Browsing Category

ଆଞ୍ଚଳିକ

ନିର୍ମାଣଧୀନ ଘରୁ ଚୋରି, ଥାନାରେ ଏତଲା…

ବ୍ରହ୍ମପୁର (୧୦/୨) : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଣେଶ ନଗର ଦ୍ଵିତୀୟ ଲାଇନରେ ଥିବା ଏକ ନିର୍ମାଣଧୀନ ଘରୁ ବିଭିନ୍ନ ମଟର ସମେତ ଗୋଟିଏ ଲୁହା ରୋଡ଼ ଓ ଡ୍ରିଲ ମେସିନ ଚୋରି ହୋଇଛି। କେତେକ ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଉପରୋକ୍ତ ସାମଗ୍ରୀ ଗୁଡିକ ଚୋରି ହୋଇଥିବା ଘଟଣାକୁ ନେଇ…

ମା’ ରାମଚଣ୍ଡୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ…

ବେଦଧ୍ୱନିରେ କମ୍ପିଉଠୁଛି ରାମଚଣ୍ଡୀ ପୀଠ : ମାଙ୍କ ଦର୍ଶନ ଲାଗି ଲାଗୁଛି ଭିଡ ଛତ୍ରପୁର :(୧୦/୨) ଛତ୍ରପୁର ଉପକଣ୍ଠର ନିଳାଦ୍ରିପୁର ଗ୍ରାମ ପାହାଡ ଶିଖରେ ବିଜେ କରିଥିବା ମା ରାମଚଣ୍ଡୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଗତ ବୁଧବାର ଠାରୁ ରୀତିନୀତି ଅନୁଯାୟୀ ପାଳନ ହୋଇ ଆସୁଛି ।…

ପ୍ରମାଣ ଅଭାବରୁ ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲା ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ…

ବ୍ରହ୍ମପୁର : ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ୨୦୨୧ ମେ ୨୧ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ…

ନ୍ୟାୟ ଦାବିରେ ଉପଭୋକ୍ତାଙ୍କ ଧାରଣା…

ବ୍ରହ୍ମପୁର : ବ୍ୟାଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଜଣେ ଉପଭୋକ୍ତା ନ୍ୟାୟ ଦାବିରେ ଗଞ୍ଜାମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସମ୍ମୁଖରେ ଆଜିକୁ ୩ ଦିନ ହେବ ଧାରଣା ଦେଇଛନ୍ତି । ହିଞ୍ଜିଳୀକାଟୁ ବ୍ଲକ ସାରୁ ଗ୍ରାମର ରଜନୀକାନ୍ତ ପାଣିଗ୍ରାହୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଋଣ ନେଇ…

୨୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଦୁଇଟି ଥାନା ଫିରିଙ୍ଗିଆ ଓ ଗୋଛାପଡା ଥାନା ଅଂଚଳରେ କିଛିଦିନ ହେଲା ଗଂଜେଇ ଚାଲାଣ ବଢ଼ିବାରେ ଲାଗିଥିବା ବେଳେ ଏଥିପ୍ରତି ସଜାଗ ରହିଛନ୍ତି ଏହି ଉଭୟ ଥାନାରେ ଥାନା ଅଧିକାରୀ | କିଛିଦିନ ହେଲା ଲଗାତାର ଭାବରେ ବିଭିନ୍ନ ଜାଗାରେ…

କଚ୍ଛପ ଗତିରେ ଚାଲିଛି ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ…

କେନ୍ଦୁପତ୍ର ତୋଳାଳୀ ପରିବାରର ଛାତ୍ରଛାତ୍ରୀଙ୍କ ପାଖରେ ଛାତ୍ରବୃତ୍ତି ପହଞ୍ଚାଇବା କାର୍ଯ୍ୟର ସମୀକ୍ଷା…

ସମ୍ବଲପୁର (୧୦/୨) : କେନ୍ଦୁପତ୍ର ତୋଳାଳୀ ମାନଙ୍କ ପରିବାରର ଛାତ୍ର ଛାତ୍ରୀ ମାନଙ୍କ ଛାତ୍ର ବୃତ୍ତି ପ୍ରଦାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି ଘୋଷଣା ପରେ ସେ ଦିଗରେ ନିଆଯାଇଥିବା ପଦକ୍ଷେପ ପାଇଁ ଆଜି କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଡି ଡବ୍ଲୁ ଓ…

ଫାଇଲେରିଆ ମୁକ୍ତ କନ୍ଧମାଳ ପାଇଁ ପ୍ରୟାସ…

ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହ ସ୍ବତନ୍ତ୍ର ଟୀକାକରଣର ଶୁଭାରମ୍ଭ ଫୁଲବାଣୀ : ଫାଇଲେରିଆ ମୁକ୍ତ କନ୍ଧମାଳ ପାଇଁ ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ସ୍ବତନ୍ତ୍ର ଟୀକାକରଣ ଏବଂ ଅନ୍ୟ ଦୁଇଗୋଟି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ…

ଆତ୍ମପ୍ରକାଶ କଲା ନୂଆ ମହିଳା ସଂଗଠନ ‘ମିତ’

ସୁନ୍ଦରଗଡ଼ (୧୦/୦୨) : ଓଡ଼ିଶାର କୋଣ ଅନୁକୋଣରେ ରହୁଥିବା ମହିଳା ଉଦ୍ୟୋଗୀ ଏବଂ ତାଙ୍କର ଛୋଟ ଛୋଟ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହିତ ଛୋଟ ବ୍ୟବସାୟୀ ଏବଂ ଉଦ୍ୟୋଗୀଙ୍କୁ ଶିକ୍ଷିତ କରି ପ୍ରେରଣା ପୋଷଣ କରିବା ସହିତ ସେମାନଙ୍କ ପରିବାର ଏବଂ ସମ୍ପ୍ରଦାୟ ପାଇଁ ଏକ ନୂତନ ଭବିଷ୍ୟତ ସୃଷ୍ଟି…

ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନ ଅବହେଳାରୁ ଗମନା ଗମନରେ ବାଧକ ବ୍ରହ୍ମଣିଗାଁ…

ଦାରିଙ୍ଗବାଡି, ୦୯/୦୨ ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନ ସୁବ୍ୟବସ୍ଥା କରିବାକୁ ଯାଇ ଅନ୍ତ ବ୍ଲକ ଅନ୍ତ ଜିଲା ରାସ୍ତା ସଂଯୋଗ କରିବା ପାଇଁ ବହୁ ଅର୍ଥ ବ୍ୟୟ ବରାଦ କରି ଆସୁଛନ୍ତି। ହେଲେ ବିହାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ଆନ୍ତରିକତାର ଅଭାବରୁ କନ୍ଧମାଳ ଜିଲାର କିଛି ରାସ୍ତା ଗମନା…