Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଘରେ ଏକା ଥିଲେ ମହିଳା, ରାତି ଅଧରେ ହାଣି ଦେଲେ ଦୁର୍ବୃତ୍ତ
ଛତ୍ରପୁର : ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ରକ୍ତାକ୍ତ ମୃତଦେହ । କେହି ଦୁର୍ବୃତ୍ତ ଲୁଟ୍ ଉଦ୍ଦେଶ୍ୟରେ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏପରି ଚାଞ୍ଚଲ୍ୟକର ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି!-->…
ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଲେ ସାମ୍ବାଦିକ ଶିବ ବିଶ୍ଵାଳ…
ଫୁଲବାଣୀ : ସମସ୍ତେ କହନ୍ତି କଳି ଯୁଗରେ ସବୁ ହଜିଯାଇଛି ମାନବିକତା ଓ ସଚ୍ଚୋଟତା l ଏହା ସମ୍ପୂର୍ଣ୍ଣ ଭୁଲ ଆଜିବି ବଞ୍ଚିଛି ମାନବିକତା, ସଚ୍ଚୋଟ ପଣିଆ ଏବଂ ଦାୟିତ୍ୱବାନ ନାଗରିକ କର୍ତ୍ତ୍ୟବ୍ୟ l ଯାହାର ଜ୍ଵଳନ୍ତ ଉଦାହରଣ ସାମ୍ବାଦିକ ଶିବ ବିଶ୍ଵାଳ l ମାନସିକ ଅନଗ୍ରସର ତଥା ଭିନ୍ନକ୍ଷମ ପୁଅର!-->…
ଆଇଏମସି ତରଫରୁ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ସଭାଗୃହରେ ଆଇ ଏମ ସି ତରଫରୁ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ଟ୍ରେଡ଼ର ଛାତ୍ରଛାତ୍ରୀ ମାନେ କିପରି ନିଜର ଦକ୍ଷତା ବୃଦ୍ଧି କରିପାରିବେ ତାହାର ଟିପ୍ସ ଦିଆଯାଇଥିଲା l!-->…
ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ
ନବରଙ୍ଗପୁର : ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ । ପୂର୍ତ୍ତ ବିଭାଗ, ନବରଙ୍ଗପୁର ଦ୍ଵାରା ନବରଙ୍ଗପୁର ଠାରୁ ସାଗରମୁଣ୍ଡା ପର୍ଯ୍ୟନ୍ତ ଖୋଳି ଦିଆଯାଇଛି ହେଲେ ଦୀର୍ଘ ତିନି ମାସ ହେଲାଣି ପୂର୍ତ୍ତ ବିଭାଗ ର ଖାମଖିଆଲି!-->…
ଚାଉଳ ବନ୍ଦ ହେବାକୁ ନେଇ ହିଞ୍ଜିଳିକାଟୁ ବିଜେଡି ତରଫରୁ ପ୍ରତିବାଦ
ହିଞ୍ଜିଳିକାଟୁ ୧୫।୨ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିଛି ହିଞ୍ଜିଳିକାଟୁ ପୌରପରିଷଦ ବିଜେଡ଼ି | ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ଵେହେରା ଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ!-->…
ସମୁଦ୍ରରେ ବୁଡ଼ି ମତ୍ସ୍ୟଜୀବୀଙ୍କ ମୃତ୍ୟୁ…
ଗଞ୍ଜାମ: ସମୁଦ୍ରରେ ବୁଡ଼ି ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଫାଣ୍ଡି ଅଧିନସ୍ଥ ପାଳିବନ୍ଧ ପଞ୍ଚାୟତ ପୋଡ଼ାମପେଟା ଗ୍ରାମ ନିବାସୀ ନୋଳିଆ ଧୀବାର ଏନ. କାଳିଆ ( ୩୫ ବର୍ଷ)। ଆଜି ଭୋର ଚାରିଟା ସମୟରେ ସେ ଡ଼ଙ୍ଗା ଧରି ସମୁଦ୍ରକୁ ମାଛ!-->!-->!-->…
ଅସୁରଛାପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
‘ସୁସ୍ଥ ଓ ସଫଳ ସମାଜ ପାଇଁ ଭଲ ମଣିଷର ଆବଶ୍ୟକତା ରହିଛି’
ରାଉରକେଲା : (ନିସର୍ତ୍ତ):ଦକ୍ଷିଣ ରାଉରକେଲାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅସୁରଛାପଲର ୪୮ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର!-->!-->!-->!-->!-->…
ବିନା ଫଳକ ତଥା ଧର୍ମକୁ ଆଖି ଠାର ନୀତିରେ ଚାଲିଛି ରାସ୍ତା କାମ…
ଯନ୍ତ୍ରୀ ଓ ଠିକାଦାର ମାଲା ମାଲ ପ୍ରଶାସନ ନିରବ ଦ୍ରଷ୍ଟା....
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ର ମୁଖ୍ୟତଃ ଉମେରକୋଟ, ଝରୀଗାଁ, ତଥା ରାଇଘର ବ୍ଲକ ଅଞ୍ଚଳ ରେ ଦୁର୍ନୀତି ଚରମ ସୀମା ରେ ପହଞ୍ଚି ଯାଇଛି l ସରକାରୀ ଯୋଜନା ଏଠାରେ ବାଟମାରଣା କହିଲେ କିଛି ଭୁଲ ହେବ ନାହିଁ ଯେଉଁଠି ହାତ ମାରିବ!-->!-->!-->…
ମୁଣ୍ଡାଯୋର ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ..
‘ସତ୍ୟ ଓ ମାନବିକତାର ଶିକ୍ଷା ମୂଲ୍ୟବୋଧ ସୃଷ୍ଟିରେ ସହାୟକ ହୁଏ.,..ରାଉରକେଲା ,୧୫ା୨(ବସନ୍ତ କୁମାର ଜେନା): ଲାଠିକଟା ବ୍ଲକ ଅନ୍ତର୍ଗତ ମୁଣ୍ଡାଯୋର ପଂଚାୟତ ଉଚ୍ଚ ବିଦ୍ୟାଳୟ ଓ ମୁଣ୍ଡାଯୋର ସରକାରୀ ଉ.ପ୍ରା ବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ବିଦ୍ୟାଳୟ ପରିସରରେ!-->!-->!-->…
ମହାପୁଋଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ସ୍ଥାନୀୟ ରିଜର୍ଭ ପଡିଆ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ମହାପୁଋଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ସଭାପତି ତଥା କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ!-->…