Browsing Category

ଆଞ୍ଚଳିକ

ଆର୍ମି ଏୟାର ଡିଫେନ୍ସ ଅଗ୍ନିବୀର ଦ୍ବିତୀୟ ବ୍ୟାଚ୍‌ଙ୍କୁ ତାଲିମ ପ୍ରଦାନ…

ଛତ୍ରପୁର : ପ୍ରତିରକ୍ଷା ସେବାରେ ଆଗ୍ନିଭର୍ସ ଇଣ୍ଡେକ୍ସନ୍ ଭାରତର ପ୍ରତିରକ୍ଷା ବାହିନୀ ଇତିହାସରେ ଏକ ସଫଳତା ହାସଲ କରିଛି | ନୂଆ ବର୍ଷର ଅଗ୍ନିବୀର ପ୍ରଥମ ବ୍ୟାଚ୍ ପ୍ରଶିକ୍ଷଣର ଶୁଭାରମ୍ଭ ସହିତ, ପ୍ରାରମ୍ଭିକ ଦୁଇ ମାସ ଏକ ଭବିଷ୍ୟତ ପାଇଁ ଅନେକ ସକରାତ୍ମକ ମନୋଭାବ ସୃଷ୍ଟି କରିଛି |…

ପ୍ରଗତି ଉତ୍କଳସଂଘ ପକ୍ଷରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଓ କବିତା ପାଠୋତ୍ସବ

ସୁନ୍ଦରଗଡ଼/ ରାଉରକେଲା : ଗତ ରବିବାର ସଂଧ୍ୟାରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଖୁବ ଶ୍ରଦ୍ଧାପୂର୍ଣ୍ଣ ଭାବେ ପାଳନ କରାଯାଇଛି।କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ଉପସଭାପତି…

କନ୍ଧମାଳର ୬୨ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ…

କନ୍ଧମାଳ: ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ ଆସେସମେଣ୍ଟ-୨ ମାଟ୍ରିକ ପରୀକ୍ଷାରେ ‌କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତବର୍ଷ ଜିଲ୍ଲାର ମୋଟ ୨୦୮ଟି ହାଇସ୍କୁଲର ଛାତ୍ରଛାତ୍ରୀ…

ଚିତ୍ରକୋଣ୍ଡା ଆଇସିଡ଼ିଏସ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଚିତ୍ରକୋଣ୍ଡା : ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ କେତେକ ସ୍ଥାନରେ ଚିତ୍ରକୋଣ୍ଡା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ସାତ ଦିନ ଧରି ଅର୍ଥାତ ଗଲା ତିନି ତାରିଖ ଠାରୁ ନଅ…

ରୋଟାରୀ କ୍ଳବ ରାଉରକେଲା ରିଭର ସାଇଡ ତରଫରୁ ଆଂସିନାରେଟର ପେଡ ବର୍ଣ୍ଣିଙ୍ଗ ମେସିନ ପ୍ରଦାନ

ରାଉରକେଲା : ଆଜି କଳିଙ୍ଗ ବିହାରସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୋଟାରୀ କ୍ଳବ ରାଉରକେଲା ରିଭର ସାଇଡ ତରଫରୁ ଏକ ଆଂସିନାରେଟର ପେଡ ବର୍ଣ୍ଣିଙ୍ଗ ମେସିନ ପ୍ରଦାନ କରାଯାଇଛି | ଉକ୍ତ ମେସିନ ଟିକୁ କ୍ଳବର ସମ୍ପାଦକ ଭଗବାନ ପାଢ଼ୀ ଙ୍କ ସହଧାର୍ମିଣୀ ଜୟଶ୍ରୀ ପାଢ଼ୀ ଅନୁଦାନ…

ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ…

ସୁନ୍ଦରଗଡ଼, ୦୬/୦୩/୨୩: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି Iଆଜି ଅନୁଷ୍ଠିତ ଏହି ଜନ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇ ଲୋକ ମାନଙ୍କର ଆପତ୍ତି ଅଭିଯୋଗ ଆଦି ର ଶୁଣାଣି…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସନ୍ତୁଳିତ ଅଟନ୍ତି: କୁଳପତିଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଏକ କର୍ମଶାଳା “ଡିଜିଟାଲ୍ ସମସ୍ତ: ଲିଙ୍ଗଗତ ସମାନତା ପାଇଁ ଅଭିନବ ଏବଂ ପ୍ରଯୁକ୍ତିବିଦ୍ୟା” ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍କୁଲ୍ ଅଫ୍ ମହିଳା ଅଧ୍ୟୟନ ବିଭାଗ ଉତ୍କଳ…

ସୀମନବାଡ଼ିରେ ପଞ୍ଚୁଦଣ୍ଡ ନେଇ କମିଟି ଗଠନ

ଦାରିଙ୍ଗବାଡି,୬/୩, ସୀମନବାଡ଼ି ଠାରେ ପଞ୍ଚୁଦଣ୍ଡ ନେଇ ପୂର୍ବରୁ ଦୁଇ ଥର ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ରବିବାର ଦିନ ସନ୍ଧ୍ୟାରେ ଏନେଇ କମିଟି ଗଠନ ହୋଇଥିଲା । ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଜିତେନ୍ଦ୍ର ସାହୁ, ପ୍ରଦୀପ ସାହୁ, ଅଶୋକ…

କନ୍ଧମାଳ ଜିଲ୍ଲାର ୨ ଜଣ ଭିନ୍ନକ୍ଷମ ଯୁବକ ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ଚମ୍ପିୟାନ୍

ଫୁଲବାଣୀ : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ୨୦୨୩ରେ କ୍ରୀଡ଼ା ଓ ଯୁବ ସେବା ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପାଞ୍ଚ ଜଣ ଭିନ୍ନକ୍ଷମ ଯୁବକ ଯୁବତୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ…

ଦୁଇ ବାଇକ ଚୋର ଗିରଫ ଓ କୋର୍ଟ ଚାଲାଣ…

ଦାରିଙ୍ଗବାଡ଼ି, ୬/୩ : ଦାରିଙ୍ଗବାଡ଼ି ପୋଲିସ ଦୁଇ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋର ଦୁଇ ଜଣ ହେଲେ ଦାରିଙ୍ଗବାଡ଼ି ଥାନା ବାଇମାଲା ଅଞ୍ଚଳ ପାଣ୍ଡାଗାଡୁ ଗ୍ରାମର ମିଥୁନ ଦିଗାଳ(୩୦) ଅନ୍ୟ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ ପୁଡ୍ରାଜଲା ଗ୍ରାମର ରାଜା ପ୍ରଧାନ…