Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପପୁ ପମ୍ପମ୍ଙ୍କ ମଞ୍ଚ ଉପରକୁ ପଥର ମାଡ଼ ଘଟଣା : ଚିହ୍ନଟକାରୀଙ୍କ ତଣ୍ଟି କାଟିଲା ଅଭିଯୁକ୍ତ
ଚିକିଟି: ପ୍ରଖ୍ୟାତ ହାସ୍ୟାଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ଼ କରିଥିବା ବ୍ୟକ୍ତି ଚି଼ହ୍ନଟ ହୋଇଛନ୍ତି। ଆଜି ଗାଁରେ ଉକ୍ତ ଲୋକକୁ ଦଣ୍ଡବିଧାନ ଲାଗି ଗ୍ରାମସଭା ବସିବାର କାର୍ଯ୍ୟକ୍ରମ ଥିଲା। ଷ୍ଟେଜକୁ ପଥର ମାଡ଼ କରିଥିବା ଦୁର୍ବୃତ୍ତକୁ ସୁରଳ ଗ୍ରାମର ଜଣେ ବ୍ୟକ୍ତି ଚିହ୍ନଟ!-->…
ଗୋଛାପଡ଼ା ପୋଲିସର ଚଢାଉ, ବିପୁଳ ପରିମାଣର ଗଞ୍ଜେଇ ସହ ଭ୍ୟାନ ଓ ୩ ବାଇକ ଜବତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସର ଚଢାଉ । ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର । ଗୋଚ୍ଛାପଡ଼ା ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଖବର ଅନୁସାରେ ବହୁ ପରିମାଣ ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା । କୌଣସି ସୁତ୍ରରୁ ଖବର!-->…
ନାବାଳିକା ବଳତ୍କାର ମାମଲାରେ ଜଣେ ଗିରଫ
ଫୁଲବାଣୀ : ଖଜୁରୀପଡା ଥାନା ଅଂଚଳରେ ଜଣେ ନାବାଳିକା ବଳତ୍କାର ମାମଲାରେ ପୋଲିସ ପିଡିତାଙ୍କ ବୟାନ ଏବଂ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଆଜି ପୋକ୍ସ ମାମଲାରେ କୋର୍ଟ ଚାଲାଣ କରାଯାଇଛି।ନାବାଳିକାଙ୍କ ପରିବାର ତରଫରୁ ହୋଇଥିବା ଅଭିଯୋଗ ପ୍ରକାରେ!-->…
ମହାନଗର ନିଗମର ବିକାଶଧାରାକୁ ବଜାୟ ରଖିବା ପାଇଁ ସମୀକ୍ଷା ବୈଠକ
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ବିକାଶ ଧାରାକୁ ବଜାଇ ରଖିବା ପାଇଁ ସମସ୍ତ ବିଭାଗକୁ ନେଇ ଏକ ସମୀକ୍ଷା ବୈଠକ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବିଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ତ୍ତ ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ,ରାସ୍ତା ଓ କୋଠାବାଡି!-->…
ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ଦାବିରେ ସବଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
ବ୍ରହ୍ମପୁର : ପୁରୁଣା ପେନସନ ଯୋଜନା କୁ କାର୍ଯ୍ୟକାରୀ କରିବା ଦାବିରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ ସ୍ଥାନୀୟ ଇଷ୍ଟକୋଷ୍ଟ ସବ ଡିଭିଜନକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ପୁରୁଣା ପେନସନ ଯୋଜନା କୁ ଲାଗୁ କରିବା ପାଇଁ ଦାବି କରିଛି ଇଷ୍ଟକୋଷ୍ଟ ରେଲୱେ!-->…
ଅବକାରୀ ଥାନା ପକ୍ଷରୁ ନକଲି ମଦ ଜବତ ସହ ଦୁଇ ଗିରଫ…
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଥାନାକୁ ମିଳିଛି ସଫଳତା, ଅବକାରୀ ବିଭାଗ ଦ୍ଵାରା ପୃଥକ୍ ପୃଥକ୍ ସ୍ଥାନରେ ଛକି ରହି ୪୫ ଲିଟର ନକଲି ମଦ ଜବତ କରିଥିବା ବେଳେ ଏହି ସଂକ୍ରାନ୍ତରେ ଗୋଟିଏ ବାଇକ୍ ସହ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଫାଷ୍ଟ ଗେଟ୍!-->…
ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତେଜିଲା…
ବ୍ରହ୍ମପୁର : ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କୁ ବିରୋଧ କରି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଜି ଆନ୍ଦୋଳନ ର ନବମ ଦିନରେ ମଧ୍ୟ ଅବ୍ୟାହତ ରହିଛି। ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହ ପରୀକ୍ଷା କେନ୍ଦ୍ର ପରିବର୍ତନ!-->…
ସମାଜସେବୀ କେସମତୀ ପ୍ରଧାନ : ଜଣେ ନିଆରା ବ୍ୟକ୍ତିତ୍ୱ…
ଦାରିଙ୍ଗବାଡି, ୨୧/୦୨ : କନ୍ଧମାଳ ଜିଲ୍ଲାର ମଦମୁକ୍ତ ଅଭିଯାନର ନାରୀ ନେତ୍ରୀ କେସମତୀ ପ୍ରଧାନ ଙ୍କୁ "ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ" ଭୂବନେଶ୍ଵର ଦ୍ଵାରା ଜୟଦେବ ଭବନ ଠାରେ ସମ୍ବର୍ଦ୍ଧିତ କରା ଯାଇଛି। କନ୍ଧମାଳ ଜିଲ୍ଲା ଘୁମୁସର ମହିଳା ସଂଗଠନର ପ୍ରତିଷ୍ଠାତା ସ୍ବର୍ଗତ ମାକା ନାୟକ!-->…
ଆଦିବାସୀ ମେଳା : ଶାସକଦଳର ବିଜ୍ଞାପନ ଲାଗି ଆଦିବାସୀଙ୍କ ଜନଜୀବନର ବ୍ୟବହାର !
ଭୁବନେଶ୍ୱର (୨୧/୦୨) : କରୋନାର ପ୍ରାଦୁର୍ଭାବ କାରଣରୁ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ ଏହି ବର୍ଷର ଆରମ୍ଭରେ ରାଜଧାନୀର ଆଦିବାସୀ ପଡ଼ିଆରେ ପଡ଼ିଛି ଆଦିବାସୀ ମେଳା । ଯଦିଓ ବିଗତ ସମୟରେ ଏହି ମେଳା ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଥିବାରୁ ପ୍ରଶ୍ନବାଣରେ ଅପଦସ୍ଥ ହୋଇଥିବା ରାଜ୍ୟ ସରକାର!-->…
ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ
ସୁନ୍ଦରଗଡ଼ /ରାଉରକେଲା : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସୋମବାର ସଂଧ୍ୟାରେ ସଂପନ୍ନ ହୋଇ ଯାଇଛି। ସମାପନ ସମାରୋହ ରେ ସୁନ୍ଦର ଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି!-->…