Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡିଶା ସାମ୍ବାଦିକ ସଂଘ, କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ
ଫୁଲବାଣୀ : ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଆଜି ଜି ଉଦୟଗିରି ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ଅନୁଷ୍ଠିତ ବୈଠକରେ ସଭାପତିତ୍ୱ କରିଥିବା ବେଳେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶଶୀ ଭୂଷଣ!-->…
ଜିଲ୍ଲା ସ୍ତରୀୟ ମହିଳା ଦିବସ ସମାରୋହ : ରାଷ୍ଟ୍ର ଗଠନରେମହିଳା ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ଛତ୍ରପୁର : ମହିଳା ମାନେ ଅବଳା କିମ୍ବା ଦୁର୍ବଳା ନୁହନ୍ତି, ବରଂ ସେମାନେ ସର୍ବଂସହା ମାତା ଧରିତ୍ରୀ ପରି । ସେ ଅସାଧାରଣ , ସେ ଧୈର୍ଯ୍ୟ, ସାହସ ଓ ସୃଜନଶୀଳତାର ପ୍ରତିରୂପ । ନାରୀ ମାନଙ୍କ ସାମଗ୍ରୀକ ବିକାଶ ଓ ସେମାନଙ୍କର ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗତକାଲି!-->!-->!-->…
ସୁନ୍ଦରଗଡ଼ ଜିଲ୍ଲାରେ ଜୈବିକ ପଦ୍ଧତିରେ ଆଦିବାସୀଚାଷୀଙ୍କ ଫୁଲ କୋବି ଚାଷ, ବଜାରରେ ଚାହିଦା…
• ବାଲିଶଙ୍କରା, କୁତ୍ରା ଓ ହେମଗିର ବ୍ଳକରେ ଫୁଲ କୋବି ଚାଷ• ୨୫୦ ଏକର ଜମି, ୩୧୫ ଜଣ ଚାଷୀ• ଚାଷୀଙ୍କୁ ମାଗଣାରେ ବିହନ ଓ ଜୈବିକ ସାର• ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ସହାୟତା
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ!-->!-->!-->…
ମାନବିକତା ଦେଖାଇଲେ ପୁଲିସ ବାବୁ ମାଓନେତାଙ୍କ ମା’ଙ୍କ ଶେଷକୃତ୍ୟ ସମ୍ପନ…
ମାଲକାନଗିରି// ଚିତ୍ରକୋଣ୍ଡା ୧୦/୦ - ଏବେବି ବଞ୍ଚଛି ମାନବିକତା ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ମାଓପ୍ରବଣ ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରେ ଥିବାସିଲେରୁ ଥାନା ଅନ୍ତର୍ଗତ କମୁଲୁୱାଡା ଗାଁରେ । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ରେ କାର୍ଯ୍ୟରତ ମାଓନେତା ଜଗନ୍ନଙ୍କ ମା!-->!-->!-->…
ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର…
ଦାରିଙ୍ଗବାଡ଼ି,୧୦/୩, ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାରି ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ଦାରିଙ୍ଗବାଡ଼ି ଥାନା ଅଧିନସ୍ତ ଜାତୀୟ ରାଜପଥର ଡୋକାଡାଉ ବୁଲାଣିରେ ଦୁର୍ଘଟଣା ଘଟିଛି। ଗୁରୁତର ମାନଙ୍କ ମଧ୍ୟରେ ରାତ୍ନୀ ଭୋଇ,!-->!-->!-->…
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ରାଉରକେଲା ଗସ୍ତ ନିମନ୍ତେ ପ୍ରସ୍ତୁତି ବୈଠକ…
ରାଉରକେଲା : ରାଉରକେଲା ଜିଲ୍ଲା ବିଜୁଜନତା ଦଳର ସଭାପତି ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ଵରେ ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲି ରାଉରକେଲା ଆଗମନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଆମ ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ଗ୍ରାମଊନ୍ନୟନ ଏବଂ ଦକ୍ଷତା!-->…
ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା…
ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ ଚିତ୍ରକୋଣ୍ଡା ସ୍ଥିତ ସରକାରୀ ଏସଏସଡି ବିଦ୍ୟାଳୟ କୁ ଗସ୍ତକରି ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ରେ ଚାଲିଥିବା ୫T କାମର ତଦାରଖ କରିବା ସହିତ ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟ ପ୍ରଧାନ!-->!-->!-->…
ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରି କମିଟି ବୈଠକ ଅନୁଷ୍ଠିତ…
ଫୁଲବାଣୀ :- କନ୍ଧମାଳ ବରିଷ୍ଠ ନାଗରିକ ସଂଘର ର ଦ୍ୱିବାର୍ଷିକ ନିର୍ବାଚନ ମାର୍ଚ୍ଚ ୪ତାରିଖରେ ଅନୁଷ୍ଠିତ ହୋଇଥିଲା ବେଳେ ନୂତନ କାର୍ଯ୍ୟକାରୀ କମିଟି ବୈଠକ ବନାନୀ କଳାସଂଗମ ଠାରେ ସଭାପତି କମଳାପାଣ୍ଡେ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ ପ୍ରଥମେ ନବ!-->…
କନ୍ଧମାଳ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ପ୍ରସ୍ତୁତି…
ଫୁଲବାଣୀ : ଆଉଟ ସୋର୍ସିଂ କର୍ମଚାରୀଙ୍କ ସ୍ଥାୟୀ ଚାକିରୀ ଦାବୀ କଥା ସରକାର ଭୂଲିଯାଇଥିବା ନେଇ ଫୁଲବାଣୀ ଏମକେଏସପି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଗତ ନଭେମ୍ବର ମାସରେ ଆଉଟ ସୋର୍ସିଂ କର୍ମଚାରୀଙ୍କର ଭୁବନେଶ୍ୱର ଠାରେ ଆନ୍ଦୋଳନ ସମୟରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ!-->…
ଆସନ୍ତା ପନ୍ଦରତାରିଖରୁ ଡ୍ରାଇଭର ଧର୍ମଘଟ ପାଇଁ ଚିତ୍ରକୋଣ୍ଡାରେ ପୂର୍ବପ୍ରସ୍ତୁତି…
ଚିତ୍ରକୋଣ୍ଡା : ଆସନ୍ତା ପନ୍ଦର ତାରିଖ ଠାରୁ ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ପାଇଁ ଅଖଚକ ବନ୍ଦ ଡାକରା ଦେଇଥିବା ବେଳେ ଚିତ୍ରକୋଣ୍ଡା ଡ୍ରାଇଭର ମହାସଂଘ ତରଫରୁ ଆଜି ପୂର୍ବପ୍ରସ୍ତୁତି ସରିଛି ଆସନ୍ତା ପନ୍ଦର ତାରିଖରୁ ଷ୍ଟିଅରିଙ୍ଗ ଛାଡ଼!-->…