Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…
ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଯେଏମଏଫସି ବିଚାରପତି ସୋମ୍ୟାଶ୍ରୀ ମହାପାତ୍ର, ଅଭିଯୁକ୍ତା ବିଷ୍ଣୁପ୍ରିୟା ପାଣିଗ୍ରାହୀ ନାମକ ଜଣେ ଫରେଷ୍ଟ ଗାର୍ଡ ଚାକିର ନିମନ୍ତେ ଜାଲି ଖେଳ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିବା ମାମଲାର ବିଚାର କରି ଘଟଣାର ୧୮ ଜଣଙ୍କର ସାକ୍ଷୀ ପ୍ରମାଣ!-->…
ଏମ.ଭି୯୫ ଗାଁରେ ବାସନ୍ତୀ ପୂଜାକୁ ଆଳକରି ଚାଲିଛି ଖୁଲମଖୁଲା ଜୁଆଖେଳ
ମାଲକାନଗିରି : ପଡ଼ିଆ ବ୍ଲକ ଅନ୍ତର୍ଗତ ଏମ୍.ଭି ୯୫ ଗ୍ରାମ ରେ ବାସନ୍ତୀ ପୂଜା ମଣ୍ଡପ ଠାରୁ ମାତ୍ର ୧୦୦ ମିଟର ଦୂରରେ ପଡ଼ିଛି ଖୁଡୁଖୁଡ଼ି ପାଲି ଜୁଆଖେଳ l କିଛି ଅସାଧୁ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରସାରିତ ହେଉଛି ଏହି ଜୁଆଖେଳ l ଟଙ୍କା ଜିତିବା ଆଳରେ ପଡ଼ି ଏଭିଳି ଗାଁ ଗାଁରେ ଜୁଆର ପଡୁଛି ଜୁଆ!-->…
ଦୁଇଦିନଆ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଦାରଖ କରି ଫେରିଲେ 5T ସଚିବ
ମାଲକାନଗିରି : ମାଲକାନଗିରିର ପ୍ରସିଦ୍ଧ ଶୈବପୀଠ ମଲ୍ଲିକେଶ୍ବରର ରୂପାନ୍ତରଣ କରାଯିବ। ଏହାର ବିକାଶ ସହ ଆଜି ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଗୁରୁପ୍ରିୟା ସେତୁ ବୁଲି ଦେଖିଛନ୍ତି। ଚିତ୍ରକୋଣ୍ଡାଠାରେ ମିସନ ଶକ୍ତି କ୍ଯାଫେରେ ସୁଆଦିଆ ଖାଦ୍ଯ ଖାଇଛନ୍ତି ୫-ଟି ସଚିବ!-->…
ହିଞ୍ଜିଳିକାଟୁ ବ୍ଲକରେ ୬ଷ୍ଠ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ…
ହିଞ୍ଜିଳିକାଟୁ ୨୯।୩ : ହିଞ୍ଜିଳିକାଟୁ ବ୍ଲକ ସଭା ଗୃହରେ ରେ ପଞ୍ଚାୟତ ସମିତି ର ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ!-->…
ଶହୀଦ ଲକ୍ଷ୍ମଣ ନାୟକଙ୍କ ଜିଲ୍ଲାସ୍ତରୀୟ ଫାଶୀ ଦିବସ ପାଳିତ…
ମାଲକାନଗିରି, ୨୯/୦୩/୨୦୨୩: ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ!-->!-->!-->…
ଏନ ୱାଇ କେ ପକ୍ଷରୁ ଇନ୍ଦୋର ଫେରନ୍ତା ଆଦିବାସୀ ଯୁବକ ଯୁବତୀ ଙ୍କୁ ସମ୍ବର୍ଦ୍ଧନା…
ଫୁଲବାଣୀ - କନ୍ଧମାଳ ଜିଲ୍ଲାର ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋରରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାର ଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର ରେ ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ!-->…
ପୂଜ୍ୟ ପୂଜା ସମିତି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮0 ତମ ଫାଶୀ ଦିବସ ପାଳନ..
ସମ୍ରାଜ୍ୟବାଦୀ ଶକ୍ତି ବିରୁଦ୍ଧରେ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅବିସ୍ମରଣୀୟ…ବ୍ରହ୍ମପୁର, ତା.29.3.2023ରିଖ ସମସ୍ତ ପ୍ରକାର ଅନ୍ୟାୟ ଶୋଷଣ ବ୍ୟବସ୍ଥାର ବିଲୋପ ସହ ଦୁର୍ଦ୍ଦଶ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ କରି ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିବା ଅବିସ୍ମରଣୀୟ ବିଶିଷ୍ଟ!-->!-->!-->…
ଟାଟାଷ୍ଟିଲ୍ ମାଇନିଂର ଗୋପାଳପୁର କାରଖାନାରେ ଜାତୀୟ ସୁରକ୍ଷା ସପ୍ତାହ ପାଳିତ
କାର୍ଯ୍ୟକ୍ଷେତ୍ରରେ ଶୂନ୍ୟଆଘାତ ଲକ୍ଷ୍ୟ
ବ୍ରହ୍ମପୁର : ଟାଟା ଷ୍ଟିଲ୍ ମାଇନିଂର ଗୋପାଳପୁର ସ୍ଥିତ ଫେରୋ ଆଲଏଜ୍ କାରଖାନାରେ ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ କାରଖାନା ପରିସରରେ ବିଭିନ୍ନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ନିଜ କାର୍ଯ୍ୟ କ୍ଷେତ୍ରର ଆଖାପାଖ!-->!-->!-->…
ରୋଟାରୀ କ୍ଳବ ଆନୁକୂଲ୍ୟରେ ଡ଼ିଜିଙ୍କ ପରିଦର୍ଶନ କାର୍ଯ୍ୟକ୍ରମ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେ ପି ଏସ ହୋଟେଲ ଠାରେ ରୋଟାରୀ କ୍ଳବ ଆନୁକୂଲ୍ୟରେ ଡ଼ିଜିଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା!-->…
ଦୀର୍ଘ ଦୁଇବର୍ଷ ପରେ ମା’ ବାହାରିଲେ ସହର ବୁଲି : ଆରମ୍ଭ ହେଲା ମା ବୁଢ଼ୀ ଠାକୁରାଣୀଙ୍କର ଘଟଯାତ୍ରା
ନବରଙ୍ଗପୁର : ସତେ ଯେମିତି କୁନି ଝିଅ ଟିଏ ହାତରେ ନୂଆଚୁଡ଼ି, ପାଦରେ ଅଳତା ଓ ଦେହରେ ଅତର ଲଗେଇ ଅତି ମନ ଖୁସି ରେ ନିଜ ଚାରି ଭଉଣୀ ଙ୍କୁ ନେଇ ବାହାରିଛି ସହର ବୁଲି, ଆଜି ନବରଙ୍ଗପୁର ର ପ୍ରତ୍ୟେକ ଶ୍ରଦ୍ଧାଳୁ ଙ୍କ ମନରେ ଠିକ ଏମିତି କିଛି ଅନୁଭବ ହେଉଥିଲା । ଦୀର୍ଘ ଦୁଇ ବର୍ଷ ର କୋଭିଡ୍!-->…