Browsing Category

ଆଞ୍ଚଳିକ

ଡ଼ିଏଭି ଗୁରୁକୂଳ ଏବଂ ଗୁଡ଼ ମର୍ନିଙ୍ଗ ପ୍ଲେସ୍କୁଲ ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡ଼ିଏଭି ଗୁରୁକୁଲ ଏବଂ ଗୁଡ଼ ମର୍ନିଙ୍ଗ ପ୍ଲେ ସ୍କୁଲ ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉଭୟ ଦ୍ୱୟ ବିଦ୍ୟାଳୟ ର ଅଧ୍ୟକ୍ଷା ରାଜଲଷ୍ମୀ ଦାଶ ଙ୍କ…

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ବିଜେଡିର ବିକ୍ଷୋଭ

ଟିକିରି : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଭୌମତୃକ ମନୋଭାବ ନେଇ ବର୍ଷିଛନ୍ତି ବିଜେଡି କର୍ମୀ । ଏହି ଅବସରରେ ବିଜେଡି କର୍ମୀମାନେ ପୂବ ପ୍ରସ୍ତୁତି ଅନୁଯାଇ ଆଇଫାଡ ଛକ ନିକଟରେ…

ଶିଶୁ ଶ୍ରମିକ ଉଦ୍ଧାର

ଫୁଲବାଣୀ: ଫୁଲବାଣୀ ଚାଇଲ୍ଡ ଲାଇନ ଦ୍ବାରା ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଟୋଲ ଫ୍ରି ନଂ ୧୦୯୮ରେ ଖବର ମିଳିବା ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦିଆ ଯାଇଥିଲା।ଏହାପରେ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଶୁଭଦର୍ଶନୀ ନାୟକଙ୍କ ନେତୃତ୍ବରେ ଚାଇଲ୍ଡଲାଇନ୍‌ କେନ୍ଦ୍ର…

ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୧ତମ ବାର୍ଷିକ ଉତ୍ସବ

ଦାରିଙ୍ଗବାଡ଼ି,୧୬/୨ : ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନଶ୍ୱନୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାଶ ଧଳ ସଭା…

କେନ୍ଦ୍ର ସରକାରଙ୍କ ଚାଉଳ ନୀତି ବିରୋଧରେ ବିଜେଡ଼ିର ଗଣଧାରଣା

ଛତ୍ରପୁର : ତେଜିଛି ଚାଉଳ ରାଜନୀତି। କେନ୍ଦ୍ର ସରକାରଙ୍କ ଚାଉଳ, ଶୋଷଣ ଓ ନୀତି ବିରୋଧ ରେ ଆନ୍ଦୋଳନ ଡ଼ାକରା ଦେଇଛି ବିଜେଡି। କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ) ବନ୍ଦ ପ୍ରସଙ୍ଗକୁ ନେଇ ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଛି। କେନ୍ଦ୍ର…

ଛତ୍ରପୁର ବ୍ଲକସ୍ତରୀୟ ସାମର୍ଥ୍ୟ ତାଲିମ ଶିବିର

ଛତ୍ରପୁର : ସ୍ଥାନୀୟ ଗଣେଶ ବିଦ୍ୟାପୀଠ ଠାରେ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଆୟୋଜିତ ଛତ୍ରପୁର ବ୍ଲକ୍ ସ୍ତରୀୟ ସାମର୍ଥ୍ୟ ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି l ଏହା ଗତ 14 ତାରିଖ ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଇଓ ସୀତାରାମ ପାତ୍ର,…

କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ବାଲିଗୁଡ଼ାରେ ବିଜେଡ଼ିର ରଣ ହୁଙ୍କାର

ବାଲିଗୁଡ଼ା : କେନ୍ଦ୍ର ସରକାର ବିରୋଧରେ ବିଜେଡ଼ିର ରଣ ହୁଙ୍କାର। ଧାନ କିଣିବା ବାବଦରେ ୨୦ହଜାର କୋଟି ଟଙ୍କା କାଟି ଏବଂ ରାଜ୍ୟରୁ ଚାଉଳ ଉଠାଇବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ବିଜେଡ଼ି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ…

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଲା ସୁନ୍ଦରଗଡ଼ ବିଜେଡି…

ସୁନ୍ଦରଗଡ଼ (୧୬/୦୨) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ୧୦ କିଲୋ ଚାଉଳ ଦେବାର ନିୟମ ଥିବା ବେଳେ କେନ୍ଦ୍ର ସରକାର ୫ କିଲୋ ଚାଉଳ କାଟି ଦେଇ କେବଳ ୫ କିଲୋ ଦେଇ ଥିବାରୁ ସୁନ୍ଦରଗଡ଼ ବିବେକାନନ୍ଦ ଛକ ଠାରେ ସୁନ୍ଦରଗଡ଼ ବିଜୁ ଜନତା ଦଳ ( ପୌରାଞ୍ଚଳ ଓ ସଦର…

ଫିରିଙ୍ଗିଆ ବ୍ଲକ ବିଜେଡି ତରଫରୁ କେନ୍ଦ୍ର ସରକାର ବିରୁଦ୍ଧରେ ଦାବିପତ୍ର ପ୍ରଦାନ, ପ୍ରତିବାଦ ସଭା…

ଫିରିଙ୍ଗିଆ : ସାରା ରାଜ୍ୟରେ କିଛିଦିନ ହେଲା ପିଡିଇସ ଚାଉଳ କୁ ନେଇ ରାଜନୀତି ସର୍ଗରମ ରହିଥିବା ବେଳେ ଏହି ଚାଉଳ ରାଜନୀତି ର ପ୍ରଭାବ ଅଧିସୁତ କନ୍ଧମାଳ ଜିଲ୍ଲା ରେ ମଧ୍ୟ ଦେଖିବାକୁ ମିଳିଛି | ଗୁରୁବାର ରାଜ୍ୟ ବିଜେଡି ର ନିର୍ଦେଶ କ୍ରମେ ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି…

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଚାଉଳ କମ୍ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଜେଡ଼ିର ବିରୋଧ

ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ୧୦ କେଜି ବଦଳରେ ୫ କେଜି ଚାଉଳ ପ୍ରଦାନ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡ଼ି । ଯାହାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି । ରାଜ୍ୟର ବିଭିନ୍ନ ସ୍ଥାନ ଭଳି ବ୍ରହ୍ମପୁର ସହରରେ ମଧ୍ୟ…