Browsing Category

ଆଞ୍ଚଳିକ

ଖଣି ଅଞ୍ଚଳରେ ଲୋକଙ୍କ ବିକାଶ ଲାଗି ଥିବା ଅର୍ଥର ବ୍ୟାପକ ଅପଚୟ….!

ସିଏସଆର ନାଁ ଠକୁଛନ୍ତି ବିଭିନ୍ନ କମ୍ପାନୀ ଓ ଡିଏମଏଫ ନାଁ ରେ ଅର୍ଥ ର ଅପଚୟ କରୁଛି ପ୍ରଶାସନ..! ଭୁବେନଶ୍ବର : କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଖଣି ପାଇଁ ଉଭୟ ଖଣି ଓ ଖଣି ଭିତ୍ତିକକମ୍ପାନୀ ମାନେ ବିଭିନ୍ନ ଶିଳ୍ପାନୁଷ୍ଠାନ ନାଁ ରେ ସରକାରଙ୍କ ଠାରୁ ନାନାପ୍ରକାର…

ମାଲକାନଗିରି : ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ତା ୧୧ , ୦୨ , ୨୦୨୩ ରିଖ ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ , ତାଲୁକ ଆଈନ ସେବା…

ମାଲକାନଗିରି ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା…

ମାଲକାନଗିରି : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ତରଫରୁ ମାଲକାନଗିରି ସଦର ମହକୁମାର ଡି ଏନ କେ ଖେଳ ପଡ଼ିଆ ଠାରେ ପ୍ରଥମ ଥର ପାଇଁ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ପୂର୍ଣ ଚନ୍ଦ୍ର ବାକା ଓ…

ଫୁଲବାଣୀ ଆଇଟିଆଇ ପ୍ରତି ଛାତ୍ରୀଙ୍କ ଉତ୍ସାହ କାର୍ଯ୍ୟକ୍ରମ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଆଇଟିଆଇ ପ୍ରତି ଛାତ୍ରୀଙ୍କ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ଯ ସରକାରଙ୍କ ପକ୍ଷରୁ କନ୍ଧମାଳ ଛାତ୍ରୀ ମାନଙ୍କୁ ଦକ୍ଷତା କୌଶଳ କାର୍ଯ୍ୟକ୍ରମ ରେ ସାମିଲ କରି ଆଇଟିଆଇରେ ଛାତ୍ରୀ ମାନଙ୍କ ପ୍ରଶିକ୍ଷଣ ନିମନ୍ତେ ଏକ ସ୍ଵତନ୍ତ୍ର…

ଉପକୂଳ ରାଜପଥ ନିର୍ମାଣରୁ ଗଞ୍ଜାମକୁ ବାଦଦେବା ଘଟଣାରେ ସଂସାଦ ଓ ବିଧାୟକ ନିରବ କାହିଁକି…?

ପୀତବାସ ପଣ୍ଡା ,ଆଇନଜୀବିପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ,ବ୍ରହ୍ମପୁର। ବ୍ରହ୍ମପୁର :କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ଉପକୂଳ ରାଜପଥରୁ ଗଞ୍ଜାମ ଜିଲ୍ଲାର 69 କିମି ବାଦ ପଡ଼ିଛି। ଗୋପାଲପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ ନିମନ୍ତେ 2015…

ଶ୍ରୀମଦ୍‌ ଭାଗବତ କଥା ମହୋତ୍ସବ ଉଦ୍‌ଯାପିତ…

ଫୁଲବାଣୀ (୧୦ା୨): ଗତ ୭ ଦିନ ଧରି କୃଷ୍ଣଚେତନା ସଂଘ (ଇସ୍କନ) ଫୁଲବାଣୀ ପକ୍ଷରୁ ଫୁଲବାଣୀ ଠାରେ ଚାଲିଥିବା ଶ୍ରୀମଦ୍ ଭାଗବତ କଥା ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଶ୍ରୀମଦ୍ ହଳଧର ସ୍ୱାମୀ ମହାରାଜ୍ ଯୋଗଦେଇ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭାଗବତ କଥା ଉପରେ ପ୍ରବଚନ ଦେଇଥିଲେ ।…

