Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କମଳା ପ୍ରକାଶିନୀ ଲୋକାର୍ପଣ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ନୂଆକରି କମଳା ପ୍ରକାଶିନୀ ର ଲୋକାର୍ପଣ ହୋଇଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନର ସମ୍ପାଦକ, ଜଣାଶୁଣା ସାହିତ୍ୟିକ ଓ ସମାଜସେବୀ ଡ଼ଃ!-->…
ଖଜୁରୀପଡାରେ ମାତୃପିତୃ ପୂଜନ ଦିବସ ପାଳିତ
ଫୁଲବାଣୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଖଜୁରୀପଡା ଶାଖାରେ ମାତୃ ପିତୃ ପୂଜନ ଦିବସ ପାରମ୍ପରିକ ରୀତି ନୀତିରେ ପାଳିତ ହୋଇ ଯାଇଛି l ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମା ବାପା ମାନେ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଆମ ସଂସ୍କୃତି ଓ ପରମ୍ପରା କୁ!-->…
ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ଵରେ ଏକ ରାଲି ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ପ୍ରକାଶ ଥାଉ କି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରଗରମ ହୋଇଛି ରାଜ୍ୟ ରାଜନୀତି ।!-->!-->!-->…
ମିଗୁନପଦରରେ ୯୯ ବାଟାଲିୟନ ଦ୍ଵାରା ନୂତନ ବିଏସଏଫ କ୍ୟାମ୍ପ ର ପ୍ରତିଷ୍ଠା…
ଫିରିଙ୍ଗିଆ - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ସିମରବନ୍ଧ ପଞ୍ଚାୟତ ମିଗୁନୁପଦର ଗ୍ରାମରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। କ୍ୟାମ୍ପ ଉଦଘାଟନ ସମୟରେ ଶ୍ରୀ ସମ୍ଭୁ ବୈଦ୍ୟ(ଅତିରିକ୍ତ କମାଣ୍ଡାଣ୍ଟ), ଶ୍ରୀ ସୁଭେନ୍ଦୁ ପାତ୍ର ଆଇପିଏସ ଅଫିସର (ଆରକ୍ଷୀ!-->!-->!-->…
ଇମ୍ରାନ ଖାନଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା…
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଥିବା ଗିରଫଦାରୀର ତରବାରି ଆପାତତଃ କିଛି ସମୟ ପାଇଁ ଟଳିଯାଇଛି । ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଇମ୍ରାନ ଖାନଙ୍କ ଅନ୍ତରୀଣ ଜାମିନ ନାମଞ୍ଜୁର କରିବା ପରେ ପାକିସ୍ତାନ ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ!-->…
ଚାଉଳ କାଟକୁ ନେଇ ବିଜେଡି ତରଫରୁ ଆନ୍ଦୋଳନ…
ହିଞ୍ଜିଳିକାଟୁ ୧୫।୨ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ ହେବାକୁ ନେଇ ପ୍ରତିବାଦ କରିଛି ହିଞ୍ଜିଳିକାଟୁ ବ୍ଳକ ବିଜେଡି । ୧୪,୧୫,୧୬ ତିନି ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଶାସକ ଦଳ ପକ୍ଷରୁ ।ପ୍ରେସମିଟ୍ କରି ଶାସକ ବିଜେଡି ପକ୍ଷରୁ!-->…
ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ…
ମାଲକାନଗିରି,୧୫।୨ ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ କରିବା ସହ ଏକ ଇଙ୍ଗ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ!-->!-->!-->…
ପରିଣତ ବୟସ ରେ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା…
ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ରୁଗୁଡିସାହି ଗାଁ ଯମୁନା କହଁର । ବୟସ ୬୭ ବର୍ଷ ବୟସରେ ମିଳୁନାହିଁ ଭତ୍ତା ଦୁଃଖ କଷ୍ଟ ରେ ଅପେକ୍ଷା ବସିଛି ସମସ୍ତ ଙ୍କ ଭଳି ମୋ ପାଇଁ ସରକାରଙ୍କ ତରଫରୁ ଭତ୍ତା ନାହିଁ । ବୟସ ର ଶେଷ ସମୟରେ ସରକାର ମାଳ ମାଳ ଯୋଜନା!-->!-->!-->…
ସୁନ୍ଦରଗଡ଼ ଦର୍ଶନ ଏକାଡେମୀର ବାର୍ଷିକ ଉତ୍ସବ…
ସୁନ୍ଦରଗଡ଼ : ସନ୍ଥ ଶ୍ରୀ ଶ୍ରୀ ରାଜିନ୍ଦ୍ର ସିଂ ମହାରାଜଙ୍କ ଆଶୀର୍ବାଦରୁ ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ମହୁଳପାଲି ଗ୍ରାମରେ ଅବସ୍ଥିତ ଦର୍ଶନ ଏକାଡେମୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗତ ୧୩ ତାରିଖ ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଅତିରିକ୍ତ!-->…
କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି
ଛତ୍ରପୁର : ବିଜେପି ନେତୃତ୍ୱଧୀନ କେନ୍ଦ୍ର ସରକାର ଗରିବଙ୍କ ମୁହଁରୁ ଖାଦ୍ୟ ଛଡାଇ ନେଉଛନ୍ତି , ଚାଷୀଙ୍କୁ ସେମାନଙ୍କ ଅଧିକାର ଦେଉ ନାହାନ୍ତି । ବିକାଶର ଦ୍ୱାହି ଦେଇ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି । ସହନଶୀଳ ଓଡିଶାବାସୀ କ୍ରମାଗତ କେନ୍ଦ୍ର ଶୋଷଣ , ଉପେକ୍ଷା ଓ ଅବହେଳାର ଶିକାର!-->!-->!-->…