Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସମଗ୍ର ଜିଲ୍ଲାରେ ଆଉଟସୋର୍ସିଂ କାର୍ଯ୍ୟରତ କର୍ମଚାରୀଙ୍କ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ…
ଫୁଲବାଣୀ : ବୁଧବାର ଠାରୁ କନ୍ଧମାଳ ଜିଲ୍ଲାରେ ବ୍ଲକ ଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋର୍ସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି!-->…
ଦଶ ଦଫା ପୂରଣ ନେଇ କନ୍ଧମାଳ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ…
ଫୁଲବାଣୀ :- ଦଶଦଫା ଦାବୀ ପୂରଣ ନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖାଯାଇଛି। ଜିଲା ସଦର ମହକୁମା ଏଫସିଆଇ ଛକ ଓ ରୁଜାଙ୍ଗିଠାରେ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ!-->!-->!-->…
ନକ୍ସଲ ପ୍ରବଣ ଅଞ୍ଚଳରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିଏସଏଫ କ୍ୟାମ୍ପ ପରିଦର୍ଶନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରେ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ କ୍ୟାମ୍ପକୁ କିଛି ଉଚ୍ଚ ପଦସ୍ଥ ଅଧିକାରୀ କ୍ୟାମ୍ପ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ଡିଜି କମାଣ୍ଡ ଅନୁରାଗ ଗାର୍ଗ (ନୟା ରାୟପୁର) ଧନେଶ୍ଵର କୁମାର ଶର୍ମା (ଆଇଜି ଏଫଟିଆର ବିଏସଏଫ ଭୁବନେଶ୍ୱର),!-->…
୧୦ଦଫା ଦାବି ନେଇ ଷ୍ଟିଅରିଂ ଛାଡ ଆନ୍ଦଳନକୁ ଅହ୍ଲାଇଲେ ଆନ୍ଧ୍ର ଓଡିଶା ସୀମାର ଡ୍ରାଇଭର
ରାୟଗଡା : ୧୦ ଦଫା ଦାବି ନେଇ ସାରା ଓଡିଶାର ଡ୍ରାଇଭର ଭାଇ ମାନେ ଷ୍ଟିଅରିଂ ଛାଡ ଆନ୍ଦଳନ କରୁଛନ୍ତି । ରାୟଗଡା ଆନ୍ଧ୍ର ସୀମାରେ ଥିବା ଡ୍ରାଇଭର ମାନେ ମନୋଜ ସାହୁ ଙ୍କ ନେତୃତ୍ବରେ ଆଜି କେରଡା ଠାରେ ଜରୁରି ସେବା କୁ ଛାଡି ଦେଲେ ଚକ ଅଖ ବନ୍ଦକରି କୈଣସି ଗାଡିକୁ ଛାଡିନଥିଲେ।
ଯେଉଁ!-->!-->!-->…
ସାମ୍ବାଦିକଙ୍କ ମାତୃ ବିୟୋଗ
ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ତଥା ସକାଳର ସହ ସମ୍ପାଦକ ସୁଜିତ କୁମାର ଦାସଙ୍କ ମାତା ପଦ୍ମନଗର ନିବାସୀ ଇନ୍ଦିରା ଦାସଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସୁଜିତ୍, ସୁରଜିତ ପ୍ରମୁଖ ଦୁଇ ପୁଅଙ୍କ ସମେତ!-->…
ପୋଲିସ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ
ବ୍ରହ୍ମପୁର : ପୋଲିସ - ଦୁବୃର୍ତ୍ତ ମୁହାଁମୁହିଁ, ପୋଲିସ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି | ଏଭଳି ଘଟଣା ଘଟିଛି ବଡବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଅଞ୍ଚଳରେ। ଗତକାଲି ରାତିରେ ବଡବଜାର ଥାନା ଲକ୍ଷ୍ମୀ ନୃସିଂହ ସାହି 12ନମ୍ବର ଲାଇନ୍ ଜୈନିକ ଯୁବକ ଉପରେ ହୋଇଥିବା!-->…
ବିଶ୍ବ ଖାଉଟି ଅଧିକାର ଦିବସ-୨୦୨୩ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ, ଜିଲ୍ଲା ବୈଧ ମାପ-ଓଜନ ବିଭାଗ ଏବଂ ସ୍ଵେଚ୍ଛାସେବୀ ସଂଗଠନ ’କଲ୍ୟାଣୀ’ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ପରିସର ମଧ୍ୟରେ ବିଶ୍ବ ଖାଉଟି ଅଧିକାର ଦିବସ-୨୦୨୩ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ!-->…
ମା ବୁଢ଼ୀ ଠାକୁରାଣୀ କାହାର ଦେବୀ..! ଓଡ଼ିଆର ନା ତେଲୁଗୁ ର..? ଚିଠାକୁ ନେଇ ଅନେକ ପ୍ରଶ୍ନ…!
ବ୍ରହ୍ମପୁର : ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଗଞ୍ଜାମ ଜିଲ୍ଲାର ଭୂମିକା ସ୍ମରଣୀୟ ଶଶି ଭୂଷଣ ରଥ ଦୀନବନ୍ଧୁ ବେହେରା ଙ୍କ ପାଇଁ ଓଡ଼ିଆ ଭାଷା ଆନ୍ଦୋଳନ ଓଡ଼ିଶା ର ସ୍ୱର ହୋଇଥିଲା ଓ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ୱର ଉଠିଥିଲା ଓଡ଼ିଶା ଭାଷା ଭିତ୍ତିକ!-->!-->!-->…
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ଫଶିଲେ ତୀର୍ଥଯାତ୍ରୀ
ବାଲିଗୁଡ଼ା : ସାରା ରାଜ୍ୟରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଏ ନେଇ ବାଲିଗୁଡ଼ା ଠାରେ ଡ଼୍ରାଇଭର ମାନେ ଏକତ୍ରିତ ହୋଇ ଗାନ୍ଧୀ ଛକ ଠାରେ ଧାରଣା ଦେଇଛନ୍ତି। ଏଠାରୁ ଜିଲ୍ଲା ଓ ଜିଲ୍ଲା ବାହରକୁ!-->…
ବାଲିଗୁଡା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ : ଯାତ୍ରୀ ହନ୍ତସନ୍ତ
ବାଲିଗୁଡ଼ା : ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ବୁଧବାର ମାର୍ଚ୍ଚ ୧୫ ତାରିଖରୁ ୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟେରିଂ ଛାଡ଼ ଆନ୍ଦୋଳନ ସହ ଧର୍ମଘଟ ଆରମ୍ଭ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ମଧ୍ୟ!-->…