Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କାଲି ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ…
ହିଞ୍ଜିଳିକାଟୁ ୨୫।୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ହିଞ୍ଜିଳି ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ରବିବାର ସକାଳ ୧୦.୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ । ୧୧ଟା ସମୟରେ କବିସୂର୍ଯ୍ୟନଗର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା!-->…
୨୧ ଦିନିଆ ଦଣ୍ଡଯାତ୍ରାର ଶୁଭାରମ୍ଭ…
ହିଞ୍ଜିଳିକାଟୁ,୨୫।୩ : ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚୈତ୍ରମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ନିଜ ନିଜର ମାନସିକ ପୁରଣ ସକାଶେ ବହୁ କଷ୍ଟ ସହ୍ୟକରି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଅବସରରେ ଚେିତ୍ରମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ଶନିବାର ଦିନ!-->!-->!-->…
ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା!-->…
ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଉପଲକ୍ଷେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ…
ସୁନ୍ଦରଗଡ଼/ରାଉରକେଲା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୃଷ୍ଟି ପୁନର୍ବାସ କେନ୍ଦ୍ର ଠାରେ ଆଜି ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଉପଲକ୍ଷେ ଏକ ମିଲେଟ ଉତ୍ପାଦ ର ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣ ମଧ୍ୟରେ ମିଲେଟ ଉତ୍ପାଦ ଗୁଡ଼ିକର ପୌଷ୍ଟିକ ତତ୍ତ୍ୱ!-->…
ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ୨୦୨୩ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ୨୦୨୩ ପାଳିତ ଧୁମଧାମରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କର୍ଣ୍ଣାଲ ଶିଶିର କୁମାର ଘୋଷ ଯୋଗ ଦେଇଥିବା ବେଳେ ଅନ୍ୟତାମ ଅତିଥି ଭାବେ ନିରଞ୍ଜନ!-->…
ପ୍ରସ୍ତାବିତ ଲ୍ୟାମ୍ପ ସକାଶେ ସାଧାରଣ ସଭା ଅନୁଷ୍ଠିତ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ବିମାଳିଗୁଡା ଗ୍ରାମ ଠାରେ ପ୍ରସ୍ତାବିତ ବିମାଳିଗୁଡା ଲାମ୍ପସ୍ ସକାଶେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ମହୋଦୟ ଯୋଗଦାନ କରିଥିଲେ ଓ!-->…
ମନରେଗା ଆଇନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଳକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି,୨୪/୩ : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଆଇନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦାରିଙ୍ଗବାଡ଼ି ବ୍ଳକର ୨୫ ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପରେ ହୋଇଥିବା କାର୍ଯ୍ୟର ଆଜି ବ୍ଳକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡିଓ ଗଦାଧର ପାତ୍ରଙ୍କ!-->…
ପୁଣିଥରେ ଅସହାୟକୁ ସହାୟ ହୋଇଛନ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ…
ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପୁଣିଥରେ ଅସହାୟକୁ ସହାୟ ହୋଇଛନ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ।ସୂଚନା ପ୍ରକାରେ ପଶ୍ଚିମବଙ୍ଗର ଏକ ବଙ୍ଗାଳୀ ବ୍ୟକ୍ତି ସ୍ବମେନ ଜେନା ପିତା-ଶ୍ରୀକାନ୍ତ ଜାନା, ମାତା-ସୁଲେଖା ଜାନା, ( ନିଜ ଘର ପଶ୍ଚିମ ବଙ୍ଗ)!-->…
ସିଆର୍ପିଏଫ୍ ର ଜନସଂପର୍କ ଶିବିର ଅନୁଷ୍ଠିତ
ଉମରକୋଟ : ପ୍ରତି ଥର ଭଳି ଝରୀଗାଁ ବ୍ଲକରେ ସିଆର୍ପିଏଫ୍ ୧୨ ବାଟାଲିୟାନ୍ ପକ୍ଷରୁ ଆଜି ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଧି କୁମାର ବିର୍ଦି ( ଆଇପିଏସ) ଆଇଜିପି ଓଡ଼ିଶା ସେକ୍ଟର ଭୁବନେଶ୍ୱର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି!-->…
୧୦ ଓ ୧୧ନଂ ୱାର୍ଡରେ ସ୍ୱାସ୍ଥ୍ୟ ଶିବିର…
ଛତ୍ରପୁର : ଛତ୍ରପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଲାଇନ୍ସ କ୍ଲବ ପରିସରରେ ୧୦ ଓ୧୧ନଂ ୱାର୍ଡର ଜନସାଧାରଣଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଓ ୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ ଅତିଥୀ ଭାବେ!-->!-->!-->…