Browsing Category

ଆଞ୍ଚଳିକ

ବ୍ଲକ ଶିକ୍ଷକ ସଂଘ ଶପଥ ଗ୍ରହଣ ଉତ୍ସବ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଏକ ଶପଥ ଗ୍ରହଣ ଉତ୍ସବ ରାପଡାବାଡ଼ି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏହିରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର , ମୁଖ୍ୟ ବକ୍ତା ଭାବରେ ରାଜ୍ୟ ଶିକ୍ଷକ ସଂଘର ଯୁଗ୍ମ…

ପାଣି ପଂଚାୟତ ପକ୍ଷ ପାଳନ…

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଘୋଡାହଡ ନଦୀ କୂଳ ହିଞ୍ଜିଳିକାଟୁ ଜୟମଙ୍ଗଳ ଆନିକଟ ଠାରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ଵୁଧବାର ଦିନ ପାଳନ ହୋଇଯାଇଅଛି।ବ୍ରହ୍ମପୁର ଜଳସେଚନ ବିଭାଜନ ଵ୍ରହ୍ମପୁର ଜଳ ସମ୍ପଦ ବିଭାଗ ହିଞ୍ଜିଳିକାଟୁ ତରଫରୁ ଏହି ପକ୍ଷ ପାଳନର ଆୟୋଜନ…

ବେରୋଜଗାରୀ ଓ ଦରଦାମବୃଦ୍ଧି ନେଇ ସରକାର ପୁଣି ଠକିଲେ…

ବ୍ରହ୍ମପୁର : ବର୍ଷକୁ 2କୋଟି ନିଯୁକ୍ତି ଓ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଭଳି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ କମ କରିବାର ପ୍ରତିଶୃତି ଦେଇ ଶାସନକୁ ଆସିଥିଲେ ବି ଚଳିତ ବର୍ଷ ମଧ୍ୟ ଏ କ୍ଷେତ୍ରରେ ଜନଗଣଙ୍କୁ ସମସ୍ୟାରୁ ମୁକ୍ତିପାଇଁ କୌଣସି ଆଶ୍ୱାସନା ମିଳିନାହିଁ l ଶିକ୍ଷା…

ଆସନ୍ତା ଶନିବାର ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ତା ୧୧.୦୨.୨୦୨୩ ରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ ,…

ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଜନସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ…

ମାଲକାନଗିରି : ଓଡିଶା ସରକାର ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ଆରମ୍ଭ ହୋଇଛି । ୧/୦୨ ରୁ ୧୫/୦୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଭାଜନ ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦର ଅଧକ୍ଷ ଶ୍ରୀ ଆଡ଼ମା ରାୱ। ଯୋଗ ଦେଇ…

ବ୍ରାହ୍ମଣୀଗାଁ ଥାନା ଅଞ୍ଚରେ ବେଆଇନ ଦେଶୀ ମଦ ଚଢ଼ାଉ…

ଦାରିଙ୍ଗବାଡି :, ୦୧/୦୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ତତ୍ୱାବଧାନରେ ବେଆଇନ ଦେଶୀ ମଦରନ୍ଧା ଓ ବିକ୍ରୀ ଉପରେ ଚଢ଼ାଉ ବଳବତ୍ତର ରହିଛି। ଯାହାରି ଫଳରେ ଅଞ୍ଚଳର ବେଆଇନ ଦେଶୀ ମଦ ରନ୍ଧାଳି ଓ ବେପାରୀଙ୍କ ମଧ୍ୟରେ ଛନକା ପଶିଥିବା…

ସ୍ବାତୀ ସଭା ଗୃହରେ ୩ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଉଦଯାପିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧ ଗଡ଼ ପଞ୍ଚାୟତ ଶ୍ୱେଚ୍ଛା ସେବୀ ଅନୁଷ୍ଠାନ ସ୍ଵାତୀ ସଭା ଗୃହ ରେ ୩ ଦିନ ଧରି ଚାଲିଥିବା ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି l ଏହି କାର୍ଯ୍ୟକ୍ରମକୁ ସ୍ଵାତୀ ଓ ଜିଲ୍ଲା ପରିଷଦ କନ୍ଧମାଳ ଙ୍କ ମିଳିତ ସହଯୋଗ…

ସ୍ୱର୍ଗୀୟ ପିତାଙ୍କ ଲାଇସେନ୍ସ ବନ୍ଧୁକକୁ ପୋଲିସ ନିକଟରେ ଜମାକରି ପିତୃଇଚ୍ଛା ପୂରଣ କଲେ ପୁଅ ଶରତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜୟୀପୁରୀୟା ଗୁଡା ରେ ବାସକରୁଥିବା ଶ୍ରୀ ଗୋପୀନାଥ ପଟ୍ଟନାୟକ ମାଓବାଦୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନିଜ ଜୀବନ ସୁରକ୍ଷା ନିମନ୍ତେ ୨୦୦୨ରେ ଏକ ୧୨ବୋରର ଲାଇସେନ୍ସ ଯୁକ୍ତ ବନ୍ଧୁକ ନିଜ ପାଖରେ ରଖିଥିଲେ କିନ୍ତୁ କର୍କଟ ରୋଗରେ…

ଗାଇ ବୋଝେଇ ପିକଅପ୍ ଓ ଟ୍ରକ ମୁହାମୁହିଁ ଧକ୍କା, ଦୁଇ ଯୁବକ ଆହତ,୩ ଗାଇ ମୃତ୍ୟୁ

ବିଷମକଟକ :-ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ବଡଗୋତିଗୁଡା ଗ୍ରାମ ନିକଟ ୩୧୬ ନମ୍ବର୍ ରାଜ୍ୟ ରାଜପଥରେ ଏକ ଗରୁ ବୋଝେଇ ପିକ୍‌ଅପ୍ ଏବଂ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପିକଅପ୍ ର ଡ୍ରାଭର ଓ ଗୋରୁ ଚାଲାଣ କରୁଥିବା ମାଲିକ ଆହତ ହୋଇଛନ୍ତି…

ମଟର ସାଇକେଲ ଓ ବଳଦ ଦୁର୍ଘଟଣା, ଦୁଇ ଗୁରୁତର ବଳଦ ମୃତ…

ଦାରିଙ୍ଗବାଡ଼ି,୩୧/୧ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସାଂଗୁଡ଼ମାହା ଗ୍ରାମର ରୂପୀଙ୍ଗିଆ ପ୍ରଧାନଙ୍କ ପୁଅ ବେଗୁଲୁ ପ୍ରଧାନ(୩୨) ଓ ସାମନବାଡ଼ି ଗ୍ରାମର କାଣ୍ଡେଶ୍ୱର ପ୍ରଧାନଙ୍କ ପୁଅ ପ୍ରଭାସ ପ୍ରଧାନ(୩୦) ଆଜି କୋୖଣସି ଏକ କାମରେ ଫୁଲବାଣୀ ଯାଇ ଫେରୁଥିଲେ । ଫେରିବା ସମୟରେ ସିମନବାଡ଼ି…