜଣଙ୍କ ମୋବାଇଲ ଚଳାଉଥିବା ବେଳେ ଏହା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସିଧା ମୁହଁରେ ହେବାରୁ କେରଳରେ ଜଣେ ୮ ବର୍ଷୀୟ ଝିଅର ମୃତ୍ୟୁ ଘଟିଛି। ୩ୟ ଶ୍ରେଣୀରେ ପଢ଼ୁଥିବା ଆଦିତ୍ୟାଶ୍ରୀ!-->…
ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ସଚେତନତା ସଭା
ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପାଳିତ ହେଲା ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ସଚେତନତା ସଭା। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଆଜିର ଏହି କଯ୍ୟକ୍ରମର ଆୟଜନ କରାଯାଇଥିଲା। ଏହି କଯ୍ୟକ୍ରମରେ କିପରି!-->…
ପିସିସି ମୁଖପାତ୍ର ହେଲେ ପୀତବାସ ପଣ୍ଡା…
ବ୍ରହ୍ମପୁର : ସଦ୍ୟପ୍ରକାଶୀତ ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲର ରାଜ୍ୟ ମୁଖପାତ୍ର ଭାବରେ ବ୍ରହ୍ମପୁରର ପିସିସି ସଭ୍ୟ , ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଗଞ୍ଜାମ ଜିଲ୍ଲା ସଭାପତି ତଥା ସହରର ଜଣା ଶୁଣା ଆଇନଜୀବୀ ପୀତବାସ ପଣ୍ଡା ଙ୍କୁ ପିସିସି ମୁଖପାତ୍ର ଦାୟିତ୍ବ ମିଳିଥିବାରୁ!-->!-->!-->…
ଡମ୍ପର ସହ ଧକ୍କା ହୋଇ ଜଳିଗଲା ବାଇକ, ୧ ମୃତ
କୁଆଁରମୁଣ୍ଡା : ତଲସରା(ବିରମିତ୍ରପୁର ଥାନା)ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିରମିତ୍ରପୁର ( ତଲସରା)ରେ - ଗତକାଲି ସନ୍ଧ୍ୟା ସାତଟା ସମୟରେ ଏକ ବାଲି ବୋଝେଇ ଡମ୍ପର (ଓଆର1495)ଦୁର୍ଘଟଣାର ଶିକାର ହୋଇଛି । କୁଆଁରମୁଣ୍ଡାରୁ ବାଲି ନେଇ ଉକ୍ତ ଡମ୍ପର ବିରମିତ୍ରପୁର ଅଭିମୁଖେ ଯାଉଥିଲା, ହଠାତ!-->…
ଡିଜେକୁ ବାରଣ କରି ଶବ୍ଦ ପ୍ରଦୂଷଣ ରୋକାଯାଉ
ନବରଙ୍ଗପୁର : ବିବାହ, ବ୍ରତ ଅବା ଯେକୌଣସି ଶୋଭାଯାତ୍ରା ବାହାରିଲେ ଡିଜେ କଥା ଭାବି ଛାତି ଦୁଲୁକି ଉଠୁଚି। ବିଭିନ୍ନ କାର୍ଯ୍ୟକ୍ରମରେ ଛାତିଥରା ଡିଜେ ବଜାଇ ନାଚଗୀତରେ ମସଗୁଲ ହେବା ଦେଖାଯାଉଛି। ଡିଜେ ବଜାଇବା ଦ୍ବାରା ତୀବ୍ର ଶବ୍ଦ ପ୍ରଦୂଷଣ ସୃଷ୍ଟି ହେଉଛି ଓ ସାଧାରଣ ସାମାଜିକ ଜୀବନରେ!-->…