Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଶ୍ବ ଜଳଦିବସ ପାଳିତ…
ଫୁଲବାଣୀ : ବିଶ୍ବ ଜଳ ଦିବସ ପାଳନ ଅବସରରେ ଅନ୍ତରଙ୍ଗ ଯୁବ ମହାସଂଘ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତର କଲିନାଯୁ ଡ୍ୟାମରେ ଅନ୍ତରଙ୍ଗ ଯୁବ କ୍ଲବ୍ ଦ୍ଵାରା ପାଳନ କରାଯାଇଛି। ଏହି ଅବସରରେ ଜଳ ସଂରକ୍ଷଣ, ସ୍ୱଚ୍ଛ ଜଳ, ଜଳ ଅପବ୍ୟବହାର ନକରିବା!-->…
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ନବବର୍ଷ ପାଳିତ…
ଫୁଲବାଣୀ : ଭାରତୀୟ ସଂସ୍କୃତି ପରମ୍ପରା ଆଧାରରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ରାଷ୍ଟ୍ରୀୟ ନବ ବର୍ଷ ପଡିଥାଏ l ଏହି ଦିନ ବ୍ରହ୍ମାଙ୍କ କାଳ ଗଣନା ଆରମ୍ଭ, ଯୁଧିଷ୍ଠିର ଙ୍କ ରାଜ୍ୟାଭିଷେକ, ପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟା ଭିଷେକ, ବିକ୍ରମ ସମ୍ବତ ଆରମ୍ଭ, ଯୁଗାବ୍ଦ ଆରମ୍ଭ, ଶକାବ୍ଦ ପ୍ରଚଳନ,!-->…
ଆଧାର କାର୍ଡ ଅଦ୍ୟାତନ କରିବା ଜରୁରୀ…
ଛତ୍ରପୁର : UIDAIଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଜନ ସାଧାରଣ ନିଜନିଜର ଆଧାର କାର୍ଡ ଗୁଡିକ ବିନା ମୂଲ୍ୟରେ ଅପଡେସନ୍ ବା ଅଦ୍ୟାତନ କରାଇବା ଜରୁରୀ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଏକ!-->!-->!-->…
ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରାଷ୍ଟ୍ରୀୟ ନବବର୍ଷ ପାଳନ
ଦାରିଙ୍ଗବାଡ଼ି, ୨୨/୦୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ ପାଳିତ ହୋଇଛି। ଏହି ନବ ବର୍ଷ ପାଳନ ଅବସରରେ ବ୍ରାହ୍ମଣୀଗାଁ ଅଞ୍ଚଳର କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ବ୍ରାହ୍ମଣୀଗାଁ, ଗଦାପୁର ସରାମୁଳି!-->…
ଏକାଧିକ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ…
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ଅଙ୍ଗନବାଡି ଭିତ୍ତିଭୂମି, କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରିବା ଓ ରାସ୍ତା ଘାଟ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜଣଜାଗରଣ ମଞ୍ଚ ଲୋକ ସଂଗଠନ!-->…
ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍ ଜବତ, ଦୁଇ ମାଫିଆ ଫେରାର୍…
ବାଲିଗୁଡ଼ା : ଦିନକୁ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବଢ଼ୁଥିବା ବେଳେ ଗଞ୍ଜେଇ ଚାଲାଣ ରୋକିବା ସହ ମାଫିଆଙ୍କୁ ଧରିବା ପାଇଁ ଜୋରଦାର ପ୍ରଚେଷ୍ଟା ଜାରି ରଖିଛି ପୋଲିସ l ବୁଧବାର ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏକ!-->…
ମହିଳା ଜୀବିକା ସୁରକ୍ଷାମଞ୍ଚ ପକ୍ଷରୁ ଗଣ ଆନ୍ଦୋଳନ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକର ବିଭିନ୍ନ ଗ୍ରାମରୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ରଣ ସଦସ୍ୟ /ସଦସ୍ୟା ଏକାଠି ହୋଇ , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆ ଙ୍କ ଜରିଆରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ଫୁଲବାଣୀ ବ୍ଲକର ଥିବା!-->…
ଡାକ୍ତର ସାଗରରଞ୍ଜନ ତ୍ରିପାଠୀ ସମ୍ବର୍ଦ୍ଧିତ…
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଆୟୋଜିତ ହୋଇ ଆସୁଥିବା ହର୍ବାଲ ମେଳାରେ ଅତି ଉଚ୍ଚକୋଟିର ସଂଯୋଜନା ଏବଂ ଏହି କାର୍ଯ୍ୟକ୍ରମ କୁ ନିଖୁଣ ଭାବରେ ପରିଚାଳନା କରି ସମସ୍ତ ଙ୍କ ପ୍ରିୟ ଭାଜନ ହୋଇଥିବା ବରିଷ୍ଠ ଆୟୁର୍ବେଦ ଡାକ୍ତର ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ଡାକ୍ତର ସାଗରରଞ୍ଜନ!-->…
ମୋଦି ସରକାରଙ୍କ ଜନବିରୋଧି, ଶ୍ରମିକ, କୃଷକନୀତି ବିରୁଦ୍ଧରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନକୁ ସଫଳ କରିବା ପାଇଁ…
ରାଉରକେଲା : କେନ୍ଦ୍ର ବିଜେପି ନେତୃତ୍ଵାଧୀନ ମୋଦି ସରକାରଙ୍କ ଜନ ବିରୋଧି, ଶ୍ରମିକ, କୃଷକ ତଥା ଦେଶ ବିରୋଧି ନୀତି ବିରୁଦ୍ଧରେ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୂର ୟୁନିୟନ ଡାକରା ରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନ ସଫଳ କରିବା ସହିତ ଦେଶର ସାଧାରଣ ଜନତା,!-->…
ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍ ଶିବିର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ!-->…