କ୍ରସରରେ ବ୍ଲାଷ୍ଟିଙ୍ଗପାଇଁ ହୋଲ କରୁଥିବା ସମୟରେ ତଳେ ପଡ଼ି ଜଣେ ମୃତ…

ଚିତ୍ରକୋଣ୍ଡା (୧୦/୦୨) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଘଟିଛି ଏକ ଅଭାବନୀୟ ଘଟଣା । ଯୋଡ଼ାମ୍ବ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲାର ଗୋରେଣ୍ଟଲା ଥାନା ଅଧୀନ ବୁଡୁଲୋଲାପାଲି ଗ୍ରାମର ଏମ. ଲକ୍ଷେୟା ର ପୁଅ ଏମ…

ଡକାୟତି ଯୋଜନା ବିଫଳ : ଗ୍ୟାଙ୍ଗର ୫ ଗିରଫ, ପିସ୍ତଲ, ବୋମା ଜବତ…

ପୁରୁଷୋତ୍ତମପୁର : କୋଦଳା ବଡ଼ଧରଣର ଡକାୟତି ଯୋଜନା ଚାଲିଥିବା ବେଳେ ଏହାକୁ ପଣ୍ଡ କରିବାରେ ସକ୍ଷମ ହୋଇଛି କୋଦଳା ପୋଲିସ। ଗଞ୍ଜାମ ଜିଲା କୋଦଳା ଦଣ୍ଡିଶ୍ୱର ମନ୍ଦିର ପଛପଟେ ଥିବା ମଶାଣି ପଡ଼ିଆରେ ଡକାୟତ ଗ୍ୟାଙ୍ଗ ଲୁଟ୍‌ ନେଇ ଯୋଜନା ପ୍ରସ୍ତୁତି କରୁଥିଲେ। ଏକ ବିଶେଷ ସୂତ୍ରରୁ ଖବର ପାଇ…

ଉପାନ୍ତ ଦୁର୍ଗମ ଅଞ୍ଚଳକୁ ୧୨ କିଲୋମିଟର ଚାଲି ଚାଲି ଛୁଟି ଗ୍ରାମର ସମସ୍ୟା ବୁଝିବାକୁ ପହଁଚିଲେ ବ୍ଲକ ପ୍ରଶାସନ ଓ…

ଚିତ୍ରକୋଣ୍ଡା: ଦୁର୍ଗମ ଅଞ୍ଚଳରେ ଭଲ କାମ କରିଵା ତଥା ସେବା ଯୋଗାଇବାକୁ ଅଣ୍ଟା ଭିଡିଛନ୍ତି ଦୁଇ ଉଦୀୟମାନ ଯୁବକ । ସେମାନେ ହେଉଛନ୍ତି କପାତୁଟି ପଞ୍ଚାୟତ ସମିତି ସଭ୍ୟ ନାଗେଶ ଖିଲ ଏବଂ କପାତୁଟି ସରପଞ୍ଚ ଶୁକ୍ରୀ ହନ୍ତାଳଙ୍କ ସ୍ୱାମୀ ତଥା ଜଣେ ଲଢୁଆ ଉଯୋଗୀ ସାମାଜିକ କର୍ମି ପଦଲାମ…

ରଙ୍ଗେଇଲୁଣ୍ଡା ବିମାନ ପଡିଆ ସଂପ୍ରସାରଣ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟରେ ଥିବା ରଙ୍ଗେଇଲୁଣ୍ଡା ବିମାନ ପଡିଆ ରୁ ବିମାନ ଚଳାଚଳ ପାଇଁ ଦୀର୍ଘ ବର୍ଷର ଦାବି ହୋଇ ଆସୁଥିଲା l ଏ ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନ୍ୟ ବିଭାଗୀୟ କର୍ତୃପକ୍ଷଙ୍କ ସହ ବିମାନ ପଡ଼ିଆରେ ପହଞ୍ଚି ଆଲୋଚନା କରିବା ସହ…