Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍କୁଲ୍ ବସ ଧକ୍କାରେ ଷଣ୍ଢ ଗୁରୁତର
ହିଞ୍ଜିଳିକାଟୁ ୭।୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପେଟ୍ରୋଲପମ୍ପ ନିକଟ ଏନଏଚ ୫୯ ଊପରେ ଏକ ଘରୋଇ ଇଞ୍ଜିନିୟରିଂ ସ୍କୁଲ ବସ ଧକ୍କାରେ ଏକ ଷଣ୍ଢ ଗୁରୁତର ହୋଇଛି। ଵ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ଘରୋଇ ସ୍କୁଲ ବସ ନଂ ଓଆର୦୫ ୟୁ ୩୭୦୨ ହିଞ୍ଜିଳିକାଟୁ ପେଟ୍ରୋଲ!-->…
ବ୍ଲକ କଂଗ୍ରେସର “ହାତ ସେ ହାତ ଯୋଡ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…
ଦାରିଙ୍ଗବାଡ଼ି, ୦୭/୦୨ : ବ୍ଲକ କଂଗ୍ରେସ ପକ୍ଷରୁ ବୁଥ ଠାରୁ ପଞ୍ଚାୟତ ସ୍ତରରେ ହାତସେ ହାତ ଯୋଡ କାର୍ଯ୍ୟ କ୍ରମ କରିବା ପାଇଁ ପ୍ରସ୍ତୁତି ବୈଠକ ଦାରିଙ୍ଗବାଡ଼ି ସ୍ଥିତ ଡୁଲୁରି ପାଇନ ବଗିଚାରେ କରା ଯାଇଛି। ଜିଲା ମହିଳା ସଭା ନେତ୍ରୀ ରୁଦା ମଳିକଙ୍କ ନେତୃତ୍ୱ ଓ ବରିଷ୍ଠ କଂଗ୍ରେସ ନେତା ଅମୀର!-->…
ଖାଉଟିସୁରକ୍ଷା ସଚେତନତା ସପ୍ତାହ ପାଳନ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଖାଉଟି ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଯାଇଛି l ସ୍ବେଛାସେବୀ ଅନୁଷ୍ଠାନ କଲ୍ୟାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ସେଠି ମୁଖ୍ୟ!-->…
ଶିଶୁ ଅଧିକାର ଓ ସୁରକ୍ଷା ଏବଂ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେଅନ୍ତରଙ୍ଗ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ, କନ୍ଧମାଳ ଓ ପ୍ରଦାତ୍ତା ମିଳିତ ଆନୁକୁଲ୍ୟରେ ଶିଶୁ ଅଧିକାର ଓ ସୁରକ୍ଷା ଏବଂ ବାଲ୍ୟ ବିବାହ ପ୍ରତିରୋଧ ଆଲୋଚନା ଚକ୍ର!-->…
ମହିଳା ସଂଘକୁ ଆତ୍ମ ନିର୍ଭରଶୀଳ କରିବା ନେଇ ଯଶୋଦା ଫାଉଣ୍ଡେସନ ପକ୍ଷରୁ ବିରିବଟା ଗ୍ରାଇଣ୍ଡର ପ୍ରଦାନ
ଛତ୍ରପୁର : ମହିଳା ସଂଘ କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଛତ୍ରପୁର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ମଙ୍ଗଳବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ଗ୍ରାମ ପଂଚାୟତ ର କମାପଲ୍ଲୀ ଗ୍ରାମ ର ମହିଳା ସଂଘ କୁ ଆବଶ୍ୟକ ଅନୁଯାୟୀ ଏକ ବିରିବଟା ଗ୍ରାଇଣ୍ଡର ପ୍ରଦାନ!-->…
ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର ; ୩ ଯୁବକ ଗୁରୁତର…
ଛତ୍ରପୁର : ଅଗସ୍ତିନୂଆଗାଁ ଛକ ଅଷ୍ଟମ ବାଟାଲିଆନ ସମ୍ମୁଖ ଜାତୀୟ ରାଜପଥରେ ଏକ ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର । ଫଳରେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଆହାତ ମାନେ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ କରପଡା ଗ୍ରାମର ଦିପୁ ପାଢୀ, ନାରାୟଣ ନାହାକ ଓ କାହ୍ନୁ ରାଉଳ ।!-->!-->!-->…
ସ୍ବର୍ଗତ ସତ୍ୟ ନାରାୟଣ ପାଢ଼ିଙ୍କ ଶ୍ରାଦ୍ଧ ଦିବସ…
ବ୍ରହ୍ମପୁର, : ଗଞ୍ଜାମ ଓକିଲ ସଂଘର କନଫ୍ରେସନ ହଲ ପରିସରରେ ସଂଘର ବିଶିଷ୍ଟ ଆଇନଜୀବୀ ସତ୍ୟ ନାରାୟଣ ପାଢ଼ିଙ୍କ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଥିଲା । ସଭାପତି କପିଳେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସ୍ବର୍ଗତ ସତ୍ୟନାରାୟଣ ପାଢ଼ିଙ୍କ ପୁଅ ଶିଶିର କୁମାର ପାଢ଼ିଙ୍କ ପରିଚାଳନାରେ!-->!-->!-->…
ନିଃସହାୟ ବୃଦ୍ଧଙ୍କୁ ଫେରାଇଦେଲେ ବ୍ରହ୍ମପୁର ବଡ଼ ମେଡିକାଲ କର୍ତ୍ତୃପକ୍ଷ…
ଗଞ୍ଜାମ// ଛତ୍ରପୁର : ଗରିବ ଓ ଅସହାୟମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏସବୁ ଯୋଜନାର ସୁଫଳ ପ୍ରକୃତ ଗରିବ ଲୋକ ପାଇବାରୁ ବଞ୍ôଚତ ହେଉଛନ୍ତି । ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ!-->!-->!-->…
ଆଦାନୀ ଗ୍ରୁପ୍ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର ଗଣ ବିକ୍ଷୋଭ
ସୁନ୍ଦରଗଡ଼ : ଆଜି ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ତଥା ଏ.ଆଇ.ସି.ସି ଓ ପି.ସି.ସିର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଆଦାନୀ ଗ୍ରୁପ୍ ର ଜାଲିଆତି ତଥା ରାଷ୍ଟ୍ରବିରୋଧୀ କାରନାମା ପ୍ରତିବାଦରେ ଏକ ଗଣ ଧାରଣା ଓ!-->…