Browsing Category

ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ହିନ୍ଦୁ ନବବର୍ଷ ପାଳନ…

ସୁନ୍ଦରଗଡ଼ : ଗତ କାଲି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ସୁନ୍ଦରଗଡ଼ ଜିଲ୍ଲା ତରଫରୁ ହିନ୍ଦୁ ନବ ବର୍ଷ ଉପଲକ୍ଷେ ସୁନ୍ଦରଗଡ଼ ନଗରରେ ଏକ ଭବ୍ୟ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ରୁ ଆରମ୍ଭ ହୁଏ। ଇଂରାଜୀ ତାରିଖ ୨୨ ମାର୍ଚ୍ଚ ରେ…

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

ସୁନ୍ଦରଗଡ଼ //ରାଉରକେଲା : ମ୍ୟୁଜିକ ସର୍କଲର ବସନ୍ତ ସମାରୋହର ଦ୍ବିତୀୟ ସଂନ୍ଧ୍ୟାକୁ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ସମାଜ ମଙ୍ଗଳ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ଉପଦେଷ୍ଟା ଭବେଶ ଚନ୍ଦ୍ର ସାହୁ ଏବଂ ସମ୍ମାନୀତ ଅତିଥି ଗଣେଶ ପ୍ରସାଦ ବାଗେଡିଆ ଯୋଗ ଦେଇ ପ୍ରଦୀପ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ…

ଭୁବନେଶ୍ୱର/ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍‌ସନ ଅଭିଯାନ ଅଧୀନରେ ଅଟିଜିମ୍‌ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍…

ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟିତ…

ମାଲକାନଗିରି : ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ପ୍ରତିଷ୍ଠା କରାଯାଇଛି। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି ସମାରୀ ତାଙ୍ଗୁଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାଫେକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

ଟିକିରି ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ହାଣ୍ଡି ବାଲଟି ଧରି ରାସ୍ତା ରୋକ କଲେ ମହିଳା…

କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିରେ ପାନିୟଜଳ ସମସ୍ୟାକୁ ନେଇ ମହିଳା ମାନେ ଟିକିରି ମୁଖ୍ୟ ରାସ୍ତାରେ ହାଣ୍ଡି, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନ ବାହାନ ଅଟକି ରହିଛି।ଖବର ପାଇ ଘଟଣା ସ୍ଥଳରେ ଟିକିରି ପୁଲିସ…

ଦାଦନ ସମସ୍ୟା ଦିନକୁ ଦିନ ବିକରାଳ ରୂପ ନେଉଛି…

ବ୍ରହ୍ମପୁର : ଓଡିଶା ସରକାରଙ୍କ ଅବହେଳା ଯୋଗୁଁ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବିକରାଳ ରୂପ ଧାରଣ କରି ନିରୀହ ଜନତା ଙ୍କ ପ୍ରାଣ ହାନି ହେଉଛି, ଏହିପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ତୁରୁବୁଡି ପଂଚାୟତ ଝଗଡାପଲ୍ଲୀ ଗ୍ରାମର ତିନି ଜଣ ଯୁବକ ସହ ଦିଗ ପହଣ୍ଡି ବ୍ଲକ ର ପିମ୍ପଳା…

ଅଟୋ ପଛକୁ ଧକ୍କାଦେଲା ଟିପ୍ପର ; ଡ୍ରାଇଭର ସମେତ ୪ ଆହାତ

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଅଟୋକୁ ଧକ୍କା ଦେଲା ଟିପ୍ପର । ଫଳରେ ଅଟୋ ଡ୍ରାଇଭର ସମେତ ୪ ଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ଡ୍ରାଇଭର ପି. ସନ୍ତୋଷ କୁମାର (୩୧), ଜି. ହେମଲତା (୨୨), ଜି. ଭେଏଙ୍କଟ ରାଓ (୩୩) ଓ କେ. ଓମକାର…

ଅଟୋ ଦୁର୍ଘଟଣାରେ ୧୬ ଆହତ…

ମାଲକାନଗିରି :କାଲିମେଳା ବ୍ଲକର ଏରାଗଣ୍ଡା ଓ ପତାକାଲି ଗ୍ରାମର ପ୍ରାୟ ୧୬ଜଣ ମହିଳା ଏବଂ ପୁରୁଷ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ଖବର ଜାଣିବା ପରେ ଧରମପାଲି ଯାଇ ସେଠାରୁ ଏକ ଅଟୋରିକ୍ସାରେ ଫେରୁଥିବା ସମୟରେ ନାମକୋଣ୍ଡାର ଏକ ଅଣଓଶାରୀୟ ରାସ୍ତାରେ ଅଟୋଟି ଅନିୟନ୍ତ୍ରିତ ହୋଇ…

ଡାକ୍ତରଖାନାରେ ପ୍ରସୂତିଙ୍କ ଛୁଆ ଗାୟବ ଘଟଣା : ଭାରପ୍ରାପ୍ତ ଚିକିତ୍ସାଧୀକାରୀ ମହିାଳା ଜଣକ ମିଥ୍ୟା ଅଭିଯୋଗ ଆଣିଥିବା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ପ୍ରସବପରେ ତାଙ୍କ ଜନ୍ମ ହୋଇଥିବା ଛୁଆ ଚୋରି ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା ଏବଂ ତାଙ୍କ ପରିବାର ଲୋକେ l ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବିରେନପଲ୍ଲୀ ଗ୍ରାମର କୌଶଲ୍ୟା…

ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଛଅ ଦଫା ଦାବିନେଇ ମହାନଗର ନିଗମ ଆଗରେ ଘଣ୍ଟ ବିକ୍ଷୋଭ…

ବ୍ରହ୍ମପୁର :, ତା.20.3.2023ରିଖ ବର୍ଦ୍ଧିତ ଘର ଟିକସ ଛାଡ଼, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ଓ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ଆଦି ଛଅ ଦଫା ଦାବିନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ 118ତମ ଘଣ୍ଟ ବିକ୍ଷୋଭ ଅନୁଷ୍ଠିତ…