Browsing Category

ଆଞ୍ଚଳିକ

ଶ୍ରଦ୍ଧା ଫାଉଣ୍ଡେସନର ବାର୍ଷିକ ଉତ୍ସବ , ବହୁ ପ୍ରତିଭାଧାରୀ ସମ୍ମାନିତ

ବ୍ରହ୍ମପୁର (୧୯/୪) : ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଶନିବାର ରେଲ୍ ୱେ ଇନଷ୍ଟିଚ୍ୟୁଟ ମଣ୍ଡପ ପରିସରରେ ଉତ୍ସବ ୨୦୨୬ ନାମରେ ଆୟୋଜିତ ହୋଇଯାଇଛି ।ଫାଉଣ୍ଡେସନ ର ମୁଖ୍ୟ ପରିଚାଳିକା ଶ୍ରଦ୍ଧାଞ୍ଜଳୀ ପାଢ଼ୀ ଓ ସଭାପତି ପ୍ରଣବ କୁମାର୍ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ…

ଜିଲ୍ଲାସ୍ତରୀୟ ସିଏମ କପ ୨୦୨୬ – ଗଞ୍ଜାମ ଜିଲ୍ଲାରେ ଆୟୋଜିତ

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଆୟୋଜିତ ସି. ଏମ କପ ୨୦୨୬ ଆଜି ଫୂଟବଲ ଖେଳ ର ପ୍ରଥମ ମ୍ୟାଚ ଓ. ଏ. ଭି. ସି୍ଧେଶ୍ୱର ସ୍କୁଲ ବାଳକ ଦଳ ଓ ଡ଼ି.ଏ.ଭି ପବ୍ଲିକ ସ୍କୁଲ ବାଳକ ମଧ୍ୟରେ ଖେଳା ଯାଇଥିଲା ଏବଂ ଡ଼ି.ଏ.ଭି ପବ୍ଲିକ ସ୍କୁଲ ୬-୦ ଗୋଲ ରେ ବିଜୟ ହାସଲ…

ଭାରତୀୟ ମଜଦୂର ସଂଘ ରାମନାଗୁଡା ବ୍ଲକ ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରାମନାଗୁଡା ଭାରତୀୟ ମଜଦୂର ସଂଘର ବ୍ଳକ ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ ଭାରତୀୟ ମଜଦୂର…

ଅସଲି କିଏ, ଆଉ ନକଲି କିଏ ? କହିବ କିଏ ?କନ୍ଧମାଳ ଜିଲ୍ଲା ରେ ମାଳମାଳ ସାମ୍ବାଦିକ : ପ୍ରଶାସନ ପାଖରେ ନାହିଁ ସଠିକ…

କନ୍ଧମାଳ, ତା, ୧୮/୦୪: ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସାମ୍ବାଦିକ ନାମରେ ଅନେକ ବ୍ୟକ୍ତି ନିଜକୁ ପରିଚୟ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏ ସାମ୍ବାଦିକ ପଦ ବୋଲାଉଥିବା ବ୍ୟକ୍ତି ମାନେ ପ୍ରକୃତ ରେ କିଏ ଅସଲି ଆଉ କିଏ ନକଲି ତାହା ଜଣା ପଡୁନାହିଁ l କେହି କେବେ, ମାନେ କିଛି ବର୍ଷ…

ଆସିକା ସୁନାମ୍ବ ସାହି ଋଷି କୂଲ୍ୟା ନଦୀ ଠାରେ ଜନସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ବନ୍ଧା ଯାଇଥିବା ଘାଇକୁ ବାଲି ମାଫିଆ ମାନେ…

