Browsing Category

ଆଞ୍ଚଳିକ

ହାୱାଡା-ପଣ୍ଡିଚେରୀ ଟ୍ରେନ୍ ବ୍ରହ୍ମପୁର ଠାରେ ରହଣୀ ଦାବୀରେ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା

ବ୍ରହ୍ମପୁର : ମୁମ୍ବାଇ ଠାରୁ ବିଶାଖାପାଟଣା ଚଳାଚଳ କରୁଥିବା ଟ୍ରେନକୁ ଭୁବନେଶ୍ୱର ସଂପ୍ରସାରଣ ଏବଂ ହାୱାଡ଼୍‌-ପଣ୍ଡିଚେରୀ ଟ୍ରେନ୍ ବ୍ରହ୍ମପୁର ଠାରେ ରହଣୀ ଦାବୀରେ ଆଜି ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା…

ବାଲିଗୁଡ଼ା : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୁନାପାଙ୍ଗା ସାହିର ସ୍ବପ୍ନେଶ୍ବର ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଘଟଣା ପ୍ରକାରେ ସ୍ବପ୍ନେଶ୍ବର ସାହୁ ନିଜ ପରିବାର ସହ…

ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ…

ଧାନ କିଣିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ…

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି ହୋଇଛି। ଏନେଇ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ବ ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୁକ୍ରବାର…

ଦର୍ଲିପାଲି ଦାମୋଦର ନାଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ସମାରୋହ…

ସୁନ୍ଦରଗଡ଼/ ଦର୍ଲିପାଲି - ୨୪/୦୨/୨୩ ଦର୍ଲିପାଲି ଦାମୋଦର ନାଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି।ଏହି…

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ…

ସୁନ୍ଦରଗଡ଼/ରାଉରକେଲା: ୨୪/୨/୨୦୨୩: କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକ ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର…

ଟ୍ରକ ମାଲିକ ସଂଘ ଆନ୍ଦୋଳନ : ଶାନ୍ତିପୂର୍ଣ୍ଣ ଭାବେ ଲୋଡିଂ ଟ୍ରକ୍ କୁ ରୋକିଲେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ…

ଛତ୍ରପୁର : ଦୀର୍ଘ ଦେଢ଼ ବର୍ଷ ହେଲା ନିଜ ହକ୍ ପାଇଁ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘ ଗଂଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିକଟରେ ନିଜର ଦାବି ଜଣେଇ ଆସୁଥିଲେ ସୁଦ୍ଧା କୌଣସି ସମାଧାନ ନ ହେବାରୁ ଆଜି କାଳିଆବାଲି ଓ ଗୋପାଳପୁର ପୋର୍ଟ ମୁଖ୍ୟ ରାସ୍ତାରେ ବିଭିନ୍ନ କମ୍ପାନୀ ରୁ…

ଫୁଲବାଣୀ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟ ପୁସ୍ତକମେଳାର ରୌପ୍ୟ ଜୟନ୍ତୀ ସମାରୋହ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଦ୍ୱାରା ଆସନ୍ତା ମାର୍ଚ୍ଚ ତିନି ତାରିଖରୁ ମାର୍ଚ୍ଚ ବାର ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ପଢିଆ ( ବି. ଟିମ ପଢିଆ ) ଠାରେ ଦଶଦିନ ବ୍ୟାପୀ ପୁସ୍ତକ ମେଳା ଅନୁଷ୍ଠିତ ହେବ l ଏଥିରେ…

ଆରମ୍ଭ ହେଲା କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା : ପୋଡ଼ମ ପେଟା ସାମୁଦ୍ରିକ ବେଳା ଭୂମିରେ ଲକ୍ଷାଧିକ କଇଁଛ…

ଛତ୍ରପୁର: ଗଞ୍ଜାମ ବ୍ଲକ ପୋଡ଼ମପେଟା ନିକଟ ବେଳାଭୂମିରେ ଅଲିଭ ରିଡିଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ସାମୁଦ୍ରିକ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଗଞ୍ଜାମ ବ୍ଲକ ପୋଟମପେଟା, ଗୋଖରକୁଦା ସମୁଦ୍ରର ନୀଳ ଜଳରାଶିରୁ ବେଳାଭୂମିକୁ ଛୁଟି ଆସି…

ଏଲିମେଣ୍ଟାରି ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତିରେ ବାଧକ ବିଭାଗୀୟ କର୍ମଚାରୀ : ସରକାରୀ ନିୟମ କୁ…

ମାଲକାନଗିରି, : ଶିକ୍ଷା ବିଭାଗର ସାଧାରଣ ବର୍ଗ ପଦୋଉନ୍ନତି ହେଉଥିବା ବିଳମ୍ବ କୁ ନେଇ ଅସନ୍ତୋଷ । ଏଲିମେଣ୍ଟାରି ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିବା ବେଳେ କିଛି ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ବିଶେଷକରି ଅନୁସୂଚିତ ଜାତି ଓ ଜନଜାତିର ଶିକ୍ଷକ ଶିକ୍ଷୟତ୍ରୀ…