Browsing Category

ଆଞ୍ଚଳିକ

ନୂତନ ହସପିଟାଲ ନିର୍ମାଣ ସମ୍ବନ୍ଧେ ପଦିଆପାଲୀ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା…

ମାଲକାନଗିରି ତା-୦୩/୦୩, କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦିଆପାଲୀ ଗ୍ରାମରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଗ୍ରାମସଭା ବୈଠକରେ କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ ସଭାପତିତ୍ବ କରିଥିଲାବେଳେ ଅନ୍ୟ ସମ୍ମାନିତ ବ୍ୟକ୍ତି ମାନଙ୍କ ମଧ୍ୟରେ…

ମାର୍ଚ୍ଚ୫ ରୁ ୯ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ପାଳନ ହେବ ରାଜ୍ୟ ଉଦ୍ୟୋଗୀ ସପ୍ତାହ…

ମାଲକାନଗିରି : ଅର୍ଥନୈତିକ ଅଭିବୃଦ୍ଧିରେ ଏମଏସଏମଇର ଅବଦାନ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ | ରୋଜଗାର ସୃଷ୍ଟି, ରପ୍ତାନି, ଆଞ୍ଚଳିକ ପାର୍ଥକ୍ୟ ହ୍ରାସ କରିବାରେ ଏମଏସଏମଇ କ୍ଷେତ୍ରର ଅବଦାନ ଅତୁଳନୀୟ। ଏମଏସଏମଇର ଚତୁର୍ଥ ଜନଗଣନା ଅନୁଯାୟୀ, ଓଡିଶା ରାଜ୍ୟରେ ୧.୫୭ ନିୟୁତ ଏମଏସଏମଇ…

ଆଇନଜୀବି ପୀତବାସ ପଣ୍ଡା ଙ୍କ ପାର୍ଥିପତ୍ର ଦାଖଲ…

ବ୍ରହ୍ମପୁର:ଦୀର୍ଘ ଦଶ ବର୍ଷ ପରେ ଆସନ୍ତା ଏପ୍ରିଲ୧୫ ତାରିଖ ରେ ରାଜ୍ୟ ଆଇନଜୀବି ପରିଷଦ ର ହେବାକୁଥିବା ନିର୍ବାଚନ ରେ ବ୍ରହ୍ମପୁର ର ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଆଜି କଟକ ସ୍ଥିତ ରାଜ୍ୟ ଆଇନଜୀବି ପରିଷଦ କାର୍ଯ୍ୟାଳୟ ରେ ପାର୍ଥିପତ୍ର ଦାଖଲ କରିଛନ୍ତି ।ବ୍ରହ୍ମପୁର ସହର ତଥା ଗଞ୍ଜାମ…

ଗ୍ରାମୀଣ ଡାକ ସେବକଙ୍କ ୨୪ ଘଣ୍ଟିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୂଖ୍ୟ ଡ଼ାକ କାର୍ଯ୍ୟାଳୟ ଠାରେ କନ୍ଧମାଳ ଜିଲ୍ଲାର ସତାଧିକ ଗ୍ରାମୀଣ ଡାକ ସେବକ ଆଜି ନିଜ ନିଜର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁଁ ଡ଼ାକ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଡାକ ବିଭାଗରେ…

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବକୃତା ପ୍ରତିଯୋଗୀତା…

ଫୁଲବାଣୀ :-ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବକୃତା ପ୍ରତିଯୋଗୀତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଫୁଲବାଣୀର…

ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହ ମଳ ଉପଚାର କେନ୍ଦ୍ର ବୁଲି ଦେଖିଲେ ୟୁନିସେଫ ୱାସମୁଖ୍ୟ…

ହିଞ୍ଜିଳିକାଟୁ : ୟୁନିସେଫ ଟିମ ହିଞ୍ଜିଳିକାଟୁ ଵ୍ଳକ ପରିଦର୍ଶନ ସହ ଶାସନାଆମ୍ବଗାଁ ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଓ ମଳ ଉପଚାର କେନ୍ଦ୍ର ଓ ସ୍ବଛ ପରିଛନ୍ନତା ସହ ପାନୀୟଜଳ ପ୍ରକଳ୍ପ ସ୍ତିତି ପରଖି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଟିମରେ ୟୁନିସେଫ ର ପ୍ରକ୍ଷାଳନ ମୁଖ୍ୟ…

ନକ୍ସଲ ପ୍ରବଣ ବାଲନ୍ଦାପଡାରେ ବିଏସଏଫର ଜନସମ୍ପର୍କ ଶିବିର

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପଞ୍ଚାୟତ ବଟିମୁଣ୍ଡା ଗ୍ରାମରେ ସୀମା ସୁରକ୍ଷା ବାହିନୀ ଦ୍ଵାରା ଏକ ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଛି। ଜନ ସାଧାରଣଙ୍କ ସୁରକ୍ଷା ଏବଂ ସେମାନଙ୍କ ଅତି ନିକଟତର ହେଇ ଲୋକଙ୍କ ସାଧାରଣ ଜୀବନଯାପନ ସହଜ କରିବା ପାଇଁ…

ରାଜେନ୍ଦ୍ର ପାଢ଼ୀ ହେଲେ ବିଜେଡ଼ିର ଡିଜିଟାଲ ଓ ମିଡିଆ ଜିଲ୍ଲା ସାଧାରଣ ସମ୍ପାଦକ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳ ର ଡିଜିଟାଲ ଓ ମିଡିଆ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ପାଢ଼ୀଙ୍କ ନାମ ଘୋଷିତ ହୋଇଛି lଘୋଷଣା ପରେ ଶ୍ରୀ ପାଢୀ ରାଜ୍ୟ ବିଜେଡ଼ି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସମ୍ପାଦକ…

ଚତୁର୍ଥଥର ପାଇଁ ଜିଲ୍ଳା ସଭାପତି ହେଲେ ସରୋଜ କର୍ଣ୍ଣ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ବାର ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ ସରୋଜ କର୍ଣ୍ଣଙ୍କୁ ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ଘୋଷଣା କରିବା ସହ ଜିଲ୍ଲା କମିଟି ଘୋଷଣା କରିଛନ୍ତି । ଚତୁର୍ଥ…

୮ ମାସ ପରେ ହିତାଧିକାରୀ ପାଇଲେ ପୁଷ୍ଟିକର ଖାଦ୍ୟ

ଛତ୍ରପୁର : ଅଙ୍ଗନାବାଡି କେନ୍ଦ୍ରରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ବଂଚିତ ଓ ହିତାଧିକାରୀକୁ ମଧ୍ୟ ପୁଷ୍ଟିକର ଖାଦ୍ୟ ବଂଚିତ ଘଟଣାରେ ପୂର୍ଣ୍ଣଛେଦ ପଡିଛି । ଦିର୍ଘ ୮ ମାସ ପରେ ଗୁରୁବାର ହିତାଧିକାରୀ ଙ୍କୁ ପୁଷ୍ଟିକର ଖାଦ୍ୟ ବଂଟନ ହୋଇଛି । ଛତ୍ରପୁର ଏନଏସିର ୧୧ ନଂ ୱାର୍ଡ ଗୋପବନ୍ଧୁନଗରରେ…