ପାନୀୟ ଜଳ ପାଇଁ ଲୋକେ ହାହାକାର ଏପଟେ ପ୍ରଶାସନ ନିରବ ଦ୍ରଷ୍ଟା …..!ବ୍ରହ୍ମପୁର: ଆସିକା ସହରରେ ପାନୀୟ ଜଳ ସମସ୍ୟା କୁ ଦେଖି ଆସିକା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁନାମ୍ବ ସାହି ସ୍ଥିତ ଋଷିକୂଲ୍ୟା ନଦୀର ଜଳକୁ ଘେରି ବନ୍ଧ କରି ବାନ୍ଧିଥିଲେ। ଗତ ଶନିବାର ରାତ୍ରରେ ଟ୍ରାକ୍ଟର ରେ ବାଲି…

ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ

ବାଲିଗୁଡା, ତା, ୧୮/୦୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ବିଟ୍ ଶିମିଳିପଦର ଜଙ୍ଗଲରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। କିଛିଦିନ ହେବ କଳାହାଣ୍ଡି ଜିଲ୍ଲାରୁ ୨୬ ଟିକିଆ ହାତୀପଲ ବେଲଘର ରେଞ୍ଜ ଝିରିପାଣି ବିଟରେ ପ୍ରବେଶ କରିଥିବା ବେଳେ ପ୍ରାୟ ୧୦…

ଶିକ୍ଷକଙ୍କ ଅକାଳ ଦେହାନ୍ତ, ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ନୟାଗଡ଼, ୧୮/୦୪(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପାମ୍ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଅଟ୍ଟଙ୍କ ଅକାଳ ଦେହାନ୍ତ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମିଳିଥିବା ସୂଚନାନୁସାରେ, ତାଙ୍କର ନିଜ ଗାଁ…

ଗ୍ୟାସ ଅଭାବରେ ଜନଜୀବନ ଅସ୍ତ ବ୍ୟସ୍ତ – ପ୍ରତିବାଦରେ କଂଗ୍ରେସ ଆଜି ରାଜରାସ୍ତା ରେ…

ଉମରକୋଟ, (୧୮/୦୪/୨୦୨୬) ରନ୍ଧନ ଗ୍ୟାସ ଯୋଗାଣରେ ଦୀର୍ଘଦିନ ଧରି ଚାଲୁଥିବା ଅନିୟମିତତା ଓ ଅବ୍ୟବସ୍ଥା ପାଇଁ ଉମରକୋଟ ଅଞ୍ଚଳରେ ସାଧାରଣ ଲୋକଙ୍କ ଜୀବନ ଅସ୍ଥିର ହୋଇପଡ଼ିଛି। ଦିନକୁ ଦିନ ଗ୍ୟାସ ଅଭାବ ବୃଦ୍ଧି ପାଇବା ସହିତ ଖାଉଟିମାନେ ଦୁର୍ଭୋଗର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ଓ ଗ୍ୟାସ…

ବ୍ରହ୍ମପୁର ସଦର ଥାନା ଆଦାୟ ପ୍ରବଳ କାର୍ଯ୍ୟ ଦୁର୍ବଳ…..!

ଚୋରା ବାଲି ଚାଲାଣ ବେଳେ ଅଟକ ରଖି ଅର୍ଥ ଆଦାୟ ଅଭିଯୋଗ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ଦୁଇ ଥାନା ସଦର ଓ ନିମଖଣ୍ଡି ଏବେ ଚର୍ଚ୍ଚାରେ ରହିଛି। ସଦର ଥାନା କୁକୁଡାଖଣ୍ଡି ଦେଇ ଏବଂ ନିମଖଣ୍ଡି ଥାନା ଗୁରଣ୍ଠି ଓ ହୁଗୁଳାପଟା ଦେଇ ସହର ମଧ୍ୟକୁ ପ୍ରବେଶ କରୁଛି,ଦୈନିକ ସହ…

ବୀରମିତ୍ରପୁରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ବୀରମିତ୍ରପୁର: ଆଜି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୀରମିତ୍ରପୁର ଟାଉନ ହଲ୍ ପରିସରରେ ଏକ ସାଧାରଣ ସଭା ଆୟୋଜନ…