Browsing Category

ଆଞ୍ଚଳିକ

ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ବୈଠକ, ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଚୟନ…

ଫୁଲବାଣୀ : ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ବୈଠକରେ ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଚୟନ କରାଯାଇଛି l କନ୍ଧମାଳରୁ ସହ ସମ୍ପାଦକ ଭାବରେ ଜିଲ୍ଲାର ଗୃହରକ୍ଷୀ ସଂଘର ବିରଜା କୁମାର ପ୍ରଧାନଙ୍କୁ ଚୟନ କରାଯାଇଛି l ପ୍ରକାଶ ଥାଉ କି ଭୁବନେଶ୍ୱରରେ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ…

୧୫ ତାରିଖରେ ହେବାକୁ ଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ପୋଡାପାଡ଼ି ପଞ୍ଚାୟତ ର ଆମ୍ବ ତୋଟା ଛକ ନିକଟରେ ଓଡ଼ିଶା ଡାଇଭର ମହାସଂଘ ପକ୍ଷରୁ 15ତାରିଖ ରେ ହେବାକୁ ଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଡାଇଭର…

ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ନିମନ୍ତେ ସୁନ୍ଦରଗଡ ବନଖଣ୍ଡରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ସାମୁହିକ ସହଭାଗିତା ଓ ଗୋଷ୍ଠୀ ସଚେତନତା ଦ୍ଵାରା ହିଁ ଜଙ୍ଗଲ ନିଆଁକୁ ରୋକାଯିବ: ଡି.ଏଫ.ଓ.ସୁନ୍ଦରଗଡ଼ : ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର, ହେମଗିର, ଲେଫ୍ରିପରା, ଗୋପାଳପୁର, ସୁନ୍ଦରଗଡ ଓ ବଡଗାଁ ବନାଞ୍ଚଳର ବିଭିନ୍ନ ଗ୍ରାମରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ବ୍ୟାପକ…

ଖେଳୁଥିବା ବେଳେ ଛାତ୍ରଙ୍କ ଉପରେ ପଡ଼ିଲା ପ୍ରକଳ୍ପ ଫଳକ : ଛାତ୍ରର ମୃତ୍ୟୁ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାରେ ଫଳକ ପଡ଼ି ଛାତ୍ର ମୃତ । ଅଙ୍ଗନବାଡ଼ି ନିକଟରେ ତିଆରି ହୋଇଥିବା ଏନଆରଜିଏସ ଫଳକ ପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଏହିଁ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଥାନା ଅଧିନସ୍ଥ ପୋଲସରା ନିକଟ ବାଲିଛାଇ ଗାଁରେ ଘଟିଛି । …

ଗୁଲଜାର ହୃଦୟ ମୋହିନୀଙ୍କର ଦ୍ୱିତୀୟ ଶ୍ରାଦ୍ଧ ଦିବସ…

ଛତ୍ରପୁର : ଛତ୍ରପୁର ପ୍ରଜାପିତା ବ୍ରହ୍ମହକୁମାରୀ ସଂସ୍ଥା ତରଫରୁ ସଂସ୍ଥାର ପୂର୍ବତନ ସଂଚାଳିକା ଦାଦୀ ଗୁଲଜାର ହୃଦୟ ମୋହିନୀ ଙ୍କର ଦ୍ୱିତୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଭାଇ, ଭଉଣୀ ମାନେ ଯୋଗ ଦେଇଥିଲେ । ଦାଦିଜୀଙ୍କ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଉପରେ…

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମୀ ସମାବେଶ…

ଛତ୍ରପୁର : ୨୩ ମାର୍ଚ୍ଚ ମହାସମାବେଶ " ଭୁବନେଶ୍ୱର ଚାଲ " ଉଦ୍ଦେଶ୍ୟରେ ଭାରତୀୟ କମ୍ୟୁନିଷ୍ଟ ଚମାଖଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ ଭିକାରୀପଲ୍ଲୀ ଗ୍ରାମ ପଂଚାୟତର ନୁଆଁପଲ୍ଲୀ ଠାରେ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଭ୍ୟର୍ଥନା କମିଟି ସଭାପତି ତଥା ଭିକାରୀପଲ୍ଲୀ…

ସିପିଆଇମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପ୍ରସନ୍ନ ପାଣିଗ୍ରାହୀଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ପାଳିତ…

ବ୍ରହ୍ମପୁର : ସିପିଆଇମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ପ୍ରସନ୍ନ ପାଣିଗ୍ରାହୀଙ୍କ ବିଂଶତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି | ପାର୍ଟିର ବରିଷ୍ଠ ନେତା କୈଳାଶ ଷଡଙ୍ଗୀଙ୍କ ସଭାପତିତ୍ୱ ରେ ଆୟୋଜିତ ସ୍ମାରକୀ ସଭାରେ ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇ ସାଥି…

ପୁଣି ଏକ ଆନ୍ଦୋଳନକୁ ଓହ୍ଲାଇବେ ଗାଡ଼ି ଚାଲକ ସଙ୍ଘ…

ମାଲକାନଗିରି : ରାଜ୍ୟର ପୁଣିଥରେ ଅଖଚକ ବନ୍ଦ ହେବାକୁ ଯାଉଛି। ଏଥର ଅନିର୍ଦ୍ଦିଷ୍ଟ କାଳ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବେ। ଏନେଇ ଆଜି ମାଲକାନଗିରି ଡ୍ରାଇଭର ସଂଘ ପକ୍ଷରୁ, ଜିଲ୍ଲା ସଦରମହକୁମା ବସଷ୍ଟାଣ୍ଡ ଠାରେ ଓଡିଶା ଡ୍ରାଇଭର ମହାସଂଘ ମାଲକାନଗିରି ଶାଖା ସହିତ ଅଟୋ…

ଶିକାରୀ ଗିରଫ, ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ରେଞ୍ଜ ଅଧିନସ୍ତ କରଡା ସଂରକ୍ଷିତ ଜଙ୍ଗଲ ର ମଙ୍ଗଳପୁର ନିକଟରେ ଶିକାର ପାଇଁ ତିନିଜଣ ଯାଉଥିବା ସମୟରେ ବନବିଭାଗ କର୍ମଚାରୀ ମାନେ ଖବର ପାଇ ଛକି ରହିଥିବା ବେଳେ ରବିବାର ସକାଳୁ ମୁଖ୍ୟ ଶିକାରୀ ମଙ୍ଗଳପୁର ଗ୍ରାମର ସଂଜୟ…

ବିଜୁ ପଟ୍ଟନାୟକ ସ୍ମାରକୀ କ୍ରିକେଟ ଉଦଯାପିତ, ଅଲଫା ସ୍ପୋର୍ଟିଙ୍ଗି କ୍ଲବ ବିଜୟୀ…

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆଲଫା ସ୍ପୋର୍ଟିଙ୍ଗି କ୍ଲୁବ ଆନୁକୂଲ୍ୟରେ ୧୩ ତମ ବିଜୁ ପଟ୍ଟନାୟକ ସ୍ମାରକୀ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣମେଣ୍ଟର ଉଦଯାପିତ ଅବସରରେ ଅତିଥି ଭାବେ ଭାରତୀୟ କ୍ରିକେଟର ସୌରଭ ତିୱାରୀ, ଓଡ଼ିଶାର ପୂର୍ବତନ ଅଧିନାୟକ ଗୋବିନ୍ଦ…