Browsing Category

ଆଞ୍ଚଳିକ

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ମହିଳା ଦିବସ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ କହିଲେ ମହିଳା ମାନେ ସଶକ୍ତ ହେବାକୁ ହେଲେ…

ବେକରେ ଦଉଡ଼ି ଦେଇ ଯୁବତୀଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି, ୬/୩ : ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ କିସୁବାଡ଼ି ଗ୍ରାମର ଜଣେ ଯୁବତୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବତୀ ଜଣକ ହେଲେ କିସୁବାଡ଼ି ଗ୍ରାମର ପିତର ପ୍ରଧାନ ଙ୍କ ସ୍ତ୍ରୀ ଆନ୍ନା ପ୍ରଧାନ (୨୯) । ସୂଚନା ପ୍ରକାରେ ଘରୋଇ କଳହରୁ…

ଗଞ୍ଜାମରେ ଶିକ୍ଷକ ଗୁରୁତର ଓ ଶିକ୍ଷୟତ୍ରୀ ମୃତ

ଚ୍ୟାଲେଞ୍ଜ କରୁଛି କି ଅନଲାଇନ ଗେମ ବ୍ରହ୍ମପୁର : ଗଂଜାମ ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାଟି ଘଟିଛି ଯାହାକି ଏକ ଶିକ୍ଷିତ ସମାଜ ପାଇଁ ଯେତିକି ଆଶ୍ଚର୍ଯ୍ୟ ସେହିପରି ଏହା ସନ୍ଦେହ ସୃଷ୍ଟି ହୋଇଛି । ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ଲାଗି ରହିଥିବା ବେଳକୁ ସ୍ବାମୀ ଓ ସ୍ତ୍ରୀ…

ହିଞ୍ଜିଳିକାଟୁ ଓ ଶେରଗଡରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସବିବ ଓ ଅତିରିକ୍ତ ସଚିବ

ହିଞ୍ଜିଳିକାଟୁ ୬/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା ଓ ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ସୋମବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ଓ ହିଞିଳିକାଟୁ ର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ପ୍ରଥମେ…

ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ…

ହିଞ୍ଜିଳିକାଟୁ (୬।୩) : ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ଅନ୍ତର୍ଗତ ପୌରପରିଷଦ ୱାର୍ଡ଼ ନଂ ୫ ମୁଖ୍ୟ ଡାକଘର କାର୍ଯ୍ୟାଳୟ ପାଖ କେନାଲ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶିକିରି ଗ୍ରାମର ଭାବ ସ୍ବାଇଁ ୫୦ । ମିଳିଥିବା…

ବଳାତ୍କାର ମାମଲାରେ ଯୁବକ ଗିରଫ…

ଦାରିଙ୍ଗବାଡି(୬/୩) : ୨୦୧୮ ମସିହାରେ ଦାରିଙ୍ଗବାଡି ଥାନା ଅଂଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରି ଯୁବକ ଫେରାର ହୋଇଥିବା ବେଳେ ଆଜି ଦାରିଙ୍ଗବାଡି ପୋଲିସ ବଳତ୍କାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇ ଛନ୍ତି । ଗିରଫ ଜଣକ ହେଲେ…

ନୂତନ ମାଆଗୃହ ଶୁଭ ଉଦଘାଟନ କଲେ ବିଧାୟକ

ଦାରିଙ୍ଗବାଡ଼ି (୬/୩) : ପୂର୍ତ୍ତ ବିଭାଗ ଦ୍ୱାରା ନୂତନ ଭାବେ ନିର୍ମାଣ ହୋଇଥିବା ମାଆ ଗୃହ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜି . ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ…

ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକଙ୍କ ଆନ୍ଦୋଳନ..

ଦାରିଙ୍ଗବାଡ଼ି ,୬/୩ : ଆଜି ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକମାନେ କଳାବ୍ୟାଜ ପରିଧାନ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦର ଶୁଭାରମ୍ଭ କରିଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନକୁ ତିନି ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ମାନଙ୍କ ପ୍ରତି ଅଣଦେଖା କରାଯାଇ…

ପର୍ତ୍ତମାରେ ମା ମେରୀଙ୍କ ପର୍ଵ ପାଳନ…

ଦାରିଙ୍ଗବାଡ଼ି (୫/୩) : ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ମେରୀ ଗୁମ୍ଫାଠାରେ ପର୍ତ୍ତମା ମା ମେରୀଙ୍କ ପର୍ଵ ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି । ଏଥିରେ କଟକ-ଭୁବନେଶ୍ୱର ଆର୍ଚ୍ଚ ଡାଇସିୟସ ମହାଧର୍ମାଧ୍ୟକ୍ଷ ଜୋହାନ ବାରୱାଙ୍କ ପୌରହିତରେ ଦିବ୍ୟଯଜ୍ଞ ଅନୁଷ୍ଠିତ ହୋଇଥିଲା ।…

କାର୍‌ରୁ ମିଳିଲା ଗଞ୍ଜେଇ ୨ କୋର୍ଟ ଚାଲାଣ…

ବ୍ରହ୍ମପୁର : ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ବେଆଇନ ଭାବେ ଅଣାଯାଇ ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଛି । ଗଜପତି ଜିଲା ମୋହନାରୁ କାଳଷଣ୍ଢପୁର ଓ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ…