Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଭାଗୀୟ ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଉମରକୋଟ ୩୧/୦୩ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତହସିଲ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ମଧୁସୂଦନ ମାଝୀଙ୍କ ସଭାପତିତ୍ୱରେ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଶ୍ରୀ ଉଦୟ ଭାସ୍କର ପଟନାୟକଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।!-->…
କିରୀକୁଟି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଦାରିଙ୍ଗବାଡ଼ି,୩୧/୩,ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିରୀକୁଟି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କୈସିକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁଶାନ୍ତ କୁମାର!-->…
ବିଜେଡିର ଚାଣକ୍ୟ ସାନଦେଓଙ୍କ ପରଲୋକ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟି ରାଜନୀତି କ୍ଷେତ୍ରରେ ବିଜେଡିର ଚାଣକ୍ୟ ଭାବେ ପରିଚିତ ସମସ୍ତଙ୍କ ପ୍ରିୟ ସାନଦେଓ ଙ୍କ ଗୁରୁବାର ମଧ୍ୟରାତ୍ର ରେ ପରଲୋକ ହୋଇଯାଇଛି । ତାଙ୍କର ପ୍ରକୃତ ନାମ ଦୁର୍ଗା ପ୍ରସାଦ ଦେଓ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୦ ବର୍ଷ ବୟସ ହୋଇଥିବା ଜଣାପଡିଛି।!-->…
ପରିବା ବଜାର ଶୌଚାଳୟ ରେ ଝୁଲୁଛି ତାଲା…
ହିଞ୍ଜିଳିକାଟୁ (୩୧।୩) : ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ବିଭିନ୍ନ ଯୋଜନାରେ ନିର୍ମାଣ କରୁଛି ନୂଆ ଶୌଚାଳୟ। କିନ୍ତୁ ପୁରୁଣା ଶୌଚାଳୟ ପୁରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦିଗରେ ଦୃଷ୍ଟି ଦେଉନାହିଁ । ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ତରାତରାରିଣୀ ଷ୍ଟାଣ୍ଡ ନିକଟ ପଟେଲ ମାର୍କେଟ ଛକ ଶୌଚାଳୟ!-->…
ଦାରିଙ୍ଗବାଡ଼ିରେ ଇଷ୍ଟେର କାଣ୍ଟାଟା କାର୍ଯ୍ୟକ୍ରମ ନେଇଁ ଯୁବଗୋଷ୍ଠୀଙ୍କ ନିମନ୍ତ୍ରଣ
ଦାରିଙ୍ଗବାଡ଼ି,୩୧/୩ : ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ଭଳି ଇଷ୍ଟେର କାଣ୍ଟାଟା କାର୍ଯ୍ୟକ୍ରମ ଆସନ୍ତା ୪ତାରିଖରେ ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ହେବାର ରହିଛି । ଏଥିପାଇଁ ଗୁଡ୍ ନ୍ୟୁସ୍ ଚର୍ଚ୍ଚ ପକ୍ଷରୁ ଯୁବଗୋଷ୍ଠୀ ଦାରିଙ୍ଗବାଡ଼ି ବଜାର ବୁଲି ଲୋକଙ୍କୁ ନିମନ୍ତ୍ରଣ କରିବା ସହ ଏହାର ମାହାତ୍ମ୍ୟ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ୧୭ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ବିଚାର କରି ଦୁର୍ଗାପ୍ରସାଦ ପ୍ରଧାନ ୨୭ବର୍ଷ ପିତା ଯୁଧିଷ୍ଠିର!-->…
5ଟି ସଚିବ ଓ ସାଙ୍ଗଠନିକ ସମ୍ପାଦକଙ୍କ ମାଲକାନଗିରି ଗସ୍ତ ନେଇ ପ୍ରଶ୍ନ ଉଠାଇଲା ବିଜେପି…
ମାଲକାନଗିରି : ଆଜିସ୍ଥାନୀୟ ବିଧାୟକ ଙ୍କ ବାସଭବନରେ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରେସମିଟ ମାଧ୍ୟମରେ ବିଜେଡିର କାର୍ଯ୍ୟକ୍ରମ ନେଇ ପ୍ରଶ୍ନଉଠାଇଛି । ଗତ ମାର୍ଚ୍ଚ 28 ଓ 29 ତାରିଖ, ଦୁଇ ଦିନ ଧରି ଓଡ଼ିଶାର ତଥାକଥିତ 5ଟି ସଚୀବଙ୍କ ମାଲକାନାଗିରି ଜିଲ୍ଲା ଗସ୍ତ କୁ ନେଇ ପ୍ରଶ୍ନ ଉଠାଇଛି!-->…
ରାହୁଲ ଗାନ୍ଧୀଙ୍କ ସାଂସଦପଦ ରଦ୍ଦ ଘଟଣା ନିନ୍ଦା କରି ଗଞ୍ଜାମ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…
ବ୍ରହ୍ମପୁର :-ରାହୁଲ ଗାନ୍ଧୀଙ୍କ ସଂସଦ ଭବନରୁ ସଦସ୍ୟତା ପଦ କୁ ରଦ୍ଦ କରିବା ଘଟଣା ନିନ୍ଦା ଜାରି ଆଜି ପ୍ରଦେଶ କମିଟି ଡାକରାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ବାପୁଜୀ ଆଶ୍ରମ ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି l ରାହୁଲ ଗାନ୍ଧୀ ଲୋକସଭାରେ ମୋଦି ସରକାର!-->!-->!-->…
ପବିତ୍ର ରାମ ନବମୀରେ ହିନ୍ଦୁ ସମାଜର ବିଶାଳ ଶୋଭାଯାତ୍ରା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ବର୍ଷ ଶ୍ରୀରାମ ନବମୀ ଶୁଭ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ବିଶାଳ ଶୋଭାଯାତ୍ରା ଆୟୋଜନ ହୋଇଥିଲା।ଏହି ଶୋଭା ଯାତ୍ରରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ଜାତି ଧର୍ମର ଭକ୍ତ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ବଜାର!-->…
ଶ୍ରୀରାମ ନବମୀ ଉପଲକ୍ଷେ ବାଇକ ରାଲି, ପଦଯାତ୍ରା
ମାଲକାନଗିରି (୩୦।୩) : ଆଜି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ମାଲକାନଗିରି ସହର ଚଳ ଚଞ୍ଚଳ ହୋଇ ଉଠିଛିା ଶ୍ରୀରାମଙ୍କ ଭକ୍ତମାନେ ଶହ ଶହ ସଂଖ୍ୟାରେ ସକାଳ ୧୦ ଘଟିକା ସମୟରେ ଭୈରବ ମନ୍ଦିର ଠାରୁ ନିଜ ନିଜ ଯାନବାହାନରେ ଲାଲ ପତାକା ଲଗାଇ ଶ୍ରୀରାମଙ୍କ ଏକ ବିଶାଳ ଫଟୋ!-->!-->!-->…