Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାମ୍ବାଦିକ ସଂଘ ତରଫରୁ ଜଗନ୍ନାଥ ମନ୍ଦିରକୁ ପଙ୍ଖା ଦାନ ସହ ଲୋକଙ୍କୁ ପଣା ବିତରଣ
ମାଲକାନଗିରି (୩୦।୩) : ମାଲକାନଗିରି ଜିଲ୍ଲା ସଦର ମହକୁମା ବହୁ ପୁରାତନ ଜଗନ୍ନାଥ ମନ୍ଦିର ପରିସରରେ ନୂତନ ଆନନ୍ଦ ବଜାରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଙ୍ଖାର ବ୍ୟବସ୍ଥା ନଥିବାରୁ ଅନେକ ଭକ୍ତ ପ୍ରସାଦ ସେବନ ସମୟରେ ପ୍ରବଳ ଗରମ ଯୋଗୁଁ ଅତିଷ୍ଟ ହୋଇ ପଡୁଥିଲୋ ଏହି ମନ୍ଦିରରେ ପ୍ରତିଦିନ ପ୍ରସାଦ!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମା ତାରାତାରିଣୀ ଦିବ୍ୟଜ୍ୟୋତି ସମ୍ମାନ
ଫୁଲବାଣୀ : ମା ତାରାତାରିଣୀ ସାହିତ୍ୟ ସଂସଦ ଓ କବି ନଟବର ସିଂ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଶଶୀଭୁଷଣ ରଥ ମହିଳାମହାବିଦ୍ୟାଳୟ ପରିସରରେ ଓଡ଼ିଆ ଓ ଇତିହାସ ବିଭାଗର ଆନ୍ତରାଜ୍ୟ ସ୍ତରୀୟ ବାର୍ଷିକ ଆଲୋଚନା ଚକ୍ର ଓ ସମର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାର ବିଶିଷ୍ଟ!-->…
ରାଇଘରଠାରେ ଶ୍ରୀରାମନବମୀର ବିଶାଳ ସମାବେଶ…
ରାଇଘର(୩୦/୦୩) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଚପକା ଢିପକା ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ରାଇଘର ବ୍ଲକର ବିଭିନ୍ନ ଅଂଚଳର ଆଗତ ଆନୁମାନିକ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଭକ୍ତମାନେ ଶ୍ରୀରାମନବମୀ ପର୍ବରେ ଯୋଗଦାନ କରିଥିଲେ lଚୈତ୍ର ମାସ ଶୁକ୍ଲପକ୍ଷ ନବମୀରେ ମିଥିଲାର ରାଜା ଶ୍ରୀ!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରାମ ନବମୀ ପାଳିତ
ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି l ପ୍ରତ୍ୟୁଷରେ ରାମ ଭଜନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା l ରାମଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ ପୂଜା ଅର୍ଚନା କରାଯିବା ପରେ ଆୟୋଜିତ ସଭାରେ ଭାରତୀୟ ସଂସ୍କୃତି ପରମ୍ପରା!-->…
କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ପକ୍ଷରୁ ପଣା ବଣ୍ଟନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଆନୁକୂଲ୍ୟରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ହେଉଛି ପବିତ୍ର ରାମନବମୀ ଏହି ଅବସରରେ ଏକ ହଜାର ହଜାର ଭକ୍ତଙ୍କ ସମାବେଶରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସେହି ଭକ୍ତଙ୍କ ସକାଶେ ଫୁଲବାଣୀ ରାଜା!-->…
ଶ୍ରୀରାମନବମୀ ଅବସରରେ ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା…
ହିଞ୍ଜିଳିକାଟୁ ୩୦।୩ : ବିଶ୍ବହିନ୍ଦୁପରିଷଦ ବଜରଙ୍ଗ ଦଳ ହିଞ୍ଜିଳିକାଟୁ ପ୍ରଖଣ୍ଡ ତରଫରୁ ପଵିତ୍ର ଶ୍ରୀ ରାମନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃହରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ସ୍କୁଲ ଛକରେ ଥିବା ହନୁମାନ ମନ୍ଦିର ରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହଯୋଗରେ!-->…
ପବିତ୍ର ରାମନବମୀ ଅବସରରେ ବାଇକ ଶୋଭାଯାତ୍ରା…
ଛତ୍ରପୁର : ଆଜି ପବିତ୍ର ଶ୍ରୀ ରାମ ନବମୀ ଅବସରରେ ପୁର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ରେ ଭକ୍ତ ଏବଂ ଭଗବାନ ଏକତ୍ରିତ ହୋଇଛନ୍ତି । ଭକ୍ତମାନେ ଏହି ଅବସରରେ ସ୍ଥାନୀୟ ବଡଷ୍ଟେସନ ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରୁ ଏକ!-->…
କମେଣ୍ଟ ମାରିବା ଅଭିଯୋଗରେ ଦୁଇ ରୋଡରୋମିଓ ଗିରଫ
ହିଞ୍ଜିଳିକାଟୁ ୩୦।୩ ସୋରଡା ଅଞ୍ଚଳର ଜଣେ ଯୁବତୀଙ୍କୁ ହିଞ୍ଜିଳିକାଟୁ କଲେଜ ଯିବା ବାଟରେ ବାରମ୍ବାର ପିଛାକରି ଅସଦାଚରଣ କରିବାସହ କମେଣ୍ଟ ମାରୁଥିବା ଅଭିଯୋଗରେ ହିଞ୍ଜିଳି ଥାନା ପୁଲିସ ଦୁଇ ଜଣ ରୋଡ ରୋମିଓକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ହିଞ୍ଜିଳି ଗ୍ରାମ!-->…
ନନ୍ଦାହାଣ୍ଡି ବ୍ଲକ, ବାଣିଆ ଗ୍ରାମରେ ଐତିହାସିକ ବାଲିଯାତ୍ରା ଆରମ୍ଭ…
ନନ୍ଦାହାଣ୍ଡି (୩୦.୦୩) : ଆଜି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଳକ ବାଣିଆ ଗ୍ରାମରେ "ବାଲିଯାତ୍ରା " କାର୍ଯ୍ୟକ୍ରମ ରେ ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ମହୋଦୟ ଯୋଗଦାନ କରିଥିଲେ । ଏହି ଅବସରରେ ମାନ୍ୟ ବର ବିଧାୟକ ଙ୍କ ସହଧର୍ମିଣି!-->…
କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ନେଇ ଥାନାରେ ଅଭିଯୋଗ…
ହିଞ୍ଜିଳିକାଟୁ ୨୯।୩ : ହିଞ୍ଜିଳିକାଟୁ କଲେଜ ଛାତ୍ରୀଙ୍କୁ କଲେଜ ଠାରୁ ବସଷ୍ଟାଣ୍ଡ ଆସିବା ବେଳେ କିଛି ଯୁବକ କମେଣ୍ଟ ମାରୁଥିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ବୁଧବାର ଛାତ୍ରୀ ଜଣଙ୍କ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ନେଇ ହିଞ୍ଜିଳି ଥାନାରେ ୧୯୬।୨୩ ରେ!-->…