Browsing Category

ଆଞ୍ଚଳିକ

ଦାରିଙ୍ଗବାଡ଼ି ବ୍ଲକର ଏକାଧିକ ସରପଞ୍ଚ ବିଭିନ୍ନ ସମସ୍ୟା ନେଇ ଉପ-ଜିଲ୍ଲାପାଳଙ୍କୁ ଭେଟିଲେ

ଦାରିଙ୍ଗବାଡି,୨୩/୩ : ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତର ସରପଞ୍ଚ ବାଲିଗୁଡା ଉପ-ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମଧ୍ୟରେ ରହିଛି ଅନେକ ସମସ୍ୟା। ମାସକୁ ଦିଆଯାଉଥିବା…

ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି, ୨୩।୩ ମାଲକାନଗିରି ଜିଲ୍ଲା ବାଲିମେଲା ରିଜର୍ଭ ଜଙ୍ଗଲରୁ ସର୍ଚ ଅପରେସନ ବେଳେ ଅନେକ ମାଓ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ । ମିଳିଥିବା ସୂଚନା ଅନୁଯାୟୀ ଅନୁକୂଳ ବାତାବରଣ କାରଣରୁ ବାଲିମେଲା ରିଜର୍ଭ ଜଙ୍ଗଲ ମାଓବାଦୀଙ୍କ ପାଇଁ ନିରାପଦ ସ୍ଥାନ ହୋଇ ଥିବାରୁ ଏହି ଅଞ୍ଚଳରେ ମାଓ…

ବ୍ରହ୍ମପୁର ମହାନଗରକୁ ପ୍ରଗତିଶୀଳ ଓ ବୃହତ୍ତର ସହର କରିବା ପାଇଁ ଦାବୀ ଜଣାଇଲା ବିଜେପି

ବ୍ରହ୍ମପୁର : ବ୍ରହ୍ମପୁର ସହରକୁ ପ୍ରଗତିଶୀଳ ଓ ବୃହତ୍ତର ସହର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁର ମ୍ୟୁନିସିପାଲଟି ୧୯୭୦ ମସିହାରୁ ମାଷ୍ଟର ପ୍ଲାନ୍ କରାଯାଇଥିଲେ ସୁଦ୍ଧା ତାହା ଆଜି…

ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା

ବ୍ରହ୍ମପୁର : ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା କର୍ମଶାଳା ବ୍ରହ୍ମପୁର ସ୍ଥିତ ରାଜସ୍ୱ ଡାକବଙ୍ଗଳl ଠାରେ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ରେ ମୁଖ୍ୟ ଅତିଥି ରୂପେ…

ମିଲ୍କ ମୁଁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ : କ୍ଷୀରରେ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକ୍ରି ହେଉଥିବା ମିଲ୍କ ମନ୍ତ୍ରା ଡାଏରୀ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ଜିନିଷ କୁ ନେଇ ଏକ ଗୁରୁତର ଅଭିଯୋଗ ହସ୍ତଗତ ହୋଇଛି l ପ୍ରକାଶ ଯେ,ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କ୍ଷୀର, ଦହି, ପନିର, ରେ…

ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ଦିଗରେ ବିଶେଷ ସହାୟକ ହେଉଛି ‘ହାଇସ୍କୁଲ ରୂପାନ୍ତରଣ…

ସୁନ୍ଦରଗଡ଼ : ‘‘ଆଗରୁ ଆମେ ପୁରୁଣା ଡେସ୍କ ବେଞ୍ଚରେ ବସୁଥିଲୁ। ଶିକ୍ଷକମାନେ କଳାପଟାରେ ପାଠ ବୁଝାଉଥିଲେ। କିନ୍ତୁ ଏବେ ଆମେ ସ୍ମାର୍ଟ କ୍ଲାସରୁମରେ ବସିବା ସହ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପାଠ ପଢୁଛୁ। ଫଳରେ ପାଠ ବୁଝିବା ସହଜ ହେଉଛି’’, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ମେଘଡେଗା ସରକାରୀ…

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି (୨୩/୦୩) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁ ଯୋଗ ଦେଇଥିବା ବେଳେ…

ମାଷ୍ଟରଟ୍ରେନର ତାଲିମ ନେଲେ କନ୍ଧମାଳର ତିନିଛାତ୍ରୀ

ଶଙ୍କରାଖୋଲ : ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ବିଷୟରେ ତାଲିମ ଦେବା ନିମିତ ମାଷ୍ଟର ଟ୍ରେନର ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ତରଫରୁ ଭୁବନେଶ୍ବର…

କନ୍ଧମାଳ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ପାଇଁ ଚେତାବନୀ

ଫୁଲବାଣୀ : ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟ ଶାଖାର ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ବିଭନ୍ନ ସରକାରୀ ଦପ୍ତର ମାନଙ୍କରେ ଆଉଟ ସୋର୍ସଙ୍ଗ ମଧ୍ଯମରେ କାର୍ଯ୍ୟରତ୍ତ ଥିବା ବିଭିନ୍ନ ବର୍ଗର କର୍ମଚାରୀମାନେ ନିଜ ନିଜ ବିଭାଗରେ ସମୂହ ଛୁଟି ଦରଖାସ୍ତ ନିଜ…

ଦାରିଙ୍ଗବାଡ଼ିଠାରେ ପଞ୍ଚାୟତସ୍ତରୀୟ ସମବାୟ ସମିତି ବ୍ୟାଙ୍କି ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୩/୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସମବାୟ ସମିତି ପକ୍ଷରୁ ପ୍ରଥମ ଥର ଚାଷୀଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଆର୍ଥିକ ସ୍ୱାକ୍ଷରତା, ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ଉପ ସଭାପତି…